Browsing Category
News
ସିଆଇଆଇ ଓଡିଶା ରାଜ୍ୟ ପରିଷଦ ପାଇଁ ନୂଆ ପଦାଧିକାରୀ ନିଯୁକ୍ତ
ଭୁବନେଶ୍ୱର : ୨୦୨୫-୨୬ ବର୍ଷ ପାଇଁ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବେଦାନ୍ତ ଲିମିଟେଡ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ଏବଂ ଓଡିଶା ଆସେଟ ଏଏମ୍/ ଏନଏସ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜି ସୁରେଶ ଉପାଧ୍ୟକ୍ଷ…
କୃଷି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ କୃଷି ଅର୍ଥନୀତିକୁ ଆଗକୁ ନେବ : ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ଵର, ତା: ୧୧/୦୩/୨୫: “ଚାଷରୁ ଅମଳ, ବିହନ ବୁଣିବାଠାରୁ ବିପଣନ ବ୍ୟବସ୍ଥାକୁ ଆଗକୁ ନେବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମହିଳା ଚାଷୀଙ୍କର ପ୍ରତ୍ୟକ୍ଷ ଯୋଗଦାନ ରହିଛି । କୃଷି ଅର୍ଥନୀତିକୁ ସୁଦୃଢ କରିବାରେ ମହିଳାଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ” ବୋଲି ମାନ୍ୟବର!-->…
କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ କାର୍ଯ୍ୟର ଅଗ୍ରଗତିକୁ ନେ଼ଇ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ
ବିଶେଷ ଭାବେ ଅନୁନ୍ନତ ଜନଜାତି ଚାଷୀଙ୍କୁ ସିଏମ୍-କିଷାନ ଓ ପିଏମ୍-କିଷାନରେ ଅନ୍ତର୍ଭୁକ୍ତିକରଣ ଉପରେ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପସିଏମ୍-କିଷାନ ଯୋଜନା ହିତାଧିକାରୀଙ୍କୁ ଇ-କେୱାଇସି ଭେରିଫିକେସନ ପରାମର୍ଶଖିଲାପ କଲେ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ- ସଚିବ
!-->!-->!-->!-->!-->…
ବିଏନଆଇ ଭୁବନେଶ୍ୱର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଭୁବନେଶ୍ୱର: ବିଏନଆଇ ଭୁବନେଶ୍ୱର ଅଂଚଳର ମହିଳା ଉଦ୍ୟୋଗୀଙ୍କ ସଫଳତା ଏବଂ ସ୍ଥିରତାକୁ ପାଳନ କରି ଏକ କନକ୍ଲେଭ ସହିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି। ଲେମନ ଟ୍ରି ପ୍ରିମିୟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଏନଆଇ ସଦସ୍ୟ, ଅତିଥି ଏବଂ ପ୍ରତିଷ୍ଠିତ ବକ୍ତା ଏକତ୍ରିତ ହୋଇ ବ୍ୟବସାୟ…
ଆଇଆଇଟି ଭୁବନେଶ୍ୱରରେ ସ୍ୱତନ୍ତ୍ର ହିନ୍ଦୀ କର୍ମଶାଳା ଆୟୋଜିତ
ଭୁବନେଶ୍ୱର, ୦୭ ମାର୍ଚ୍ଚ, ୨୦୨୫: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ତିନି ଜଣିଆ ଯାଞ୍ଚ ଦଳର ଗସ୍ତ ଅବସରରେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି), ଭୁବନେଶ୍ୱର ପକ୍ଷରୁ ୭ ମାର୍ଚ୍ଚ ୨୦୨୫ରେ ଏକ ସ୍ୱତନ୍ତ୍ର ହିନ୍ଦୀ କର୍ମଶାଳା ଆୟୋଜିତ ହୋଇଥିଲା। ଯାଞ୍ଚ ଦଳଟି ନିର୍ଦ୍ଦେଶକ!-->…
ସମର୍ପଣର ଦ୍ୱିତୀୟ ସଂଧ୍ୟାରେ ପାରମ୍ପାରିକ ବଙ୍ଗଳା ସଙ୍ଗୀତ ବାଉଲ ସହିତ ଭକ୍ତି ଓ ସୁଫି ସଙ୍ଗୀତରେ ଦର୍ଶକ ବିମୋହିତ
ଭୁବନେଶ୍ୱର : (୦୭.୦୩.୨୦୨୫) - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେଉଥିବା ୧୩ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ସମର୍ପଣର ଦ୍ୱିତୀୟ ସଂଧ୍ୟାରେ ଦେଖିବାକୁ ମିଳିଥିଲା!-->…
ଏମ୍ସ ଭୁବନେଶ୍ୱର ପକ୍ଷରୁ ରେଡିଓଲୋଜି ବିଶେଷଜ୍ଞ ଡ. ନର୍ବାଦେଶ୍ୱରୀ ଦୀପ ବାଗଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ୱର, ୦୭/୦୩/୨୦୨୫: ଏମ୍ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍ ବିଭାଗର ପୂର୍ବତନ ମୁଖ୍ୟ ତଥା ପ୍ରତିଷ୍ଠାନର ବରିଷ୍ଠ ପ୍ରଫେସର ଡ. ନର୍ବାଦେଶ୍ୱରୀ ଦୀପ ବାଗଙ୍କ ଅକାଳ ବିୟୋଗରେ, ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଚଳିତ ମାସ ୫ ତାରିଖରେ ବିଶିଷ୍ଟ!-->…
ବଲ୍ଲଦା ବକ୍ସାଇଟ୍ ଖଣି ପ୍ରକଳ୍ପ ପାଇଁ ସଫଳତାର ସହ ଜନ ଶୁଣାଣୀ ଅନୁଷ୍ଠିତ
ନନ୍ଦପୁର: ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଆୟୋଜିତ ବଲ୍ଲଦା ବକ୍ସାଇଟ୍ ଖଣି ପାଇଁ ଜନ ଶୁଣାଣୀ ଗୁରୁବାର ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଛି । କଳିଙ୍ଗ ଆଲୁମିନା ଲିମିଟେଡ୍କୁ ଓଡିଶାର କୋରାପୁଟ ଜିଲ୍ଲାରେ ୧୪୪.୯୪୫ ହେକ୍ଟର୍ ଅଂଚଳରେ ବ୍ୟାପ୍ତ ବଲ୍ଳଦା ବକ୍ସାଇଟ୍ ଖଣି ଆବଂଟନ!-->…
ଭାରତୀୟ ନୌସେନାର ମୋଟର କାର ରାଲି ଅଂଶଗ୍ରହଣ କାରୀଙ୍କ ସହ ଭେଟିଲେ ରାଜ୍ୟପାଳ
ଭୁବନେଶ୍ୱର, ୦୬.୦୩.୨୦୨୫ : ଦେଶ ପ୍ରତି ଭାରତୀୟ ନୌସେନାର ଏକ ଗୌରବମୟ ସେବାର ସମୃଦ୍ଧ ଇତିହାସ ରହିଛି । ଭାରତୀୟ ନୌସେନା ଆନୁକୂଲ୍ୟରେ ଦେଶର ପୂର୍ବ-ତଟରେ ମୋଟର କାର ରାଲି ଦେଶ ପ୍ରତି ଏହାର ଗୌରବମୟ ସେବାକୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି।!-->…
ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାକୁ ପୁରିଲା ୧୨ ବର୍ଷ
ଭୁବନେଶ୍ୱର : ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା, ୧୨ ବର୍ଷ ଧରି ଅତ୍ୟାବଶ୍ୟକ ଜନସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି। ଜୀବନ ରକ୍ଷା ପାଇଁ ଉତ୍ସର୍ଗୀକୃତ ଏହି ସେବା ଉତ୍କୃଷ୍ଟ ଏବଂ ଦ୍ରୁତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ନିରନ୍ତର ପ୍ରୟାସ କରିଆସୁଛି । ୧୦୮ ଆମ୍ବୁଲାନ୍ସ ସେବା ମାର୍ଚ୍ଚ ୫, ୨୦୧୩…