Browsing Category
Odisha
ରାଜଧାନୀରେ ସ୍କାଏୱାକ୍ ପାଇଁ ଡକାଗଲା ଟେଣ୍ଡର
ଭୁବନେଶ୍ଵର,୧୨/୦୩:ଭୁବନେଶ୍ୱର ରାଜଧାନୀରେ ପଦଚାରୀଙ୍କ ସୁବିଧା ଓ ସଡ଼କ ସୁରକ୍ଷାକୁ ଧ୍ୟାନରେ ରଖି ସ୍କାଏୱାକ୍ କମ୍ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଛି। ଏହି ପ୍ରକଳ୍ପ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ରସୁଲଗଡ଼–ପଳାଶୁଣୀ ମଧ୍ୟରେ ସ୍କାଏୱାକ୍ ନିର୍ମାଣ ପାଇଁ!-->…
LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୮ ହଜାର କିଲୋଲିଟର କିରୋସିନ୍
ନୂଆଦିଲ୍ଲୀ,୧୨/୦୩:LPG ଯୋଗାଣରେ ସମ୍ଭାବ୍ୟ ସମସ୍ୟାକୁ ନଜରରେ ରଖି ରାଜ୍ୟକୁ ବିକଳ୍ପ ବ୍ୟବସ୍ଥା ଭାବେ କିରୋସିନ୍ ଆବଣ୍ଟନ କରାଯିବ। ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି।ତାଙ୍କ କହିବା ଅନୁସାରେ, ରାଜ୍ୟକୁ LPG ର ବିକଳ୍ପ ଭାବେ ଅତିରିକ୍ତ ୪୮ ହଜାର!-->…
୧୬୧ ବେଆଇନ୍ ସିଲିଣ୍ଡର ଜବତ
ସମ୍ବଲପୁର,୧୨/୦୩:ସମ୍ବଲପୁରରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର କାରବାର କରୁଥିବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ୧୬୧ଟି ଗ୍ୟାସ ସିଲିଣ୍ଡର ସହ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଜବତ କରାଯାଇଛି।
ସୂଚନା ଅନୁସାରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ରୋଡ୍!-->!-->!-->…
IAS ସ୍ତରରେ ଅଦଳବଦଳ
ଭୁବନେଶ୍ଵର,୧୨/୦୩:ରାଜ୍ୟ ସରକାର IAS ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ପ୍ରଶାସନିକ କାର୍ଯ୍ୟକୁ ଆହୁରି ସୁଚାରୁ ଭାବେ କରିବା ଲକ୍ଷ୍ୟରେଏହି ପରିବର୍ତ୍ତନ କରାଯାଇଛି। ବିଭିନ୍ନ ବିଭାଗ ଓ ଜିଲ୍ଲାରେ ନୂତନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।୨୦୨୨ କ୍ୟାଡରର ୫ ଜଣ IAS ଅଧିକାରୀଙ୍କୁ!-->…
ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ନିର୍ଦ୍ଦେଶ
ଭୁବନେଶ୍ଵର,୧୨/୦୩:ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି।ଖରା ଦିନରେ ଅଂଶୁଘାତ ଘଟଣାକୁ ରୋକିବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ନେଇଛନ୍ତି । ବିଶେଷ କରି ଖରା ସମୟରେ ବିଦ୍ୟୁତ କାଟ ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅଂଶୁଘାତ!-->…
ମାର୍ଚ୍ଚ ୧୪ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ପାଇଁ ଜାତୀୟ ଲୋକ ଅଦାଲତ ଏବଂ ସ୍ୱତନ୍ତ୍ର ଶିବିର
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଆସନ୍ତା ୧୪ ତାରିଖ ଶନିବାର ଦିନ ଚତୁର୍ଥ ଜାତୀୟ ଲୋକ ଅଦାଲତ ଓ ପ୍ରବର୍ତ୍ତନ ସମାଧାନ ଶିବିର ଅନୁଷ୍ଠିତ ହେବ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କୁ ଅନଧିକୃତ ବିଦ୍ୟୁତ ବ୍ୟବହାର ଏବଂ!-->…
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ମହିଳା ଦିବସ ପାଳିତ: ୪୫ ଜଣ ‘ପରିବର୍ତ୍ତନର ସାରଥି’ ସମ୍ମାନିତ
- ସ୍ଥାନୀୟ ଗ୍ରାମର ୩୦୦ରୁ ଅଧିକ ମହିଳାଙ୍କ ଅଂଶଗ୍ରହଣ
- ଲିଙ୍ଗଗତ ସମାନତା ଏବଂ ଗୋଷ୍ଠୀ ସଶକ୍ତିକରଣ ଉପରେ ଗୁରୁତ୍ୱ
କଳିଙ୍ଗନଗର : ଆନ୍ତର୍ଜାତିକ ମହିଳା ଦିବସର ସ୍ମୃତିକୁ ଉଜ୍ଜୀବିତ ରଖି ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ବୁଧବାର ଦିନ ଦାନଗଦୀ ସ୍ଥିତ ମଲ୍ଟି ସ୍କିଲ୍…
ବିଜେପିରେ ମିଶିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
ଭୁବନେଶ୍ଵର,୧୧/୦୩:ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବାଲେଶ୍ୱରର ପୂର୍ବତନ ସାଂସଦ ଏବଂ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ବିଜେଡି ଛାଡି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ!-->…
ଆସନ୍ତା ୨୪ ଘଣ୍ଟାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ଆଲର୍ଟ
ଭୁବନେଶ୍ଵର,୧୧/୦୩:ଏବେଠୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଝାରସୁଗୁଡାରେ ୪୦ ଡିଗ୍ରୀ ମୁହାଁ ତାପମାତ୍ରା । ଗତ ୨୪ ଘଣ୍ଟାରେ ଝାରସୁଗୁଡା ରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ବିଶେଷ!-->…
୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଲୁଟ୍ ହେଉଥିଲା ରାସନ
ଭୁବନେଶ୍ଵର,୧୧/୦୩: ରାଜ୍ୟରେ ରାସନ ବଣ୍ଟନ ବ୍ୟବସ୍ଥାରେ ଗୁରୁତର ଅନିୟମିତତା ସାମ୍ନାକୁ ଆସିଛି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପ୍ରାୟ ୭ ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କ ନାଁରେ ରାସନ ଲୁଟ ହେଉଥିବା ତଥ୍ୟ ସାମ୍ନାକୁ ଆସିଛି। ଏହାସହ ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତି ମଧ୍ୟ ରାସନ କାର୍ଡ ହାସଲ!-->…