Browsing Category

News

ହୋମ୍ କୌଜିନାର ‘ଫ୍ୟାମିଲି ରେସିପି କଂଟେଷ୍ଟ’

ଭୁବନେଶ୍ୱର : ଆପଣଙ୍କ ପାଇଁ ହୋମ୍ ସେଫ ବା ଗୃହୀଣୀମାନଙ୍କର ସୁଦ୍ଧ ପାରିବାରିକ ଖାଦ୍ୟ ଆଣିବା ପାଇଁ ସୁପରିଚିତ ଘରୋଇ ବ୍ରାଣ୍ଡ ହୋମ କୌଜିନା ଏହାର ‘ଫ୍ୟାମିଲି ରେସିପି କଂଟେଷ୍ଟ’ ସହିତ ଆପଣଙ୍କ ପରିବାରର ପସନ୍ଦର ରେସିପି ଓ ସ୍ପେଶାଲ ମସାଲାର ସନ୍ଧାନ କରୁଛି । ଏହି ପ୍ରତିଯୋଗିତା ଦେଶବ୍ୟାପୀ…

ସେଂଟ୍ରମ ରିଚାର୍ଜ ଏନର୍ଜି ଡ୍ରିଙ୍କ୍ ମିକ୍ସ ର ଶୁଭାରମ୍ଭ

ଭୁବନେଶ୍ୱର: ମଲ୍ଟିଭିଟାମିନ ସପୋର୍ଟ କ୍ଷେତ୍ରରେ ଅଗ୍ରଣୀ, ସେଂଟ୍ରମ ପକ୍ଷରୁ ଏନର୍ଜି ଡ୍ରିଙ୍କ ମିକ୍ସ ର ଏକ ନୂତନ ଉତ୍ପାଦ ସେଂଟ୍ରମ ରିଚାର୍ଜର ଶୁଭାରମ୍ଭ କରାଯାଇଛି । ଏହି ଅଭିନବ ଉତ୍ପାଦକୁ ଦୈନନ୍ଦିନ କାର୍ଯ୍ୟ ସମୟରେ କ୍ଷୟ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଭିଟାମିନ ଓ ମିନେରାଲଗୁଡିକର…

ଓଡ଼ିଶା କ୍ରାଫ୍ଟସ୍ କାଉନ୍ସିଲ୍ ପକ୍ଷରୁ “ମାଷ୍ଟର-କ୍ରାଫ୍ଟର୍ସ” ପ୍ରଦର୍ଶନୀ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା କ୍ରାଫ୍ଟସ୍ କାଉନ୍ସିଲ୍ ଗର୍ବର ସହିତ "ମାଷ୍ଟର-କ୍ରାଫ୍ଟର୍ସ" ନାମକ ଏକ ଦୁଇ ଦିନିଆ ପ୍ରତିଷ୍ଠିତ ପ୍ରଦର୍ଶନୀର ଆୟୋଜନ କରୁଛି, ଯାହା ଓଡ଼ିଶାର ପାରମ୍ପାରିକ କାରୁକଳା ଏବଂ କାରିଗରମାନଙ୍କର କୌଶଳକୁ ସମ୍ମାନିତ କରୁଛି। ଏହି ପ୍ରଦର୍ଶନୀର ଉଦ୍ଘାଟନ କରି ଶ୍ରୀମତୀ ପୁନମ ଗୁହା…

ସ୍ମାର୍ଟ ବଜାର ପକ୍ଷରୁ ସାବିତ୍ରୀ ଅଫର

ଭୁବନେଶ୍ୱର: ଭାରତର ବିଶ୍ୱସନୀୟ ୱାନ୍‌-ଷ୍ଟପ ସପିଂ ଡେଷ୍ଟିନେଶନ, ସ୍ମାର୍ଟ ବଜାର ପକ୍ଷରୁ ଓଡ଼ିଶାରେ ସ୍ୱତନ୍ତ୍ର ପାର୍ବଣ ଅଫର୍ ପ୍ରଦାନ କରାଯାଉଛି । ମେ’ ୨୧ ତାରିଖରୁ ମେ’ ୨୬ ତାରିଖ ୨୦୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ୟାମ୍ପେନକୁ ସପିଙ୍ଗ ଅନୁଭୂତିରେ ମୂଲ୍ୟ, ସୁବିଧା ଓ ଷ୍ଟାଇଲକୁ…

ମେ ୨୪ ଓ ୨୫ ତାରିଖରେ ‘ମାଷ୍ଟର କ୍ରାଫ୍ଟର୍ସ’ ପ୍ରଦର୍ଶନୀର ଆୟୋଜନ କରିବ କ୍ରାଫ୍ଟସ୍ କାଉନ୍ସିଲ ଅଫ୍ ଓଡିଶା

ଭୁବନେଶ୍ୱର : କ୍ରାଫ୍ଟ କାଉନ୍ସିଲ ଅଫ୍ ଓଡିଶା ପକ୍ଷରୁ ଏକ ଦୁଇ ଦିନିଆ ପ୍ରଦର୍ଶନୀ ‘ମାଷ୍ଟର କ୍ରାଫ୍ଟର୍ସ’ର ଘୋଷଣା କରାଯାଇଛି ଯାହା ଓଡିଶାର ପାରମ୍ପରିକ ହସ୍ତକଳା ଓ କାରିଗରୀର ଉତ୍କର୍ଷତାକୁ ପାଳନ କରୁଛି । ଏହି ପ୍ରଦର୍ଶନୀ ଆସନ୍ତା ମେ’ ୨୪ ଓ ୨୫ ତାରିଖ ୨୦୨୫ରେ ଭୁବନେଶ୍ୱର କ୍ଲବର…

ମାତ୍ର ୭୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଭୁବନେଶ୍ୱରରେ ଲାଭା ପକ୍ଷରୁ ସାର୍କ ୫ଜିର ଶୁଭାରମ୍ଭ

ଭୁବନେଶ୍ୱର :  ଅଗ୍ରଣୀ ଘରୋଇ ସ୍ମାର୍ଟଫୋନ ନିର୍ମାତା ଲାଭା ଇଂଟରନ୍ୟାଶନାଲ ଲିମିଟେଡ  ଭୁବନେଶ୍ୱରରେ ଏକ ଏକ ପାୱାର-ପ୍ୟାକ୍‌ଡ ଲଂଚ ଇଭେଂଟରେ ଏହାର ନୂତନ ଉଦ୍ଭାବନ ସାର୍କ ୫ଜି’ ସ୍ମାର୍ଟଫୋନର ଉନ୍ମୋଚନ କରିଛି । ଏହାସହିତ ଲାଭା ପକ୍ଷରୁ ନୂଆ ସାର୍କ ସିରିଜର ଉନ୍ମୋଚନ କରାଯାଇଛି ଯାହା ଭାରତରେ …

ଓଡିଶାରେ ଯୁବ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜ ପକ୍ଷରୁ ‘ଏନର୍ଜାଇଜ ଇଣ୍ଡିଆ’ କ୍ୟାମ୍ପେନର…

ଭୁବନେଶ୍ୱର : ଡାବର୍‌ର ଏକ ଅଗ୍ରଣୀ ଇନଷ୍ଟାଂଟ ଏନର୍ଜି ଡ୍ରିଙ୍କ ଡାବର ଗ୍ଲୁକୋଜ ପକ୍ଷରୁ ‘ଏନର୍ଜାଇଜ ଇଣ୍ଡିଆ’ ମେଗା କ୍ୟାମ୍ପେନର ଶୁଭାରମ୍ଭ ଘୋଷଣା କରାଯାଇଛି । ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଭାରତର ପ୍ରମୁଖ ସ୍ପୋର୍ଟସ ଏକାଡେମିଗୁଡିକରେ ଯୁବ କ୍ରୀଡାବିତମାନଙ୍କୁ…

ଆର୍ସେଲରମିତଲ ପକ୍ଷରୁ ଏଏମ୍‌/ଏନଏସ୍ ଇଣ୍ଡିଆକୁ ସ୍ୱଚ୍ଛ ବିଦ୍ୟୁତ ଶକ୍ତି ଯୋଗାଣ ଆରମ୍ଭ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ଆର୍ସଲରମିତଲର ସର୍ବବୃହତ ନବୀକରଣୀୟ ଶକ୍ତି ଉଦ୍ୟୋଗ ଏକ ୧ ଗିଗାୱାଟ ସୌର ଓ ପବନ ପ୍ରକଳ୍ପ ନିକଟରେ ଏଏମ୍‌/ଏନଏସ ଇଣ୍ଡିଆକୁ ସ୍ୱଚ୍ଛ ବିଦ୍ୟୁତ ଶକ୍ତି ପ୍ରଦାନ ଆରମ୍ଭ କରିଛି । ଏଏମ୍‌/ଏନଏସ ଇଣ୍ଡିଆ ହେଉଛି ନିପ୍ପନ ଷ୍ଟିଲ ସହ ଆର୍ସଲରମିତଲର ୬୦/୪୦…

ଆଇଆଇଟି ଭୁବନେଶ୍ୱର ପକ୍ଷରୁ ‘ଉର୍ଜା, ପରିବେଶ ଏବଂ ସ୍ଥାୟୀତ୍ୱରେ ଉନ୍ନତ ସାମଗ୍ରୀ’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ…

ଭୁବନେଶ୍ୱର, ୧୯ ମଇ ୨୦୨୫: ୧୬ ରୁ ୧୮ ମଇ ୨୦୨୫ ମଧ୍ୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱରରେ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ (MRSI) ସହଯୋଗରେ “ଉର୍ଜା, ପରିବେଶ ଏବଂ ସ୍ଥାୟୀତ୍ୱରେ ଉନ୍ନତ ସାମଗ୍ରୀ” (AMEES-୨୦୨୫) ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ

ସୃଜନର ଉପସରଣମ – ଯେଉଁଠାରେ ଓଡିଶୀ ନୃତ୍ୟ ଓ ଯୁବପିଢିଙ୍କ ଉଜ୍ଜ୍ୱଳ ସ୍ୱପ୍ନଗୁଡିକ ହୋଇଥାଏ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର, ୧୮ ମେ’ ୨୦୨୫: ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ ୧୯୯୩ରେ ଏହାର ପ୍ରଥମ ଅନୁଷ୍ଠାନ ଆରମ୍ଭ କରିବା ପରଠାରୁ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ଦୁନିଆରେ ତାଲିମ, ସୃଜନଶୀଳତା, ପ୍ରଦର୍ଶନ ଓ ଉତ୍କର୍ଷତା କ୍ଷେତ୍ରରେ ସବୁବେଳେ ସଫଳ ହେବା ପାଇଁ ଚେଷ୍ଟା କରିଆସିଛି । ‘ଉପସରଣମ-…