Browsing Category

News

ଇନ୍‌ଫୋସିସ ଫାଉଣ୍ଡେଶନ ପକ୍ଷରୁ ଆରୋହଣ ସୋସିଆଲ ଇନୋଭେଶନ ଆୱାର୍ଡସର ୪ର୍ଥ ସଂସ୍କରଣର ଘୋଷଣା

ଭୁବନେଶ୍ୱର : ଇନ୍‌ଫୋସିସର ଜନହିତକାରୀ ଓ ସିଏସ୍‌ଆର ଶାଖା ଇନଫୋସିସ ଫାଉଣ୍ଡେଶନ ପକ୍ଷରୁ ଏହାର ଆରୋହଣ ସୋସିଆଲ ଇନୋଭେଶନ ଆୱାର୍ଡସର ୪ର୍ଥ ସଂସ୍କରଣର ଶୁଭାରମ୍ଭ ଘୋଷଣା କରାଯାଇଛି । ଭାରତରେ ସାମାଜିକ ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ପ୍ରତି ଏହାର ପ୍ରତିଶ୍ରୁତିବଦ୍ଧତାକୁ ବଜାୟ ରଖି…

ଚଳିତବର୍ଷ ରଥଯାତ୍ରାରେ ସେବା ପାଇଁ ଏକାଠି ହୋଇଛନ୍ତି ଅଗ୍ରଣୀ ବ୍ରାଣ୍ଡ

ଭୁବନେଶ୍ୱର : ଚଳିତ ବର୍ଷ, ଜଗନ୍ନାଥ ରଥଯାତ୍ରା ୨୦୨୫ ବିଶ୍ୱାସ ଏବଂ କର୍ପୋରେଟ୍ ସଦ୍ଭାବନାର ଏକ ଅନନ୍ୟ ସଙ୍ଗମ ଦେଖିବାକୁ ଯାଉଛି । ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଉତ୍ସାହିତ ହୋଇ, ଅନେକ ଅଗ୍ରଣୀ ଭାରତୀୟ ବ୍ରାଣ୍ଡ ପ୍ରଭୁ ଜଗନ୍ନାଥଙ୍କ ସେବା କାର୍ଯ୍ୟ ଭାବରେ ପବିତ୍ର ପୁରୀ ସହରକୁ…

୨୮,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଭାରତରେ ୨୦୨୫ ଫ୍ଲାଗସିପ କିଲର ରିଅଲମି ଜିଟି ୭ ସିରିଜ ଉନ୍ମୋଚିତ

ନୂଆଦିଲ୍ଲୀ, ୨୮ ମେ’ ୨୦୨୫: ଭାରତୀୟ ଯୁବ ପିଢିଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ପ୍ୟାରିସ୍‌ରେ ଏହାର ଗ୍ଲୋବାଳ ଲଂଚ୍ ସହ ସମନ୍ୱୟରେ ଆଜି ଭାରତରେ ଏହାର ବହୁପ୍ରତିକ୍ଷୀତ ରିଅଲ୍‌ମି ଜିଟି ୭ ସିରିଜର ଉନ୍ମୋଚନ କରାଯାଇଛି । ଏହି ଘୋଷଣାର ମୁଖ୍ୟ ବିଷୟ…

ଭୁବନେଶ୍ୱରକୁ ସିମନ୍ସ ବିୟୁଟିରେଷ୍ଟ ଆଣିଛି ଓପୁଲେଂଟ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ୍‌ସ

ଭୁବନେଶ୍ୱର :  ପୂର୍ବ ଭାରତର ପ୍ରିମିୟମ ହୋମ ଫର୍ଣ୍ଣିଶିଙ୍ଗ ଡେଷ୍ଟିନେଶନ ଓପୁଲେଂଟ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ୍‌ସ ଭୁବନେଶ୍ୱରର ଲକ୍ଷ୍ମୀ ବିହାରସ୍ଥିତ ଏହାର ଫ୍ଲାଗସିପ ଷ୍ଟୋରକୁ ବିଶ୍ୱବ୍ୟାପୀ ସୁପରିଚିତ ଲକ୍‌ଜରୀ ମ୍ୟାଟ୍ରେସ ବ୍ରାଣ୍ଡ ସିମନ୍ସ ବିୟୁଟିରେଷ୍ଟ ଆଣିଥିବା ସମ୍ପର୍କରେ…

ମଣିପାଲ ହସ୍ପିଟାଲକୁ ସମ୍ମାନଜନକ ଟାଇମ୍ସ ଆଇକନ ଆୱାର୍ଡ଼

ଭୁବନେଶ୍ୱର : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ୱରକୁ ସମ୍ମାନଜନକ ଟାଇମ୍ସ ଆଇକନ ଆୱାର୍ଡ଼ ପ୍ରଦାନ କରା ଯାଇଛି। ଅତ୍ୟାଧୁନିକ ମଲ୍ଟି ସ୍ପେସିଆଲିଟି ସ୍ବାସ୍ଥ୍ୟ ସେବା ପ୍ରଦାନ ହେତୁ ୨୮ ତାରିଖରେ ଟାଇମ୍ସ ଅଫ ଇଣ୍ଡିଆ ପକ୍ଷରୁ ଏହି ସମ୍ମାନ ଦିଆ

ଫ୍ୟୁଚର୍ ଜେନେରାଲୀର ଲଂଚ କରିଛି ନୂତନ ‘ହେଲ୍ଥ୍ ଅନଲିମିଟେଡ୍’ ପ୍ଲାନ

ଭୁବନେଶ୍ୱର: ଭାରତରେ ବହୁତ ଲୋକଙ୍କ ପାଇଁ, ଆରୋଗ୍ୟ ବୀମା ଆର୍ଥôକ ସୁରକ୍ଷା ପାଇଁ ଗୋ-ଟୁ ସମାଧାନ, କିନ୍ତୁ ବୃଦ୍ଧି ପାଉଥିବା ହସ୍ପିଟାଲିଜେସନ୍ ଓ ଚିକିତ୍ସା ଖର୍ଚ୍ଚ ବିଷୟରେ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଗତ ବ୍ୟବସ୍ଥା ଉପରେ ଆଶଙ୍କା ଉତ୍ପନ୍ନ କରେ । ଏହି ବୃଦ୍ଧି ପାଉଥିବା ଚିନ୍ତା ଏକ

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସଂପନ୍ନ କମିଟିର ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ଗ୍ରାମୀଣ ଭିଭିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ)ର ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି

ଆର୍ଥକ ସାକ୍ଷରତା ହେଉଛି ସଶକ୍ତୀକରଣର ଚାବିକାଠି : ଜିଆରଏସ୍ଇ’ର ନିଦେଶକ (ଅର୍ଥ) ଶ୍ରୀ ଆର୍ କେ ଦାଶ

ଭୁବନେଶ୍ୱର : ଗାର୍ଡେନ ରିଚ୍ ଶିପ୍ବିଲ୍ଡର୍ସ ଓ ଇଞ୍ଜିନୀୟର୍ସ ଲିମିଟେଡ୍ (ଜିଆରଏସ୍ଇ)ର ନିଦେଶକ (ଅର୍ଥ) ଭାବରେ ଶ୍ରୀ ଆର୍.କେ ଦାଶ ଜଣେ ଅଭିଜ୍ଞ ଆର୍ଥିକ ପେସାଦାର ଏବଂ ବିଭିନ୍ନ ଶିଳ୍ପରେ ୩୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ନିଜର ଅଭିନବ ଚିନ୍ତାଧାରା ଏବଂ ପରିବର୍ତନଶୀଳ ଆର୍ଥିକ ରଣନୀତି

ଉତ୍କଳ ହସ୍ପିଟାଲ ପକ୍ଷରୁ ‘ଟୁ ମିନିଟ ଆକ୍ସନ ଫର ଓରାଲ କ୍ୟାନସର ପ୍ରୋଟେକ୍ସନ’ କ୍ୟାମ୍ପେନର ଶୁଭାରମ୍ଭ

ଭୁବନେଶ୍ୱର : ଉତ୍କଳ ହସ୍ପିଟାଲ ପକ୍ଷରୁ ମର୍କ ସ୍ପେଶିଆଲିଟିଜ୍ ପ୍ରାଇଭେଟ ଲିମିଟେଡ ସହ ସହଭାଗିତାରେ ବିଶ୍ୱ ତମ୍ବାଖୁ ନିଷେଧ ଦିବସ ଅବସରରେ ହାସଟ୍ୟାଗ ଆକ୍ଟଏଗେନ୍‌ଷ୍ଟଓରାଲକ୍ୟାନସର ସହିତ “ଟୁ-ମିନିଟ ଆକ୍ସନ ଫର୍ ଓରାଲ କ୍ୟାନ୍‌ସର ପ୍ରୋଟେକ୍ସନ” କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି…

ଭାରତର ବିକଶିତ ଅନ୍‌ଲାଇନ ଗେମିଂ କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ଗେମିଂ ଓ ଦକ୍ଷତା ନିର୍ମାଣର ଅଗ୍ରଗତି କରୁଛି…

ଭୁବନେଶ୍ୱର, ୨୭ ମେ’ ୨୦୨୫: ଭାରତର ଅନ୍‌ଲାଇନ ଗେମିଂ ଶିଳ୍ପ ବିକଶିତ ହେଉଛି ଏବଂ ଭୁବନେଶ୍ୱର ଭଳି ସହରଗୁଡିକ ଅଭିବୃଦ୍ଧି ଓ ଉଦ୍ଭାବନର ପ୍ରମୁଖ ପରିଚାଳକ ଭାବେ ଉଭା ହେଉଛି । ଗେମ୍‌ସକ୍ରାଫ୍ଟର ଏକ ଫ୍ଲାଗସିପ ପ୍ଲାଟ୍‌ଫର୍ମ ଏବଂ ଭାରତର ସବୁଠାରୁ ବିଶ୍ୱସନୀୟ ଓ ସୁରକ୍ଷିତ ଦକ୍ଷତା-ଭିତିକ ଗେମ୍…