Browsing Category

Odisha

ସନ୍ଥକବି ଭୀମଭୋଇଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧା ସୁମନ ଅର୍ପଣ

ଭୁବନେଶ୍ୱର,୧୫/୦୨:ଓଡ଼ିଶା ବିଧାନସଭା ପାର୍ଶ୍ୱରେ ଥିବା ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସନ୍ଥକବିଙ୍କ ସ୍ମୃତିଚାରଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସନ୍ଥକବି ଭୀମଭୋଇ କେବଳ ଜଣେ ମହାନ କବି ବା ସନ୍ଥ ନ

ଉତ୍ସବମୁଖର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ

ଭଦ୍ରକ,୧୫/୦୨: ଉତ୍ସବମୁଖର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ । ଶାନ୍ତିଶୃଙ୍ଖଳା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।ମହାଶିବରାତ୍ରି ପାଇଁ ଦିନ ତମାମ ଜାରି ରହିବ ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଭୋର ୪ଟାରୁ ମନ୍ଦିର ପହୁଡ଼ ଖୋଲା ହେବା ପରେ ପ୍ରଥମେ ମଙ୍ଗଳା ଆଳତୀ

ବାବା ଲୋକନାଥଙ୍କ ପୀଠରେ ଭକ୍ତଙ୍କ ଭିଡ, ଭୋର ୫ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ

ପୁରୀ,୧୫/୦୨: ମହାଶିବରାତ୍ରି ପାଇଁ ପୁରୀର ବାବା ଲୋକନାଥଙ୍କ ପୀଠ ଚଳଚଞ୍ଚଳ । ରାତି ୧୨ଟା ୩୦ରୁ ଦ୍ବାର ଫିଟାଯାଇ ସ୍ବତନ୍ତ୍ର ନୀତିକାନ୍ତ କରାଯାଇଛି । ଭୋର ୫ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ରାତି ୩ଟାରେ ହରିହର ଭେଟ, ଭୋଗ ସମ୍ପନ୍ନ ପରେ ବଡ଼ସିଂହାର ବେଶ କରାଯାଇ

ରାଜ୍ୟ କ୍ୟାବିନେଟର 36 ତମ ବୈଠକ,ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ 4ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ଵର,୧୩/୦୨:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୬ ତମ ବୈଠକ ଅନୁଷ୍ଠିତ ହୋଇଛି।କ୍ୟାବିନେଟ ବୈଠକରେ ମୋଟ ୫ ଟି ପ୍ରସ୍ତାବ ଆଗତ କରାଯାଇଥିଲା ।ତନ୍ମଧ୍ୟରେ ୪ ଟି ପ୍ରସ୍ତାବ କ୍ୟାବିନେଟ ରେ ଅନୁମୋଦନ ଲାଭ କରିଛି । ଅର୍ଥ ବିଭାଗ

ଅର୍ଗସ ନ୍ୟୁଜ୍ ର ପ୍ରାଇଡ ଅଫ ଓଡିଶା ସମ୍ମାନ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

ଭୁବନେଶ୍ୱର, ୧୪/୦୨:ଅର୍ଗସ୍ ନ୍ୟୁଜ୍ ଦ୍ୱାରା ଆୟୋଜିତ ହୋଇଛି "ପ୍ରାଇଡ ଅଫ ଓଡ଼ିଶା ସମ୍ମାନ ଉତ୍ସବ।ପ୍ରାଇଡ ଅଫ ଓଡ଼ିଶା ସମ୍ମାନ ଉତ୍ସବ "- ସିଜିନ୍ ୨.୦ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତି

ଆରମ୍ଭ ହେଲା ୨୦ ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା,ଯୋଗ ଦେଲେ ୨୦ ରାଜ୍ୟର ବୁଣାକାର

ଭୁବନେଶ୍ଵର,୧୪/୦୨: ଉଦଘାଟିତ୍ ହେଲା ୨୦ ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା।ଆଜିଠାରୁ ଆରମ୍ଭ ଏହି ମେଳା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତବର୍ଷ ୯୦୫ ଗୋଟି ଷ୍ଟଲ ଖୋଲିଥିବା ବେଳେ ୨୦ ଟି ରାଜ୍ୟର ବୁଣାକାର ଓ କାରିଗର ଅଂଶଗ୍ରହଣ କରିଛନ୍ତି ।ବୁଣାକାର ଓ କାରିଗରଙ୍କ ଆର୍ଥିକ

ଚାକିରି ଦେବା ନାଁରେ ଠକେଇ

ଭୁବନେଶ୍ବର,୧୪/୦୨: ଚାକିରି ଦେବା ନାଁରେ ଠକେଇ। ଅଭିଯୋଗ ।ଗିରଫ ହେଲେ ଠକ ମହିଳା।ଚାକିରି ଦେବାକୁ କହି ଜଣେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ୨୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଖଣ୍ଡଗିରି ଥାନାରେ ଆଶାୟୀ ପ୍ରାର୍ଥୀ ଜଣଙ୍କ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ

ରାଜଧାନୀରେ ୱାନ ମ୍ୟାନ ଆର୍ମି ଚୋର

ଭୁବନେଶ୍ଵର,୧୪/୦୨:ରାଜଧାନୀରେ ୱାନ ମ୍ୟାନ ଆର୍ମି ଚୋର । ଏକୁଟିଆ ଆସୁଛି ଆଉ ଘରେ ପଶି ଲୁଟି ନେଉଛି ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା । ଖଣ୍ଡଗିରି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ୱାନ ମ୍ୟାନ ଆର୍ମି ଚୋରକୁ । ସିସିଟିଭିରେ ଚୋର ର ରେକି ବେଳର ଦୃଶ୍ୟ କଏଦ ମଧ୍ୟ ହୋଇଛି । ପୂର୍ବ

କେନ୍ଦୁଝର ରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କ ଶିଳାନ୍ୟାସ କଲେ:ମୁଖ୍ୟମନ୍ତ୍ରୀ

କେଉଁଝର,୧୪/୦୨:କେନ୍ଦୁଝର ଜିଲ୍ଲାରେ ଶିଳ୍ପ ବିବିଧତା ଏବଂ ଡିଜିଟାଲ୍ ଭିତ୍ତିଭୂମି ବିକାଶରେ ଯୋଡା ହେଲା ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟି ଟଙ୍କାର ବିପର୍ଯ୍ୟୟ

ମୁକ୍ତିଲାଭ କଲା ‘ବର ବଧୂ’; ଖଚାଖଚ ଭିଡ ଭିତରେ କଳାକାରଙ୍କୁ ସ୍ବାଗତ

ଭୁବନେଶ୍ୱର,୧୪/୦୨:ମଧ୍ୟବିତ୍ ପରିବାରର ନୂଆ-ନୂଆ ବିବାହିତ ସ୍ୱାମୀ-ସ୍ତ୍ରୀଙ୍କ ଜୀବନକୁ କେନ୍ଦ୍ର କରି ନିର୍ମିତ ନିଛକ ଓଡ଼ିଆ ଚଳଚ୍ଚିତ୍ର ‘ବର ବଧୂ’ ରୂପେଲି ପରଦାରେ ପ୍ରେମ, ପରମ୍ପରା ଓ ପାରିବାରିକ ସମ୍ପର୍କର ଅନୁଭୂତିକୁ ଜୀବନ୍ତ କରିଛି । ପାରିବାରିକ ସମ୍ବନ୍ଧର ସୂକ୍ଷ୍ମ ଭାବନା ଓ