Browsing Category

Odisha

୩୦ ଜିଲ୍ଲାରେ ହେବ MSME ଇ-ପାର୍କ

ଭୁବନେଶ୍ଵର,୧୧/୦୩: ରାଜ୍ୟର ଶିଳ୍ପ ଓ ସ୍ୱରୋଜଗାରକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ MSME ଇ–ପାର୍କ ସ୍ଥାପନ କରାଯିବ। ଏହା ସମ୍ବନ୍ଧରେ ବିଧାନସଭାରେ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ କହିବା

ରାଜ୍ୟର ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ATM

ଭୁବନେଶ୍ଵର,୧୧/୦୩: ରାଜ୍ୟରେ ସାଧାରଣ ଲୋକଙ୍କୁ ସୁବିଧାଜନକ ଭାବେ ଚାଉଳ ମିଳିବା ପାଇଁ ସରକାର ଚାଉଳ ATM ବ୍ୟବସ୍ଥାକୁ ଧୀରେଧୀରେ ବିସ୍ତାର କରୁଛନ୍ତି। ଏହି ପରିପ୍ରେକ୍ଷିରେ ରାଜ୍ୟର ଆଉ ୪ଟି ଜିଲ୍ଲାରେ ଚାଉଳ ATM ଖୋଲିବାକୁ ସରକାର ଯୋଜନା କରିଛନ୍ତି। ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସ

ରାଜ୍ୟରେ ୯ ଲକ୍ଷ ଭାଗଚାଷୀ

ଭୁବନେଶ୍ଵର,୧୧/୦୩: ରାଜ୍ୟରେ ଭାଗଚାଷୀଙ୍କ ସଂଖ୍ୟା ସମ୍ପର୍କରେ ସରକାର ବିଧାନସଭାରେ ତଥ୍ୟ ଦେଇଛନ୍ତି। ବିଧାୟକ ଗଣେଶ୍ୱର ବେହେରା ଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସୂଚନା ପ୍ରଦାନ କରିଥିଲେ।ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ

ଓଡ଼ିଶା ଲୋକଙ୍କ ମାଂସ ଖିଆ ସଉକ

ଭୁବନେଶ୍ଵର,୧୧/୦୩: ଓଡ଼ିଶାରେ ମାଂସ ଓ ଅଣ୍ଡା ଉପରେ ଲୋକଙ୍କ ଚାହିଦା ନେଇ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ବିଧାନସଭାରେ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତରରେ ପଶୁସମ୍ପଦ ଓ ପଶୁଚିକିତ୍ସା ସେବା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଲିଖିତ ଭାବେ ଏହି ତଥ୍ୟ

ରାସନ କାର୍ଡ ଧାରୀଙ୍କୁ ଓଜନ ମାପରେ ଠକୁଛନ୍ତି ଡିଲର : ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ

ଭୁବନେଶ୍ଵର,୧୧/୦୩:ରାଜ୍ୟରେ କିଛି ରାସନ ଡିଲର ରାସନ କାର୍ଡ ଧାରୀଙ୍କୁ ଓଜନ ମାପରେ ଠକୁଥିବା ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ବିଧାନସଭାରେ ସରକାର ସାଙ୍ଘାତିକ ତଥ୍ୟ ଦେଇଛନ୍ତି।ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତରରେ ଜଣାଇଛନ୍ତି ଯେ, ଚଳିତ ଆର୍ଥିକ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୧/୦୩:ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ହୃଦୟ ସମ୍ପର୍କିତ ଅପରେସନ୍ ସଫଳଭାବେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଏ.କେ. ବିଶୋଇଙ୍କ ନେତୃତ୍ୱରେ

ଭିଜିଲାନ୍ସ ଜାଲରେ ତହସିଲଦାର, ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ଵର,୧୧/୦୩:କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍‌ଦାର ପ୍ରସନ୍ନ ସାମନ୍ତରାୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଚଢାଉ ଜାରି ରହିଛି। ଏହି ଚଢାଉ ସମୟରେ ଭିଜିଲାନ୍ସ ଟିମ୍ କଟକ, ଭୁବନେଶ୍ୱର, ପୁରୀ ଓ

୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

ଭୁବନେଶ୍ୱର : ଆର୍ଯ୍ୟାଲେକ୍ସ ଫାଉଣ୍ଡେସନ୍ ଫର୍ ସୋସିଆଲ୍ ଆକ୍ଟିଭିଟିଜ୍ (ଆଫସା) ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ “ହର୍ ଓଡ଼ିଶା” ନାମରେ ଏକ ବିଶେଷ କାର୍ଯ୍ୟକ୍ରମ ୯ ମାର୍ଚ୍ଚ ୨୦୨୬ ତାରିଖରେ ସ୍ୱସ୍ତି ପ୍ରିମିୟମ୍ ଠାରେ ତିନୋଟି ଅଧିବେଶନ ସହିତ ଆୟୋଜିତ ହୋଇଯାଇଛି । ମହିଳା…

ବିସି ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପ୍ରକଳ୍ପ “ଉନ୍ନୟନ” ଅଧୀନରେ ଗ୍ରାମୀଣ ଓଡ଼ିଶାର ସରକାରୀ ବିଦ୍ୟାଳୟର ରୂପାନ୍ତରଣ

ଭୁବନେଶ୍ୱର/ଅନୁଗୁଳ: ଭାରତର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ବିସି ଜିନ୍ଦଲ ଗ୍ରୁପର ସିଏସ୍‌ଆର୍ ଶାଖା ବିିସି ଜିନ୍ଦଲ ଫାଉଣ୍ଡେସନ କଣିହାଁ ବ୍ଲକ୍‌ର ୯ଟି ଗ୍ରାମର ୧୩ଟି ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନକୁ ସୁଦୃଢ଼ କରିଛି। ଏହାର ପ୍ରମୁଖ ଅଭିଯାନ “ପ୍ରକଳ୍ପ ଉନ୍ନୟନ’…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ

ଭୁବନେଶ୍ବର,୧୦/୦୩:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଇଡ୍‌‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି।ସୂଚନାଥାଉକି, ଆଜି ସମାପ୍ତ