Browsing Category
Odisha
ଆଜି ଆସିବ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ
ଭୁବନେଶ୍ଵର,୨୦/୦୨:ଆଜି ଆସିବ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ। ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିବେ।ବିକଶିତ ଓଡ଼ିଶା ପାଇଁ ଚଳିତ ବଜେଟରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟର!-->…
ସମସ୍ତ ଅବୈଧ ଦଖଲରୁ ମୁକ୍ତ ହେବ ମହାପ୍ରଭୁଙ୍କ ସମ୍ପତ୍ତି:ରାଜସ୍ୱ ସଚିବ
ଭୁବନେଶ୍ୱର, ୧୯/୦୨:ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଓଡ଼ିଆ ଜାତିର ଜମିଦାର ।ସୁତରାଂ ତାଙ୍କର ସମସ୍ତ ଜମିଜମାର ସୁରକ୍ଷା ଆମ ସଭିଙ୍କର ନୈତିକ ଦାୟିତ୍ବ ବୋଲି କହିଛନ୍ତି ରାଜସ୍ୱ ସଚିବ ଡ଼ ଅରବିନ୍ଦ ପାଢୀ ।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମ୍ବନ୍ଧୀୟ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ଯରେ!-->…
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ବିଜେଡି ଛାଡି ବିଜେପିରେ ହେଲେ ସାମିଲ
ଭୁବନେଶ୍ୱର,୧୯/୦୨: ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି । ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ଅନେକ!-->…
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୯/୦୨: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ସନ୍ତୁଳିତ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଆଜି ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଏବଂ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟରକୁ ଦୁଇଟି ପୃଥକ ‘ସିଟି ଇକୋନୋମିକ ରିଜିୟନ’ ଭାବରେ!-->…
ଓଡ଼ିଶା ଯାତ୍ରୀର ସଫଳତା: ସୁଦୃଢ଼ ହେଲା ନାଗରିକ ସୁରକ୍ଷା, ଜିରୋ କମିଶନରେ ଚାଳକଙ୍କ ରୋଜଗାର ୧୦ କୋଟି ଅତିକ୍ରମ
ଭୁବନେଶ୍ୱର, ୧୯/୦୨:ଓଡ଼ିଶା ସରକାରଙ୍କ ପ୍ରମୁଖ ଜନ-କୈନ୍ଦ୍ରିକ ପରିବହନ ସେବା ‘ଓଡ଼ିଶା ଯାତ୍ରୀ’, ରାଜ୍ୟରେ ନିଜର ସେବା ସମ୍ପ୍ରସାରଣ ସହ ନାଗରିକ ସୁରକ୍ଷା, ଡିଜିଟାଲ୍ ନବସୃଜନ ଏବଂ ଚାଳକଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ!-->…
ତୁରନ୍ତ ଗାଡିର ଫିଟନେସ କରନ୍ତୁ,ନ ହେଲେ ବାତିଲ ହେବ RC : ପରିବହନ ମନ୍ତ୍ରୀ
ଭୁବନେଶ୍ଵର,୧୯/୦୨:ଆପଣଙ୍କ ପିଲା ସ୍କୁଲ ବସ୍ ରେ ସ୍କୁଲ ଯାଉଛି କି ?ହୋଇପାରେ ଦୁର୍ଘଟଣା । ହୋଇଯାଆନ୍ତୁ ସାବଧାନ । ସ୍କୁଲ ବସ୍ ରେ ନାହିଁ ଫିଟନେସ, ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୧୭୧ ବସ୍ର ଫିଟନେସ ନାହିଁ । ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିନା ଫିଟନେସରେ ଗଡୁଛି ୧୭ଟି!-->…
ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ,ପରୀକ୍ଷା ପରିଚାଳନା ତଦାରଖ କଲେ ଆୟୁକ୍ତ ତଥା ଶାସନ ସଚିବ
ଭୁବନେଶ୍ବର,୧୯/୦୨:ଆଜି ରାଜ୍ୟବ୍ୟାପୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬ ଆରମ୍ଭ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଫେବୃଆରୀ ୧୯ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ଯାଏଁ ଅନୁଷ୍ଠିତ ହେବ ।ପରୀକ୍ଷାର ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ!-->…
୬ ଲେନ ହେବ ପଳାଶୁଣି ରାସ୍ତା
ଭୁବନେଶ୍ଵର,୧୯/୦୨:ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ଭିଡ଼ କମାଇବାକୁ NHAIର ବଡ଼ ପଦକ୍ଷେପ ।ପଳାଶୁଣୀରେ ଭିଡ଼ ନିୟନ୍ତ୍ରଣ ପାଇଁ ୪ ଲେନ ବିଶିଷ୍ଟ ଏନଏଚ-୧୬ କୁ ୬ ଲେନ୍ ବିଶିଷ୍ଟ କରାଯିବ। ଏ ନେଇ NHAI ଆଞ୍ଚଳିକ ଅଧିକାରୀ ବିରେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।ଏହି ପ୍ରକଳ୍ପ!-->…
ବାଲି ମାଫିଆଙ୍କ ଅଣ୍ଟା ଭାଙ୍ଗୁଛନ୍ତି ସରକାର,ଦୁଇ ବର୍ଷ ରେ ୯୩ କୋଟି ରୁ ଅଧିକ ଟଙ୍କା ର ଜୋରିମାନା ଆଦାୟ
ଭୁବନେଶ୍ଵର,୧୯/୦୨:ବାଲି ମାଫିଆଙ୍କ ଅଣ୍ଟା ଭାଙ୍ଗୁଛନ୍ତି ସରକାର।ଚୋର ଚାଲାଣ କାରୀ ଙ୍କ ଉପରେ ରାଜ୍ୟ ସରକାର ଜାରି ରଖିଛନ୍ତି ଜୋରଦାର କାର୍ଯ୍ୟାନୁଷ୍ଠାନ ।ଦୁଇ ବର୍ଷ ରେ ୧୩ ହଜାର ୧୦୩ ଚଢ଼ାଉ ରୁ ୯୩ କୋଟି ରୁ ଅଧିକ ଟଙ୍କା ର ଜୋରିମାନା ଆଦାୟ ହୋଇଛି।ପୂର୍ବ ସରକାରରେ ରେଡ୍,!-->…
ଆସିଲା ସାଙ୍ଘାତିକ ତଥ୍ୟ,ବିନା PUCC ରେ ପରିବହନ ବିଭାଗରେ ଗଡୁଛି ମାଳ ମାଳ ଗାଡ଼ି
ଭୁବନେଶ୍ଵର,୧୯/୦୨:ବିନା PUCC ରେ ପରିବହନ ବିଭାଗରେ ଗଡୁଛି ମାଳ ମାଳ ଗାଡ଼ି।ବିଧାନସଭାର ଲିଖିତ ଉତ୍ତର ରୁ ଆସିଲା ସାଙ୍ଘାତିକ ତଥ୍ୟ।ରିପୋର୍ଟ କହୁଛି ପରିବହନ ବିଭାଗ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ରେ ନିୟୋଜିତ ହୋଇଛି ୨୪୨ ଟି ଗାଡ଼ି।ସେଥି ମଧ୍ୟରୁ ୪୪ ଟି ଗାଡ଼ି ରାଜ୍ୟ ସରକାରଙ୍କ ର!-->…