Browsing Category

Odisha

ରାଜଧାନୀ ଭୁବନେଶ୍ୱରରେ ଦକ୍ଷତା ମହାକୁମ୍ଭ

ଭୁବନେଶ୍ଵର,୨୭/୦୨:ପୂର୍ବ ଭାରତ ରାଜ୍ୟ ଗୁଡ଼ିକର ଯୁବକ ମାନେ ଓଡ଼ିଶା ମାଟିରେ ଦେଖାଇବେ ନିଜର ଦକ୍ଷତା ।ଗୌହାଟୀ , ଗାନ୍ଧିନଗର, ହ୍ରାଇଦ୍ରାବାଦ ପରେ ଏବେ ଓଡ଼ିଶା ପାଳି। ଫେବ୍ରୁଆରୀ 27ରୁ 2 ମାର୍ଚ୍ଚ ଯାଏ 4 ଦିନ ଧରି ରାଜ୍ୟ ରାଜଧାନୀରେ ଆୟୋଜିତ ହେବ ପୂର୍ବ ଭାରତର ଦକ୍ଷତା ମହାକୁମ୍ଭ। 5

୨୦ ତମ ଭବ୍ୟ ତୋଷାଳୀ ମେଳା ଉଦଯାପିତ

ଭୁବନେଶ୍ୱର,୨୬/୨:୨୦ତମ ଭବ୍ୟ ତୋଷାଳୀ ମେଳାର ଉଦଯାପନୀ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଯୋଗ ଦେଇ କହିଥିଲେ ଯେ, ତୋଷାଳି ମହାକୁମ୍ଭ ବୁଣାକାର ଓ କାରିଗରଙ୍କ ଆର୍ଥିକ ସମୃଦ୍ଧିରେ ସହାୟକ

ଝାଡଖଣ୍ଡ ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ କଲେ ରାଷ୍ଟ୍ରପତି

ଜାମସେଦପୁର,୨୬/୦୨:ଝାଡଖଣ୍ଡ ଜାମସେଦପୁର ଠାରେ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ରର ଭୂମି ପୂଜନ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ସମ୍ପନ୍ନ ହୋଇଛି ।

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ଚାରିକାନ୍ଧ’

ଭୁବନେଶ୍ଵର,୨୬/୦୨:ଆସନ୍ତାକାଲି ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ 'ଚାରିକାନ୍ଧ' । ୪୬ ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ୨୨ରୁ ଅଧିକ ସ୍ଥାନରେ ପୁରସ୍କୃତ ହୋଇଥିବା ଭାରତର ପ୍ରଥମ ମିଡ଼ ଲେନଥ ଫିଲ୍ମ ଅଟେ । ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ପରେ ଏବେ ରାଜ୍ୟରେ

୨୨୫ କୋଟିର ଗଞ୍ଜେଇ ତେଲ ଜବତ,କୋରାପୁଟ ଜିଲ୍ଲା ପୋଲିସକୁ ବଡ଼ ସଫଳତା

କୋରାପୁଟ,୨୬/୦୨:ଆଜି କୋରାପୁଟ ଜିଲ୍ଲା ପୋଲିସ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓଡ଼ିଶା–ଆନ୍ଧ୍ରପ୍ରଦେଶ ସୀମା ନିକଟସ୍ଥ ପାଡୁଆ ଥାନା ଅଧୀନ ଝୋଲାପୁଟ ଜଙ୍ଗଲ ଅଞ୍ଚଳରେ ଚାଲୁଥିବା ଏକ ଅସ୍ଥାୟୀ ମାନୁଫ୍ୟାକ୍ଚରିଂ ୟୁନିଟ୍‌ ଉପରେ ଚଢ଼ାଉ କରି ୧୮୦ ଲିଟରରୁ

ଆସନ୍ତା ମାର୍ଚ୍ଚ 2 ତାରିଖରେ ଧାର୍ଯ୍ୟ ହେବ ରତ୍ନ ଅଳଙ୍କାର ଗଣତିମଣତିର ତାରିଖ,ସମୟ ଓ ଶୁଭବେଳା

ପୁରୀ,୨୬/୦୨:ଆସନ୍ତା ମାର୍ଚ୍ଚ 2 ତାରିଖ ସୋମବାର ଧାର୍ଯ୍ୟ ହେବ ରତ୍ନ ଅଳଙ୍କାର ଗଣତିମଣତିର ତାରିଖ,ସମୟ ଓ ଶୁଭବେଳା। ଆସନ୍ତା ମାର୍ଚ୍ଚ 2 ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି। ବୈଠକରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି। ଗୁଣ୍ଡିଚା ମନ୍ଦିର କେବେ ଖୋଲିବ ତାହା ମଧ୍ୟ

Rajya Sabha Election: ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ଵର,୨୬/୦୨:ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ(Rajya Sabha Election) ପାଇଁ ବିଧିବଦ୍ଧ ବିଜ୍ଞପ୍ତି। ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।  ମାର୍ଚ୍ଚ ୫

ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ

କଟକ,୨୬/୦୨:ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ ଘୋଡ଼ା ନାଚ ଶିଳ୍ପୀ ଡ.ଉତ୍ସବ ଚରଣ ଦାସଙ୍କ ପରଲୋକ ।ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ପରେ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।ଚିକିତ୍ସିତ ଅବସ୍ଥାରେ ଗୁରୁବାର ଭୋର

ଫାଟିଲା କୋଲ୍ଡ ଷ୍ଟୋରେଜ ପାଇପ୍

ଭୁବନେଶ୍ଵର,୨୬/୦୨:ପୁଣି ଆଇଗିଣିଆରେ ଅଘଟଣ।ଫାଟିଲା କୋଲ୍ଡ ଷ୍ଟୋରେଜ ପାଇପ୍ (Clod Storage Pipe) । ଭାଲବ୍ ରୁ ଲିକ୍ ହେଲା ବିଷାକ୍ତ ଗ୍ୟାସ୍। ଚାରିଆଡ଼େ ବ୍ୟାପିଲା ଅମୋନିଆ ଗ୍ୟାସ୍ । ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀର ଅପରେସନ। ଦୋକାନ ଦୋକାନ ବୁଲି ଲୋକଙ୍କୁ କଲେ ଏଭାକୁଏଟ୍। ୱାଟର

ରାଜ୍ୟରେ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ଜାରି,୯୦ ପ୍ରତିଶତରୁ ଅଧିକ ଧାନ ସଂଗ୍ରହ

ଭୁବନେଶ୍ୱର, ୨୪/୦୨:ଖରିଫ ଋତୁ ୨୦୨୫-୨୬ ପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଧାର୍ଯ୍ୟ ଲକ୍ଷ୍ୟର ୮୦% ପ୍ରତିଶତ ଧାନ ସଂଗ୍ରହ କରାଯାଇଥିବା ବେଳେ ୧୩ରୁ ଅଧିକ ଜିଲ୍ଲା ସେମାନଙ୍କ ଧାର୍ଯ୍ୟ ଲକ୍ଷ୍ୟର ୯୦% ଅତିକ୍ରମ