Browsing Category

Odisha

ଆଜି ବିଶ୍ୱ ରେଡ଼ିଓ ଦିବସ:ରେଡିଓ ଚରିତ୍ର ବଦଳାଇଛି ପରିଚୟ ନୁହେଁ

ଭୁବନେଶ୍ଵର,୧୩/୦୨:ଆଜି ବିଶ୍ୱ ରେଡ଼ିଓ ଦିବସ।"ରେଡ଼ିଓ " ଦିନ ଥିଲା ପୂରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହାର ଥିଲା ଅତି ଆଦର।ଛୋଟ ପିଲା କୁହନ୍ତୁ ଅବା ବୃଦ୍ଧ ସମସ୍ତେ ଥିଲେ ରେଡ଼ିଓ ପ୍ରେମୀ।ଏହି ରେଡ଼ିଓ ବିନା ନିଜ ନିଜର ଅବସର ସମୟ କଟେଇବା ଏକ ରକମ୍ ଅସମ୍ଭବ ମନେ ହେଉଥିଲା।ଏହି

ଡିଏଭିରେ ସ୍ବାମୀ ଦୟାନନ୍ଦ ସରସ୍ଵତୀ ଜୟନ୍ତୀ ପାଳିତ

ଝାରସୁଗୁଡ଼ା : ଡିଏଭି ଆନ୍ଦୋଳନର ମହାନ କର୍ଣ୍ଣଧାର, ବୈଦିକ ଜାଗରଣର ବିଶ୍ଵକର୍ମା, ଡିଏଭି ସଂସ୍ଥାପକ ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ବାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୩ ତମ ଜନ୍ମ ଜୟନ୍ତୀ ଡିଏଭି ପବ୍ଲିକ ସ୍କୁଲ ଝାରସୁଗୁଡ଼ା ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି ।

କେଦାର ଗୌରୀ ଅଞ୍ଚଳରୁ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣା,ଅଭିଯୁକ୍ତ  ଗିରଫ

ଭୁବନେଶ୍ଵର,୧୨/୦୨:କେଦାର ଗୌରୀ ଅଞ୍ଚଳରୁ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣା।ଅଭିଯୁକ୍ତ କୁ ଗିରଫ କଲା ପୋଲିସ ।ଗିରଫ ଅଭିଯୁକ୍ତ ହେଲେ ତପନ ଦାସ ଓରଫ ସିଲୁ ।ତା ନିକଟରୁ ମୋବାଇଲ ଓ ବାଇକ ଜବତ କରିଛି ପୋଲିସ ।ନାବାଳିକା ଛାତ୍ରୀ ସ୍କୁଲ ଯାଉଥିବା ବେଳେ ଗତ 10ତାରିଖ ଦିନ ଅପହରଣ ନେଇ

ଆତଙ୍କ ଖେଳାଇଛନ୍ତି ହାତୀପଲ

ରାଉରକେଲା,୧୨/୦୨:ରାଜରାସ୍ତାରେ ଗଜରାଜ। ଆତଙ୍କ ଖେଳାଇଛନ୍ତି ହାତୀପଲ। ସୁନ୍ଦରଗଡ ଜିଲ୍ଲା କୁତ୍ରାରେ ୧୫ ଟିକିଆ ହାତୀପଲ ଆତଙ୍କ । କୁତ୍ରା ଥାନା ନିକଟରେ ରାସ୍ତା ପାର ହେଉଛନ୍ତି ହାତୀପଲ । ହାତୀ ବୁଲୁଥିବାରୁ ଲୋକଙ୍କୁ ସଚେତନ କରୁଛି ବନବିଭାଗ । ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

କଟକରେ ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା

କଟକ,୧୨/୦୨:ଲେଜର ଲାଇଟ ଉପରେ ବ୍ୟାନ ଲଗାଇଲେ ହାଇକୋର୍ଟ । କଟକ ସହରରେ ହୋଇ ପାରିବ ନାହିଁ ଲେଜର ଲାଇଟ ବ୍ୟବହାର । ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା । ରୋଷଣୀ ଆଦିରେ ଡିଜେ ବ୍ୟବହାର ନେଇ ମଧ୍ୟ ଲାଗିଲା କଟକଣା । ବିକଟାଳ ଶବ୍ଦ ଯୁକ୍ତ ଡିଜେ ବ୍ୟବହାର ହୋଇ ପାରିବ ନାହିଁ । ୬୫

ଦମ୍ପତିଙ୍କୁ ୩୫ ଘଣ୍ଟା ଡିଜିଟାଲ୍‌ ଆରେଷ୍ଟ

ଭୁବନେଶ୍ଵର,୧୨/୦୨: ଭୁବନେଶ୍ବର ଦମ୍ପତିଙ୍କୁ ୩୫ ଘଣ୍ଟା ନିଜ ଘର ଭିତରେ ଡିଜିଟାଲ ଆରେଷ୍ଟ।ଆଧାରକାର୍ଡରେ ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହି ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ।ନିଜକୁ ପୋଲିସ ଅଫିସର କହି ୯ ତାରିଖରେ ଦିନ ୧୧ଟା ୩୦ରେ ଦମ୍ପତିଙ୍କୁ ପ୍ରଥମ କଲ ଆସିଥିଲା । ଆଧାର

ଜମି ପଟ୍ଟାରେ ଲାଗିବ ଇଲେକ୍ଟ୍ରୋନିକ ଚିପ୍‌ : ରାଜସ୍ଵମନ୍ତ୍ରି

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା।ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋର୍ଡ ପଟ୍ଟା। ପଟ୍ଟା ରେ ଥିବା କ୍ୟୁଆର କୋର୍ଡ ରେ ସ୍କାନ କଲେ ପଟ୍ଟା ର ସମ୍ପୂର୍ଣ୍ଣ ଇତିହାସ ବାହାରିବ ।ଏଣିକି ଠକ ମାନେ ଲୋକଙ୍କୁ ଭୁତାଇ ଜମି କିଣା ବିକା ଉପରେ ରୋକ ଲାଗିବ

ଭାରତ ବନ୍ଦ ବେଳେ ରୋଚକ ଦୃଶ୍ୟ, ହଟହଟା ହେଲା ବର

ଭୁବନେଶ୍ଵର,୧୨/୦୨:ଶ୍ରମ କୋଡ୍ ରଦ୍ଧ ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚର ଦେଶବ୍ୟାପି ଧର୍ମଘଟ । ନୂଆ ଶ୍ରମ କୋଡ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତାତିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ଶ୍ରମ କୋଡ୍ ପ୍ରତ୍ୟାହାର ଦାବିରେ ବନ୍ଦ ଡାକରା ଦେଇଛନ୍ତି । ଏଥିସହ ଓଡ଼ିଶାରେ

ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି: ୩୧ଟି ବୃହତ ପ୍ରକଳ୍ପକୁ ଜମି ଆବଣ୍ଟନ ପାଇଁ ମଞ୍ଜୁରୀ

ଭୁବନେଶ୍ୱର,12/02:ରାଜ୍ୟରେ ଶିଳ୍ପ ଓ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଇଡ୍‌କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜମି ଆବଣ୍ଟନ କମିଟି ବୈଠକରେ ଦୀର୍ଘ ଦିନରୁ ଅଟକି ରହିଥିବା ୩୧ଟି ଗୁରୁତ୍ୱପୂର୍ଣ୍ଣ

ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର

ଭୁବନେଶ୍ଵର,୧୨/୦୨:ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦.୯୩ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୫୧ ପଇସା ରହିଛି ।ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା