Browsing Category
Odisha
ଭୁବନେଶ୍ବରରେ ପୁଣି ସିରିଜ୍ ଦୁର୍ଘଟଣା,ଅଟୋକୁ ପଛରୁ ପିଟିଲା କାର୍
ଭୁବନେଶ୍ଵର,୧୮/୦୨:ଭୁବନେଶ୍ବରରେ ପୁଣି ସିରିଜ୍ ଦୁର୍ଘଟଣା।ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ହୋଇଛି ଦୁର୍ଘଟଣା।ଅଟୋକୁ ପଛରୁ ପିଟିଲା କାର୍।ଡିଭାଇଡ଼ର୍ ଡେଇଁ ଅଟୋ ବିପରୀତ ରାସ୍ତାରେ ପଡ଼ିଥିବା ବେଳେ ଆଉ ଗୋଟିଏ କାର୍ ସହ ପିଟି ହୋଇଥିଲା।ଦୁର୍ଘଟଣାରେ ତିନିଜଣ ଗୁରୁତର ହୋଇଥିବା ବେଳେ!-->…
ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ
ଭୁବନେଶ୍ଵର,୧୮/୦୨:ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ ।କିନ୍ତୁ ଆରମ୍ଭରୁ ହଟ୍ଟଗୋଳ।ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ।ଗୃହରେ ବିରୋଧୀଙ୍କ ପୁଣି ହଟ୍ଟଗୋଳ ଯୋଗୁଁ ମୁଲତବୀ।ବାଚସ୍ପତିଙ୍କ ପୋଡିୟମ ତଳେ ପ୍ଲା-କାର୍ଡ ଦେଖାଇ ପ୍ରତିବାଦ ପରେ ମୁଲତବୀ।ଧାନମଣ୍ଡି ସମସ୍ୟା ନେଇ!-->…
Gold Fraud : ମାପରେ ଠକୁଛନ୍ତି ସୁନା ଦୋକାନୀ,ସୁନା କିଣିବା ପୂର୍ବରୁ ରୁହନ୍ତୁ ସାବଧାନ !
ଭୁବନେଶ୍ଵର,୧୮/୦୨:ବଡ଼ ବଡ଼ ସୋ ରୁମ୍ ରୁ ସୁନା କିଣୁଛନ୍ତି କି ତେବେ ହୁଅନ୍ତୁ ସାବଧାନ ।ମାପରେ ଠକୁଛନ୍ତି (Gold Fraud) ସୁନା ଦୋକାନୀ।ମାପରେ ତ୍ରୁଟି ପାଇଁ ଗୋଟିଏ ବର୍ଷରେ 7 ଜୁଏଲାରୀ ଦୋକାନ ଉପରେ ହୋଇଛି ଆକ୍ସନ।ଆଦାୟ ହୋଇଛି 80 ହଜାର ଜରିମାନା।ଏଥିରେ ବହୁ ବଡ଼ ବଡ଼ ଜୁଏଲାରୀ!-->…
ବଜାରରେ ଭେଜାଲ କ୍ଷୀର
ଭୁବନେଶ୍ଵର,୧୮/୦୨:ବଜାରରେ ବିକ୍ରି ହେଉଛି ଭେଜାଲ କ୍ଷୀର।ଗୃହରେ ଉତ୍ତର ରଖିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ।୨୦୨୫ରେ ୮୮ ଘରୋଇ କମ୍ପାନିର କ୍ଷୀରକୁ ଯାଞ୍ଚ କରାଯାଇଥିଲା।ସେଥିରୁ ୮ଟି ନମୁନା ନିମ୍ନମାନର ବାହାରିଥିଲା କହିଲେ ମନ୍ତ୍ରୀ।ଏବେ ଓଡ଼ିଶାରେ ଓମ୍ଫେଡ୍ ବ୍ୟତୀତ ୨୨ଟି କମ୍ପାନି!-->…
ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ,ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ
ରାଜ୍ୟସଭା ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କଲେ ECI।ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ।୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ।ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ।ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି।ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ,!-->…
ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ସବଳ’ କାର୍ଯ୍ୟକ୍ରମ ଅଧୀନରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ
ଭାରତ ସରକାରଙ୍କ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା (ଆରଭିୱାଇ) ଏବଂ ଆସିଷ୍ଟାନ୍ସ ଟୁ ଡିସଏବୁଲଡ୍ ପର୍ସନ୍ସ (ଏଡିଆଇପି) ଯୋଜନା ଅଧୀନରେ ଦାନଗଦୀ, ହରିଚନ୍ଦନପୁର ଏବଂ ସୁକିନ୍ଦାର ୩୨୨ ଜଣ ହିତାଧିକାରୀଙ୍କୁ ୪୨.୪୨ ଲକ୍ଷ ଟଙ୍କାର ସହାୟକ ଉପକରଣ ବଣ୍ଟନ କରାଯିବ
- ୨୩ ଜଣ ଦିବ୍ୟାଙ୍ଗଙ୍କୁ ସଶକ୍ତ…
ବିଜେଡି ଫେରିବା ଆଶା ନାହିଁ:ସନାତନ ମହାକୁଡ଼
ଭୁବନେଶ୍ଵର,୧୭/୦୨:ବିଜେଡିରୁ ନିଲମ୍ବନ ନେଇ ମୁହଁ ଖୋଲିଲେ ସନାତନ ମହାକୁଡ଼।ମୁଁ ନବୀନ କି ପାଣ୍ଡିଆନଙ୍କ ବିରୋଧରେ କିଛି କହିନାହିଁ।କାହିଁକି ସେମାନଙ୍କ ରାଗ ଜାଣିନାହିଁ କହିଲେ ସନାତନ।ଜିଲ୍ଲା ବିକାଶ କଥା କହିବାରୁ ମୋତେ ନିଲମ୍ବନ କରିଛନ୍ତି।ବିଜେଡିରୁ ବାହାରି ମୁଁ ଦୁଃଖୀ ନାହିଁ କି ସୁଖୀ!-->…
କ୍ରିମିନାଲ୍ ଇନଭେଷ୍ଟିଗେସନ୍ ଦାବି କଲେ ନିଖୋଜ ନାବିକ ସାର୍ଥକଙ୍କ ମାମୁଁ
ଭୁବନେଶ୍ଵର,୧୭/୦୨:କ୍ରିମିନାଲ୍ ଇନଭେଷ୍ଟିଗେସନ୍ ଦାବି କଲେ ନିଖୋଜ ନାବିକ ସାର୍ଥକଙ୍କ ମାମୁଁ।ସିଙ୍ଗାପୁରରୁ ଫେରିଲା ପରେ ପ୍ରେସ୍ କନଫରେନ୍ସରେ ଦାବି କଲେ।କିଛି ଲୁଚାଇବାକୁ ଚେଷ୍ଟା କରାଯାଉଥିବା ଅନୁଭବ କରୁଛୁ।ଜାହାଜରେ ଆମକୁ ସାର୍ଥକର କ୍ୟାବିନକୁ ଛାଡ଼ିଲେ, ଅନ୍ୟସ୍ଥାନକୁ!-->…
7 ରେ ଓଡିଶା ଆସିବେ ଶାହା ।
ଭୁବନେଶ୍ଵର,୧୭/୦୨:7 ରେ ଓଡିଶା ଆସିବେ ଶାହା । ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହା । କଟକ ମୁଣ୍ଡୁଳି ଯାଇ ସିଆରପିଏଫ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାସହ ନକ୍ସଲ ଏବଂ ନୂଆ କ୍ରିମିନାଲ!-->…
ରାଜ୍ୟରେ ଆହୁରି ୪୮ ଘଣ୍ଟା ଘନ କୁହୁଡ଼ି,୧୦ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କଲା ଆଇଏମଡି
ଭୁବନେଶ୍ଵର,୧୭/୦୨:ରାଜ୍ୟରେ କଲବଲ କରୁଛି ଘନ କୁହୁଡି । ସକାଳ ୯ଟା ପର୍ଯ୍ୟନ୍ତ ଦୃଶ୍ୟମାନ ଦୂରତା କମ୍ ରହୁଥିବା ବେଳେ ଆହୁରି ୨ ଦିନ କଲବଲ କରିବ ଘନ କୁହୁଡି।ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟୋଲୋ ୱାର୍ଣୀ। ଉପକୂଳ ଓ ଅଭ୍ୟନ୍ତରିଣ ଓଡ଼ିଶାରେ ଘନ କୁହୁଡି ହେବାର ସମ୍ଭାବନା ଥିବା ସୂଚନା!-->…