Browsing Category
Odisha
ଲିଙ୍ଗରାଜ ମନ୍ଦିରକୁ ପ୍ଲାଷ୍ଟିକ୍ ମନା,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଡା ନିଷ୍ପତି
ଭୁବନେଶ୍ଵର,୧୪/୦୨:ରାତି ପାହିଲେ ଜାଗର । ଲିଙ୍ଗରାଜ ମନ୍ଦିରରେ ଲାଗିବ ଭକ୍ତଙ୍କ ଗହଳି । ତେବେ ମନ୍ଦିରକୁ ଆସିବା ପୂର୍ବରୁ ଜାରି ହୋଇଛି ନିର୍ଦ୍ଦେଶାବଳୀ।ଆଉ ଏହି ନିୟମ ଜାରି କରିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏଣିକି ମନ୍ଦିର ପରିସରକୁ ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ରେ ଭୋଗ ନେଇହେବ!-->…
ଲୋକନାଥ ମନ୍ଦିରରେ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ,ଭୋର୍ ୪ଟାରେ ଉଠିବ ମହାଦୀପ
ପୁରୀ,୧୪/୦୨:ଆସନ୍ତାକାଲି ମହାଶିବରାତ୍ରୀ ବା ଜାଗର ।ଲୋକନାଥ ମନ୍ଦିରରେ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି ।ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ପ୍ରଭୁ ଲୋକନାଥଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ!-->…
ଲୋକଭବନରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ସାକ୍ଷାତ ବ୍ୟବସ୍ଥା – “ଇ-ଲୋକଭବନ ଓଡ଼ିଶା…
ଭୁବନେଶ୍ୱର,୧୩/୦୨: ଲୋକଭବନ ପାଇଁ ସ୍ୱୟଂଚାଳିତ ସାକ୍ଷାତ ବ୍ୟବସ୍ଥା (Automated Appointment System)। ଇ-ଲୋକଭବନ ଓଡ଼ିଶା ଆପ୍"କୁ ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି। ଏହା ରାଜ୍ୟପାଳଙ୍କ ସେକ୍ରେଟାରୀଏଟ ସହିତ ନାଗରିକଙ୍କ ସମ୍ପର୍କକୁ ସୁଗମ କରିବା ପାଇଁ ଡିଜାଇନ୍!-->…
ସସ୍ପେଣ୍ଡକୁ ନେଇ ପୁଣି ସମାନ କଥା ଦୋହରାଇଲେ, କହିଲେ ଦେଖା ହେଲେ ପଚାରିବି
ଭୁବନେଶ୍ଵର,୧୩/୦୨:ସସ୍ପେଣ୍ଡକୁ ନେଇ ଆଜି ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିରୁ ବିତାଡ଼ିତ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ସେ ଆଜି ପୁଣି ସେହି ସମାନ କଥା ଦୋହରାଇଛନ୍ତି।ସେ କହିଛନ୍ତି, ନବୀନଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲି ତା'ର ଉତ୍ତର ସେ ଦେଇପାରିଲେନି।!-->…
ଆସନ୍ତା ୨୦ରୁ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ,ସାମିଲ ହେବେ ୭୦ ହଜାର ଠିକାଦାର
ଭୁବନେଶ୍ଵର,୧୩/୦୨:୨୦ରୁ ଠିକାଦାରଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ।୧୮ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୨୦ରୁ ଆନ୍ଦୋଳନ ଚେତାବନୀ।ରାଜ୍ୟବ୍ୟାପୀ ଠପ୍ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ।ଏକାଠି ହେବେ ୭୦ ହଜାର ଠିକାଦାର ଓ ୩ ପ୍ରମୁଖ ଠିକାଦାର ସଂଘ।ପ୍ରେସମିଟ୍ରେ ମିଳିତ ମଞ୍ଚ ଓଡ଼ିଶା!-->…
ଦଣ୍ଡ ଯାତ୍ରାରେ ସାପ ବ୍ୟବହାର ମନା,ସବୁ ଡିଏଫ୍ଓଙ୍କୁ ବ୍ରହ୍ମପୁର RCCFଙ୍କ ଚିଠି
ବ୍ରହ୍ମପୁର,୧୨/୦୩:ଦଣ୍ଡ ଯାତ୍ରାରେ ସାପ ବ୍ୟବହାର ମନା।ଆଗକୁ ଦଣ୍ଡଯାତ୍ରା ଥିବାରୁ ସବୁ ଡିଏଫ୍ଓଙ୍କୁ ବ୍ରହ୍ମପୁର RCCFଙ୍କ ଚିଠି।ଦଣ୍ଡଯାତ୍ରା ବେଳେ ସାପ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି।ନିୟମ ଉଲଂଘନ କରି ସାପ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ପାଇଁ!-->…
ରାଜଧାନୀରେ ନିଆରା ବାହାଘର,ପ୍ରେମ ସପ୍ତାହ ରେ କିନ୍ନର ପ୍ରେମିକାର ହାତ ଧରିଲେ ଯୁବକ
ଭୁବନେଶ୍ଵର,୧୨/୦୨:ଜଣେ କିନ୍ନର, ଆଉ ଜଣେ ଯୁବକ ।ଅଳ୍ପ ଅଳ୍ପ କଥାରୁ ଦୁଇଜଣଙ୍କ ଭିତରେ ପ୍ରଥମେ ପଡ଼ିଥିଲା ବନ୍ଧୁତ୍ୱର ନିଅଁ । ତା’ ପରେ ଲେଖା ହେଲା ନୂଆ ଏକ ପ୍ରେମ କାହାଣୀ । ପ୍ରେମ ବୁଝେନା ପରିସୀମା, ପ୍ରେମ ବୁଝେନା ବର୍ଣ୍ଣ, ପ୍ରେମ ବୁଝେନା ବୟସ। ପ୍ରେମ ଶାଶ୍ଵତ ଆଉ ପବିତ୍ର। ଥରେ ଭଲ!-->…
କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର
କଟକ,୧୩/୦୨:କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର । ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଗତକାଲି ସନ୍ଧ୍ୟାରେ ଅତିଥି ଭାବେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ହଠାତ୍!-->…
ରାଜଧାନୀ ଚିନ୍ତାମଣିଶ୍ୱରରେ ଅଗ୍ନିକାଣ୍ଡ
ଭୁବନେଶ୍ୱର,୧୩/୦୨: ଭୁବନେଶ୍ୱର ଚିନ୍ତାମଣିଶ୍ୱର ଅଞ୍ଚଳରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଏକ କାର ସମ୍ପୂର୍ଣ୍ଣ ଜଳି ଯାଇଛି । ଅନ୍ୟ ଏକ ଡାଲା ଅଟୋ ଓ କାର ଅଧା ଜଳି ଯାଇଛି । ରାତି ପ୍ରାୟ ସାଢେ ୩ଟାରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ଅଗ୍ନିଶମ!-->…
ବରିଷ୍ଠ ରାଜନେତା କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଭୁବନେଶ୍ବର,୧୩/୦୨:ବରିଷ୍ଠ ରାଜନେତା କାହ୍ନୁଚରଣ ଲେଙ୍କାଙ୍କ ପରଲୋକ । ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିଲେ କାହ୍ନୁଚରଣ ଲେଙ୍କା । କେନ୍ଦ୍ର ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ଓଡ଼ିଶାରୁ ଜଣେ!-->…