Browsing Category

Odisha

ସନ୍ଧ୍ୟା ୫ଟାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ଵର,୧୬/୦୨:ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ।ଏହି ବୈଠକରେ ଜେଟ ଅଧିବେଶନ ରଣନୀତି ନେଇ ବିସ୍ତୃତ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ ଚାଷୀ ସମସ୍ୟା,

ଏବେଠୁ ପ୍ରବଳ ଖରା,ଆହୁରି ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା

ଭୁବନେଶ୍ଵର,୧୬/୦୨:ରାଜ୍ୟରୁ ବିଦାୟ ନେଉଛି ଶୀତ।ଏବେଠୁ ପ୍ରବଳ ଖରା।ଆହୁରି ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା।ରାଜ୍ୟରେ ୩୫ ଡିଗ୍ରୀ ପାର କରିପାରେ ଦିନ ତାପମାତ୍ରା । ତାତିରୁ ନାହିଁ ତ୍ରାହି। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ରେ ସ୍ଵାଭାବିକ ତାପମାତ୍ରା ଠାରୁ ୩.୬ ଡିଗ୍ରୀ ଅଧିକ ରହିବା ସହ

ବଜେଟ୍‌ ଅଧିବେଶନ ପୂର୍ବରୁ ବିଧାନସଭ ସୁରକ୍ଷା ଯାଞ୍ଚ,୩୪ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ SOG କମାଣ୍ଡ ହେବେ ନିୟୋଜିତ

ଭୁବନେଶ୍ଵର,୧୬/୦୨:ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ଡିସିପି ଙ୍କ ସହିତ ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ଏ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଅଧିବେଶନ

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କୁ ଦିଆଯିବ ଗାର୍ଡ ଅଫ ଅନର

କଟକ,୧୬/୦୨:କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କୁ ଦିଆଯିବ ଗାର୍ଡ ଅଫ ଅନର।ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଚାଲିଛି ଶେଷ ଦର୍ଶନ।କଟକ ମହାନ୍ତିପଡ଼ା ସ୍ଥିତ ବାସଭବନରେ ଚାଲିଛି ଶେଷ ଦର୍ଶନ।ସତୀଚୌରା ଶ୍ମଶାନରେ କରାଯିବ ଶେଷକୃତ୍ୟ।ସତୀଚୌରା ଶ୍ମଶାନରେ ଦିଆଯିବ ଗାର୍ଡ ଅଫ ଅନର।ରାଜ୍ୟ

ଆସନ୍ତାକାଲି ଠାରୁ କମ୍ପିବ ବିଧାନସଭା

ଭୁବନେଶ୍ଵର,୧୬/୦୨:ଆସନ୍ତାକାଲି ଠାରୁ କମ୍ପିବ ବିଧାନସଭା । ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ ।ବିରୋଧୀ-ଶାସକ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗ ଉଠାଇବେ ତାହା ଆଜି ବିଧାୟକ ଦଳ ବୈଠକରେ ଚୂଡାନ୍ତ ହେବ । ବଜେଟ୍ ଅଧିବେଶନ ଫେବ୍ରୁଆରି ୧୭ ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ଏଥର ସଅଳ ସରିଲା ନୀତିକାନ୍ତି

ଭୁବନେଶ୍ଵର,୧୫/୦୨:ମହାପ୍ରଭୁ ଲିଙ୍ଗରାଜଙ୍କ ଉଠିଲା ମହାଦୀପ । ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ପୂରା ମନ୍ଦିର ପରିସର । ଏଥର ସଅଳ ଉଠିଛି ମହାଦୀପ, ଯାହା ଶିବଭକ୍ତ ତଥା ବ୍ରତଧାରୀଙ୍କୁ ନିରୋଳା ଆନନ୍ଦ ଦେଇଛି । ମହାଦୀପ ମନ୍ଦିର ଶିଖରକୁ ଉଠିବା ଆଗରୁ ଅନୁଷ୍ଠିତ ହୋଇଥିଲା ହରିହର ଭେଟ ।

ଫେବୃଆରୀ ୧୬ ତାରିଖରୁ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି

ଭୁବନେଶ୍ଵର,୧୫/୦୨:ରାଜ୍ୟରେ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି । ଏହା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ହେବ । ଓକାକ ଟାୱାର, ପଠାଣି ସାମନ୍ତ ପ୍ଲାନେଟୋରିଅମ ପାର୍ଶ୍ଵ ଗେଟ୍ ଠାରେ ଶୁଣାଣି କରାଯିବ । ଇଚ୍ଛୁକ ବ୍ୟକ୍ତି

ଲିଙ୍ଗରାଜ ମନ୍ଦିର ଭିତରେ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ଵର,୧୫/୦୨:ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଭକ୍ତମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । କିନ୍ତୁ ସେପଟେ ମନ୍ଦିରରେ ଭିତରେ ଭିଆଇପି ଦର୍ଶନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ

ପିଏମଏୱାଇ ଜରିଆରେ ଓଡ଼ିଶାର ଜଣେ ଗରିମା ଶ୍ରମିକଙ୍କ ଜୀବନରେ ପରିବର୍ତ୍ତନ

ଭୁବନେଶ୍ୱର,୧୫/୦୨:“ମୋ ପରିବାର ପାଇଁ ଏକ ପକ୍କାଘର ପାଇବା ସ୍ୱପ୍ନ ଥିଲା, ଯାହା ଆଜି ବାସ୍ତବରେ ପରିଣତ ହୋଇଛି।”ଏକଥା ଆମର ନୁହେଁ ବରଂ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ରାଜେନ୍ଦ୍ର ପାତ୍ର ଗରିମା ଅଧୀନରେ ଜଣେ ପ୍ରମୁଖ ପରିମଳ କର୍ମଚାରୀଙ୍କର। ସେ ନିଜ ସହରକୁ ସ୍ୱଚ୍ଛ ରଖିବା ପାଇଁ କାମ

ସନ୍ଥକବି ଭୀମଭୋଇଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧା ସୁମନ ଅର୍ପଣ

ଭୁବନେଶ୍ୱର,୧୫/୦୨:ଓଡ଼ିଶା ବିଧାନସଭା ପାର୍ଶ୍ୱରେ ଥିବା ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସନ୍ଥକବିଙ୍କ ସ୍ମୃତିଚାରଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସନ୍ଥକବି ଭୀମଭୋଇ କେବଳ ଜଣେ ମହାନ କବି ବା ସନ୍ଥ ନ