Browsing Category

News

ଭୁବନେଶ୍ୱର ଲିଙ୍ଗିପୁରଠାରେ ଶ୍ରୀଲେଦର୍ସ ର ନୂତନ ଶୋ’ରୁମ

ଭୁବନେଶ୍ୱର:  ଏକ ଲୋକପ୍ରିୟ ଫୁଟ୍‌ୱେୟାର ଓ ଆକ୍‌ସେସରିଜ ବ୍ରାଣ୍ଡ ଶ୍ରୀଲେଦର୍ସ ଭୁବନେଶ୍ୱରର ଲିଙ୍ଗିପୁରସ୍ଥିତ ନୂଆଗାଁଠାରେ ଏହାର ବିଶାଳ, ସମ୍ପୂର୍ଣ୍ଣ ବାତାନୁକୂଳିତ ଶୋ’ରୁମର ଉଦ୍‌ଘାଟନ କରାଯାଇଛି । ଉକ୍ତ ଷ୍ଟୋରଟି ୫୨୦୦ ବର୍ଗ ଫୁଟ୍ ଅଂଚଳରେ ଅବସ୍ଥାପିତ ଥିବା ସମୟରେ ପାର୍କିଂ ପାଇଁ…

ଭୁବନେଶ୍ୱରରେ ମିତସୁବିଶି ଇଲେକ୍ଟ୍ରିକ ଇଣ୍ଡିଆର ଏକ୍ସକ୍ଲୁସିଭ ଶୋରୁମ ଉଦଘାଟିତ

ଭୁବନେଶ୍ୱର: ବିଶ୍ୱର ପ୍ରମୁଖ ଏୟାର କଣ୍ଡିସନର ଉତ୍ପାଦକ ମିତସୁବିଶି ଇଲେକ୍ଟ୍ରିକ୍‌, ଏବେ ଓଡିଶାର ଭୁବନେଶ୍ୱରରେ ଏହାର ଏକ୍ସକ୍ଲୁସିଭ୍ ଶୋରୁମ "କୁଲିଂ ପ୍ଲାନେଟ’ର ଶୁଭାରମ୍ଭ କରିଛି। ଏହି ନୂଆ ଶୋରୁମ ଏସ ଆର ରେଫ୍ରିଜରେଶନ, ଲେନ୍‌-୨, ଡିଷ୍ଟ୍ରିକ୍ଟ ସେଂଟର ଚନ୍ଦ୍ରଶେଖରପୁରରେ ଅବସ୍ଥିତ। ଏହି…

ଚଳିତ ରଥଯାତ୍ରାରେ ଯୋଗଦେବେ ଆଇଆଇଟି ଏବଂ ଆଇଆଇଏମ ଛାତ୍ରଛାତ୍ରୀ

ପୁରୀ : ପ୍ରଥମ ଥର ପାଇଁ, ଭାରତର ପ୍ରମୁଖ ପ୍ରତିଷ୍ଠାନ ଯଥା ଆଇଆଇଟି, ଆଇଆଇଏମ ଏବଂ ପ୍ରମୁଖ ପଲିସି ଏବଂ ମ୍ୟାନେଜମେଂଟ ସ୍କୁଲର ଶ୍ରେଷ୍ଠ ଛାତ୍ରଛାତ୍ରୀମାନେ ବିଶ୍ୱର ସର୍ବବୃହତ ବାର୍ଷିକ ଆଧ୍ୟାତ୍ମିକ ସମାବେଶ, ଜଗନ୍ନାଥ ରଥଯାତ୍ରା ୨୦୨୫ ପାଇଁ ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇବା ପାଇଁ…

ମସ୍କୋ ଉସୁ ଷ୍ଟାର ଅନ୍ତର୍ଜାତୀୟ ଚାମ୍ପିଅନସିପରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଲେ ଜିନ୍ଦଲ ସ୍ପୋର୍ଟ ହଷ୍ଟେଲ କ୍ରୀଡ଼ାବିତ

ଭୁବନେଶ୍ୱର: ମସ୍କୋ ଉସୁ ଷ୍ଟାର ଅନ୍ତର୍ଜାତୀୟ ଚାମ୍ପିଅନସିପରେ ଦେଶ ପାଇଁ ଗୌରବ ଆଣିଛନ୍ତି ବଡବିଲସ୍ଥିତ ଜିନ୍ଦଲ ସ୍ପୋର୍ଟ୍ସ ହଷ୍ଟେଲର ଦୁଇ କ୍ରୀଡ଼ାବିତ ପ୍ରେମ ମୁଣ୍ଡା ଓ ରାଜକୁମାର ମୁଣ୍ଡା। ସିନିଅର ପୁରୁଷ ୪୮ କେଜି ଓ ୫୨ କେଜି ବର୍ଗରେ ପ୍ରେମ ଓ ରାଜକୁମାର ଅତି ଚମତ୍କାର କୌଶଳ ପ୍ରଦର୍ଶନ

ବିଗ୍ ବ୍ୟାଙ୍ଗଲ ଅଫର୍ ସହ ରଜ ପର୍ବ ପାଳନ କରୁଛି ରିଲାଏନ୍ସ ଜୁଏଲ୍ସ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍‌ସ ସ୍ୱତନ୍ତ୍ର ପାର୍ବଣ ଅଫର ସହିତ ନାରୀତ୍ୱ, ସମୃଦ୍ଧତା ଓ ମୌସୁମୀର ଆଗମନକୁ ପାଳନ କରୁଥିବା ପ୍ରିୟ ଓଡିଆ ପର୍ବ ରଜ ପର୍ବ ଉତ୍ସବ ପାଳନରେ ସାମିଲ ହୋଇଛି। ଏହି ଶୁଭ ଅବସରର ସମ୍ମାନରେ ବ୍ରାଣ୍ଡ ପକ୍ଷରୁ

ଭୁବନେଶ୍ୱରରେ ଆୟୋଜିତ ହେବ “ରିସେଂଟ ଆଡ୍‌ଭାନ୍ସେସ ଇନ ଆଇକୋନିକ ବିଲ୍ଡିଙ୍ଗ ପ୍ରୋଜେକ୍ଟସ” ଶୀର୍ଷକ ଜାତୀୟ ସେମିନାର

ଭୁବନେଶ୍ୱର : ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ଜୁନ ୮ ତାରିଖରେ ‘ରିସେଂଟ ଆଡ୍‌ଭାନ୍ସେସ ଇନ ଆଇକୋନିକ ବିଲ୍ଡିଙ୍ଗ ପ୍ରୋଜେକ୍ଟସ’ ଶୀର୍ଷ ଏକ ମର୍ଯ୍ୟାଦାଜନକ ଜାତୀୟ ସେମିନାରର ଆୟୋଜିତ ହେବାକୁ ଯାଉଛି, ଯାହାକୁ ଓଡିଶା ସରକାରଙ୍କ ପୂର୍ତ ବିଭାଗ ଓ ଇଣ୍ଡିଆନ ବିଲ୍ଡିଙ୍ଗ କଂଗ୍ରେସ (ଆବିସି)…

ନୂଆ ଫିଚର ଫୋନ ୟୁଜରଙ୍କ ପାଇଁ ଫୋନପେ ଚାଲୁ କରିବ UPI ପେମେଣ୍ଟ

ଭୁବନଶ୍ୱେର :ଫୋନପେ ଲିମିଟେଡ (“ଫୋନପେ”), ଆଜି ଫିଚର ଫୋନଗୁଡ଼ିକ ପାଇଁ UPI ମାଧ୍ୟମରେ ପେମେଣ୍ଟ ଚାଲୁ କରିବାକୁ ବାର୍ତ୍ତାଳାପଭିତ୍ତିକ ଯୋଗାଯୋଗର ପ୍ଲାଟଫର୍ମ ଗପସପର ମାଲିକାନାରେ ଥିବା ‘GSPay’ ଟେକ୍ନୋଲୋଜି ଷ୍ଟାକରୁ ଏକ ଆଇପିକୁ କିଣିବା ବିଷୟରେ ଘୋଷଣା କରିଛି। GSPay ହେଉଛି ଫିଚର…

ଗୋପାଳପୁରରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ପ୍ରୋଜେକ୍ଟ ସ୍ଥାପନ ପାଇଁ ନିଜର ପ୍ରତିବଦ୍ଧତା ସୁଦୃଢ କରିଛି ଏସିଏମଇ ଗ୍ରୁପ

ଭୁବନେଶ୍ୱର: ସ୍ଥାୟିତ୍ୱ-ଭିତିକ ଅଭିନବ ସମାଧାନ ଉପରେ ଗୁରୁତ୍ୱ ଦେଉଥିବା ଭାରତର ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ଏସିଏମଇ ଗ୍ରୁପ ଆଜି ଓଡିଶାର ଗୋପାଳପୁରଠାରେ ଭାରତରେ ଏହାର ପ୍ରଥମ ଗ୍ରୀନ ହାଇଡ୍ରୋଜେନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଛି । ଗୋପାଳପୁର ଇଣ୍ଡଷ୍ଟ୍ରିଆଲ…

ଇନ୍‌ଫିନିକ୍ସ ପକ୍ଷରୁ ଜିଟି ୩୦ ପ୍ରୋ ଗେମିଂ ସ୍ମାର୍ଟଫୋନର ଶୁଭାରମ୍ଭ

ନୂଆଦିଲ୍ଲୀ, : ଏକ ନୂତନ ଯୁଗର ସ୍ମାର୍ଟଫୋନ ବ୍ରାଣ୍ଡ ଇନ୍‌ଫିନିକ୍ସ ପକ୍ଷରୁ ଆଜି ଭାରତରେ ଏହାର ନୂଆ ସ୍ମାର୍ଟଫୋନ ଇନ୍‌ଫିନିକ୍ସ ଜିଟି ୩୦ ପ୍ରୋର ଲଂଚ ଘୋଷଣା କରାଯାଇଛି । ପ୍ରକୃତ ଗେମିଂ ଦର୍ଶନ ସହ ନିର୍ମିତ ଇନଫିନିକ୍ସ ଜିଟି ୩୦ ପ୍ରୋ ଏକ ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରିବା ପାଇଁ…

ରଜ ପାଇଁ ସ୍ମାର୍ଟ ବଜାର ପକ୍ଷରୁ ଆକର୍ଷଣୀୟ ଅଫର ଏବଂ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର : ନାରୀତ୍ୱର ସମ୍ମାନରେ ପାଳନ କରାଯାଉଥିବା ଓଡିଶାର ସବୁଠାରୁ ପ୍ରିୟ ଉତ୍ସବ ରଜ ପର୍ବ ପାଳନ କରିବା ପାଇଁ ରିଲାଏନ୍ସ ରିଟେଲର ଏକ ଅଗ୍ରଣୀ ଖୁଚୁରା ଗନ୍ତବ୍ୟସ୍ଥଳୀ ସ୍ମାର୍ଟ ବଜାର ପକ୍ଷରୁ ଏକାଧିକ ପାର୍ବଣ ଅଫର ଓ ଇନ୍‌-ଷ୍ଟୋର ଏନ୍‌ଗେଜମେଂଟ ଆକ୍ଟିଭିଟିର ଆରମ୍ଭ କରାଯାଇଛି । ଏହି…