Browsing Category

News

ଆଜି ଚନ୍ଦ୍ରଗ୍ରହଣ: କିପରି ପାଳନ କରିବେ? କ’ଣ ଭୋଜନ ନିଷେଧ?

ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଘଟୁଛି। ଏହି ଗ୍ରହଣ ଓଡ଼ିଶା ସହିତ ଭାରତର କିଛି ଅଂଶରେ ଆଂଶିକ ଭାବେ ଦୃଶ୍ୟମାନ ହେବ। ତେବେ ଦିନବେଳାରେ ସଂପୂର୍ଣ୍ଣ ଗ୍ରହଣ ଘଟୁଥିବାରୁ ଏହା ସିଧାସଳଖ ଦେଖିବାକୁ ମିଳିବ ନାହିଁ।ତେବେ ଏହି ସମୟରେ

ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ ‘ହର୍ବାଲ ହୋଲି’ ଉତ୍ସବରେ ଉର୍ଫି ଜାଭେଦ

ଭୁବନେଶ୍ଵର,୦୨/୦୩:ଲୋକପ୍ରିୟ ଭାରତୀୟ ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ ଆଜି ଭୁବନେଶ୍ୱରରେ ପହଞ୍ଚି ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ 'ହର୍ବାଲ ହୋଲି ୨୦୨୬' କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଛନ୍ତି ।ଚଳିତ ବର୍ଷ ସ୍ୱପ୍ନା ପତି ଫାଉଣ୍ଡେସନ ନିଜର 'ହର୍ବାଲ ହୋଲି'

ରାଜଧାନୀରେ ହୋଲି ପାଇଁ ଜଗିବେ ୩୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ଵର,୦୨/୦୩:ପବିତ୍ର ଦୋଳ ପୂର୍ଣ୍ଣିମା ଓ ରଙ୍ଗପର୍ବ ହୋଲି ଲାଗି ରାଜଧାନୀ ଚଳଚଞ୍ଚଳ।ଏହି ସମୟରେ ଯେପରି କିଛି ବିଶୃଙ୍ଖଳିତ ବା ଅପ୍ରିତିକର ପରିସ୍ଥିତି ନ ଉପୁଜିବ, ସେଥିନିମନ୍ତେ ଗୁରୁତ୍ୱ ଦେଇଛି କମିସନରେଟ ପୁଲିସ।ହୋଲିରେ ସୁରକ୍ଷାକୁ କଡାକଡି କରିବା ସହ ୩୧ ପ୍ଲାଟୁନ ପୁଲିସ

ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଜନଶୁଣାଣି

ଭୁବନେଶ୍ୱର,୦୨/୦୩:ମହିଳାଙ୍କ ଘରୋଇ ହିଂସା, ନିର୍ଯାତନା, ଯୌତୁକ, ସମ୍ପତ୍ତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲଂଘନ ଏବଂ ମହିଳା କଲ୍ୟାଣ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଶୁଣାଣି ପାଇଁ ବିଭିନ୍ନ

ମାର୍ଚ୍ଚ 5 ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ଵର,୦୨/୦୩:ଆସନ୍ତା ମାର୍ଚ୍ଚ 5 ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ସାରା ଓଡ଼ିଶାରେ ଏହା ପାଳନ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ନେତା, ନିର୍ବାଚିତ ପ୍ରତିନିଧି, ଛାମୁଆ ସଂଗଠନ, ସେଲ ଯାଏଁ ଅବଗତ କରାଯାଇଛି।ଏ ନେଇ

ସରିଲା ପରୀକ୍ଷା, ମେ’ ରେ ମାଟ୍ରିକ୍ ରେଜଲ୍ଟ’

କଟକ,୦୨/୦୩:ସରିଲା ମାଟ୍ରିକ୍ ପରୀକ୍ଷା। ଚଳିତ ବର୍ଷ କେହି ପିଲା କପି କରି ନଥିବା ବେଳେ ମେ' ମାସରେ ପରୀକ୍ଷାଫଳ ପ୍ରକାଶ ପାଇବ।ମୋଟ୍ ୫୫ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ ହେବେ ।ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ କହିବା ଅନୁସାରେ, OMR ଖାତା ଦେଖା ଆରମ୍ଭ ହୋଇ ସାରିଲାଣି ।

ଯୁଦ୍ଧ ଓ ଉତ୍ତେଜନା ଯୋଗୁଁ ବଢିଲା ସୁନା ଏବଂ ରୁପା ଦର

ଭୁବନେଶ୍ଵର,୦୨/୦୩:ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ଓ ଉତ୍ତେଜନା ଯୋଗୁଁ ଭାରତୀୟ ବଜାରରେ ସୁନା ଏବଂ ରୁପା ଦର ଆକାଶଛୁଆଁ ହୋଇଛି । ଆଜି ସକାଳେ ସୁନା ଦରରେ ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି ।୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧ ଲକ୍ଷ ୭୩ ହଜାର ୯୦ ଟଙ୍କାରେ

ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗର ଗାଇଡଲାଇନ ଜାରି

ଭୁବନେଶ୍ଵର,୦୨/୦୩:ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗର ଗାଇଡଲାଇନ ଜାରି।ସମସ୍ତ କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡ଼ିକ ଚିଠି ସମସ୍ତଂକୁ ନିର୍ଦିଷ୍ଟ ଗାଇଡଲାଇନ ପାଇଁ ନିର୍ଦ୍ଦେଶ ନାମା ଦିଆଯାଇଛି । ଏକାଡେମିକ୍ ଅର୍ଥାତ୍ ଇଣ୍ଟରନାଲ ପରୀକ୍ଷା ଏବଂ କ୍ଲାସ୍ ଗୁଡ଼ିକ ସକାଳୁ

ରାଜ୍ୟରେ ଅସହ୍ୟ ହେଲାଣି ତାତି, ୩୬ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ଵର,୦୨/୦୩:ରାଜ୍ୟରେ ଦିନକୁ ଦିନ ବଢୁଛି ତାପମାତ୍ରା । ପ୍ରବଳ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ । ୩୬ ଡିଗ୍ରୀ ଉପରେ ରହିଛି ୩ସହରର ତାପମାତ୍ରା । ୩୬.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ପାଲଟିଛି ଝାରସୁଗୁଡ଼ା । ଭୁବନେଶ୍ବର ଓ ସୋନପୁରରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଏଏମବିଏ–ବିଜିଏ ଆନ୍ତର୍ଜାତୀୟ ମାନ୍ୟତା ଯାତ୍ରାରେ ପଦାର୍ପଣ କଲା ଆଇଆଇଏମ ସମ୍ବଲପୁର

ସମ୍ବଲପୁର: ଆଇଆଇଏମ ସମ୍ବଲପୁର ଭାରତର ଏକ ପ୍ରମୁଖ ପ୍ରବନ୍ଧନ ଶିକ୍ଷା ସଂସ୍ଥାନ, ଏକ ଦିବସିୟ ଗସ୍ତରେ ଆସିଥିବା ଏସୋସିଏସନ୍ ଅଫ୍ ଏମ୍ବିଏଜ୍ ଏବଂ ବିଜନେସ୍ ଗ୍ରାଜୁଏଟ୍ସ ଏସୋସିଏସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଡ୍ରୁ ମେନ୍ ଉଇଲସନ୍ ଓ ଭାରତ ପାଇଁ ଏଏମ୍ବିଏର କୌଶଳଗତ ସମ୍ପର୍କ ପ୍ରବନ୍ଧକ…