Browsing Category

Odisha

ଶ୍ରମିକ ସଂଗଠନର ବନ୍ଦ ଡାକାରା,ସକାଳ ୧୦ଟା ୧୫ ସୁଦ୍ଧା ବନ୍ଦ ହେବ ଲୋକସେବା ଭବନ ଗେଟ୍

ଭୁବନେଶ୍ଵର,୧୦/୦୨:ଶ୍ରମିକ ସଂଗଠନର ବନ୍ଦ ଡାକାରା ପରିପ୍ରେକ୍ଷୀରେ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ଖାରବେଳ ଭବନ, ଲୋକସେବା ଭବନ , ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି । କୃଷିଭବନ କର୍ମଚାରୀଙ୍କ ପାଇଁ ମଧ୍ୟ

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୦/୦୨/୨୦୨୬: ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଡ. ଆଶୁତୋଷ ବିଶ୍ୱାସ ଗତକାଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟରେ ସ୍ୱାସ୍ଥ୍ୟସେବା ସେବାକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ସହଯୋଗମୂଳକ ପଦକ୍ଷେପକୁ

ନାଁ ନ ନେଇ ପୁଣି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବାଣ ମାରିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ଵର,୧୦/୦୨:ପୁଣି ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ । ପରୋକ୍ଷରେ ନାଁ ନ ନେଇ ପୁଣି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବାଣ ମାରିଲେ ଶ୍ରୀମୟୀ ମିଶ୍ର।ନିଜ ଫେସବୁକରେ ପୋଷ୍ଟ କରି ଶ୍ରୀମୟୀ ଲେଖିଛନ୍ତି ପ୍ରକୃତ ମହାନତା କୌଣସି ପଦବୀକୁ ଅନ୍ତିମ ସମୟ ଯାଏଁ ଧରି

Radio Fair : ରାଜଧାନୀରେ ୧୨ ତାରିଖରୁ ରେଡ଼ିଓ ମେଳା

ଭୁବନେଶ୍ୱର,୧୦/୦୨: ଆସନ୍ତା 12ରୁ  ଓ 15 ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟ(Ekamra Haat)ରେ ଅନୁଷ୍ଠିତ ହେବାକୁ ଯାଉଛି ଦେଶର ଏକମାତ୍ର ରେଡିଓ ମେଳା(Radio Fair)  ।ଚାରି ଦିନ ଧରି ଆୟୋଜିତ ଏହି ରେଡିଓ ମେଳାରେ 3000 ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ

ଚାଷୀ ସମସ୍ୟା ସମାଧାନ ଦାବିରେ ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ଶତାଧିକ ଚାଷୀଙ୍କ ବିକ୍ଷୋଭ

ଝାରସୁଗୁଡା, ୧୦/୨, ଝାରସୁଗୁଡା ଜିଲ୍ଲା କୃଷକ କ୍ରିୟାନୁଷ୍ଠାନ କମିଟି ଏବଂ ଝାରସୁଗୁଡା ର ପୂର୍ବତନ ବିଧାୟିକା ଦୀପାଳୀ ଦାସ ଙ୍କ ନେତୃତ୍ୱ ରେ ଆଜି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଦାବିରେ ଜିଲଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି |ଝାରସୁଗୁଡା ଜିଲ୍ଲା…

Maha Shivaratri 2026 : ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ଵର,୧୦/୦୨: ପାଖେଇ ଆସୁଛି ମହା ଶିବରାତ୍ରୀ ତଥା ଜାଗର(Maha Shivaratri 2026) । ଚଳିତବର୍ଷ ଫେବୃଆରୀ ୧୫ ତାରିଖରେ ପଡୁଛି ଜାଗର । ମହାଶିବରାତ୍ରୀ ନେଇ ମଙ୍ଗଳବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ଲିଙ୍ଗରାଜ ମନ୍ଦିରରେ ରାତି

Vedanta Jharsuguda ସହିତ ନିଜ ଭବିଷ୍ୟତକୁ କରନ୍ତୁ ସୁରକ୍ଷିତ

ଭୁବନେଶ୍ୱର: ବେଦାନ୍ତ ଝାରସୁଗୁଡା(Vedanta Jharsuguda)ରେ, ଏକ ଯୁବ-କେନ୍ଦ୍ରିକ କାର୍ଯ୍ୟ ପରିବେଶ ନିର୍ମାଣ କେବଳ ଏକ ଜନସଂଖ୍ୟାଗତ ଜରୁରୀ ନୁହେଁ, ବରଂ ଭବିଷ୍ୟତର ନେତୃତ୍ୱ, ନବସୃଜନ ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତାକୁ ଗଠନ କରୁଥିବା ଏକ ନିର୍ଣ୍ଣାୟକ ରଣନୀତି ମଧ୍ୟ ଅଟେ। ହାରାହାରି ୩୨ ବର୍ଷ…

Orissa High Court : ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ,PUCC ପୂର୍ବରୁ ବକେୟା ଚାଲାଣ ଦେବାକୁ ବାଧ୍ୟ

କଟକ,୧୦/୦୨:PUCC ପୂର୍ବରୁ ବକେୟା ଚାଲାଣ ଦେବାକୁ ବାଧ୍ୟ। ହାଇକୋର୍ଟ(Orissa High Court)ରେ PUCC ସମ୍ପର୍କିତ ଜନସ୍ୱାର୍ଥ ମାମଲା ଖାରଜ । ବକେୟା ଚାଲାଣ ପୈଠ ନ କଲେ ମିଳିବନି PUCC।ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ ଆଡଭୋକେଟ୍ ଜେନେରାଲ।ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର

କୋର୍ଟରେ ସରେଣ୍ଡର କଲେ ନିଶା ମହାରଣା

ବଲାଙ୍ଗିର,୧୦/୦୨: ବଲାଙ୍ଗିର SDJM କୋର୍ଟରେ ହାଜର ହେଲେ ଆଇଟମ ଗାର୍ଲ ନିଶା ମହାରଣା । ଅଶ୍ଳୀଳ ନୃତ୍ୟ ମାମଲାରେ କୋର୍ଟରେ ସରେଣ୍ଡର କଲେ ନିଶା ମହାରଣା । ହାଇକୋର୍ଟ ତାଙ୍କୁ ଆଗୁଆ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ । ଏଥିସହ ବଲାଙ୍ଗୀର କୋର୍ଟରେ ହାଜର ନେଇ ନିର୍ଦ୍ଦେଶ

ଭୁବନେଶ୍ୱରରେ ବେସାମରିକ ବିମାନବନ୍ଦର ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭୁବନେଶ୍ୱର,୧୦/୦୨: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର (BPSPA) ପରିସରରେ ଆଜି ପୂର୍ବାହ୍ନ ୧୧ଟାରେ 'ବେସାମରିକ ବିମାନବନ୍ଦର ସୁରକ୍ଷା ପ୍ରଶିକ୍ଷଣ' ଶିବିର ଉଦଘାଟିତ ହୋଇଯାଇଛି। ପୋଲିସ ଏଡିଜି (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ପ୍ରଦୀପ ପ୍ରଜ୍ଜ୍ୱଳନ