Browsing Category
Odisha
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା
ଭୁବନେଶ୍ଵର,୦୪/୦୩:ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହା । ୬ ତାରିଖରେ CISF KRTC, ମୁଣ୍ଡଳିଠାରେ ୫୭ ତମ ରେଜିଙ୍ଗ ଡେ ପରେଡ୍ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରଗୃହ ମନ୍ତ୍ରୀ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ପ୍ରସ୍ତୁତି ଆରମ୍ଭ । ଗାଇଡ ଲାଇନ୍ ଅନୁଯାୟୀ କମିଶନରେଟ!-->…
ହୋଲି ପାଇଁ ରାଜଧାନୀରେ ବୁଲିଲେ ଖୋଦ୍ ପୋଲିସ କମିସନର
ଭୁବନେଶ୍ଵର,୦୪/୦୩:ହୋଲି ପାଇଁ ରାଜଧାନୀରେ ବୁଲିଲେ ଖୋଦ୍ ପୋଲିସ କମିସନର।ବିଭିନ୍ନ ଗଳିକନ୍ଦି ପାଖରୁ ବସ୍ତି ସବୁଠି ନିଜେ ବୁଲି ପରିସ୍ଥିତି କୁ ଯାଞ୍ଚ କଲେ ଆଉ ଅମାନିଆ ମାନଙ୍କୁ ବି ତାଗିଦ୍ କଲେ।ଦିନ ତମାମ ବିଭିନ୍ନ ସ୍ଥାନମାନଙ୍କରେ ପୋଲିସ କରିଥିଲା ଜୋରଦାର ପେଟ୍ରୋଲିଂ ।ସବୁ ଥାନା!-->…
ରାସାୟନିକ ନୁହେଁ, ପ୍ରାକୃତିକ ଉପାୟରେ ହଟାନ୍ତୁ ହୋଲି ରଙ୍ଗ
ଗାଁଠାରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଏବେ ହୋଲିର ମାହୋଲ। ରଙ୍ଗ ବେରଙ୍ଗର ଫଗୁ ଧରି ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଉଛନ୍ତି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ଗୁରୁଜନଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ନିଜକୁ ହୋଲିର ରଙ୍ଗରେ ରଙ୍ଗେଇ ଦେଇଛନ୍ତି। ହୋଲିରେ ରଙ୍ଗ ଖେଳିବାକୁ ମଜା ତ ଲାଗେ। କିନ୍ତୁ!-->…
ରାଜ୍ୟସଭା ଯିବେ ମନମୋହନ ସାମଲ, ସୁଜିତ୍
ଭୁବନେଶ୍ଵର,୦୩/୦୩:ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜି ବିଜେପି ତରଫରୁ ୨ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ବିଜେପିର ସଭାପତି ଥିବା ମନମୋହନ ସାମଲଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ରାଜ୍ୟସଭା ସାଂସଦ ଥିବା ସୁଜିତ!-->!-->!-->…
ଜଙ୍ଗଲ ନିଆଁ କୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ
ଭୁବନେଶ୍ଵର,୦୩/୦୩:ଜଙ୍ଗଲ ନିଆଁ କୁ ରୋକିବା ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ମୁଁ ନିଜେ ମନିଟରିଂ କରୁଛି । ୫୧ ଟି ସବ ଡିଭିଜନ ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଛି । ଡ଼ିଏଫଓ ମାନଙ୍କ ସହ ରେଗୁଲାର ବୈଠକ ନିଆଯାଉଛି । ସହର କୁ ଲାଗିକିଥିବା ଜଙ୍ଗଲ!-->…
ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ଦ୍ଵାରା ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ…
~ ୮୦୦ ରୁ ଅଧିକ ଟାଟା ପରିବାର ସଦସ୍ୟଙ୍କ ଏହି ଉତ୍ସବରେ ସାମିଲ
କଳିଙ୍ଗନଗର, ମାର୍ଚ୍ଚ ୩, ୨୦୨୬: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପରିସରରେ ମଙ୍ଗଳବାର ଦିନ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜନ୍ମ…
ମଧ୍ୟପ୍ରାଚ୍ୟରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ଜାରି
ଭୁବନେଶ୍ଵର,୦୩/୦୩:ମଧ୍ୟ ପ୍ରାଚ୍ୟରେ ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।ଏହି ପ୍ରରିପେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ପାଇଁ ଓଡ଼ିଶା ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଓ ବିଭିନ୍ନ!-->…
ମାରି ରେଳ ଟ୍ରାକ୍ରେ ଫିଙ୍ଗିଦେଲେ
ଭୁବନେଶ୍ଵର,୦୩/୦୩:ଲିଙ୍ଗରାଜ ଷ୍ଟେସନର ଟ୍ରାକରୁ ବିଲଡରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କଲା ଜିଆରପି ପୋଲିସ ।ହତ୍ୟା ସନ୍ଦେହ କରୁଛନ୍ତି ପରିବାର ଲୋକେ।ମୃତ ଯୁବକ ଜଣକ ହେଉଛନ୍ତି ଏୟାର ଫିଲଡ ଥାନା ବୋତଣ୍ଡା ଅଂଚଳର ମୁରଲୀ ଧର ବେହେରା।ଗତକାଲି ବିଳମ୍ବିତ ରାତିରେ ଟ୍ରାକରୁ ତାଙ୍କ ମୃତଦେହ!-->…
ଆଜି ଚନ୍ଦ୍ରଗ୍ରହଣ: କିପରି ପାଳନ କରିବେ? କ’ଣ ଭୋଜନ ନିଷେଧ?
ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଘଟୁଛି। ଏହି ଗ୍ରହଣ ଓଡ଼ିଶା ସହିତ ଭାରତର କିଛି ଅଂଶରେ ଆଂଶିକ ଭାବେ ଦୃଶ୍ୟମାନ ହେବ। ତେବେ ଦିନବେଳାରେ ସଂପୂର୍ଣ୍ଣ ଗ୍ରହଣ ଘଟୁଥିବାରୁ ଏହା ସିଧାସଳଖ ଦେଖିବାକୁ ମିଳିବ ନାହିଁ।ତେବେ ଏହି ସମୟରେ!-->…
ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ ‘ହର୍ବାଲ ହୋଲି’ ଉତ୍ସବରେ ଉର୍ଫି ଜାଭେଦ
ଭୁବନେଶ୍ଵର,୦୨/୦୩:ଲୋକପ୍ରିୟ ଭାରତୀୟ ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ ଆଜି ଭୁବନେଶ୍ୱରରେ ପହଞ୍ଚି ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ 'ହର୍ବାଲ ହୋଲି ୨୦୨୬' କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଛନ୍ତି ।ଚଳିତ ବର୍ଷ ସ୍ୱପ୍ନା ପତି ଫାଉଣ୍ଡେସନ ନିଜର 'ହର୍ବାଲ ହୋଲି'!-->…