Browsing Category
Odisha
Ayush doctor’s salary hike : ବଢିଲା ଆୟୁଷ ଡାକ୍ତରଙ୍କ ଦରମା
ଭୁବନେଶ୍ଵର,୧୦/୦୨:ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର(Ayush doctor's salary hike) ମାନଙ୍କ ଦରମା ବୃଦ୍ଧି। ଆୟୁଷ ଡାକ୍ତର ମାନଙ୍କ ଦରମା ବରିଷ୍ଠତା ଭିତ୍ତିରେ ମାସକୁ ୨୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି।ଆୟୁଷ ଡାକ୍ତର ମାନଙ୍କ ସର୍ବନିମ୍ନ ଦରମା ୫୬, ୯୪୮ ଟଙ୍କା ହେବା ବେଳେ,!-->…
ରାଜସ୍ୱ ଅଧିକାରୀ ଲାଞ୍ଚ ମାଗିଲେ ମୋତେ ଜଣାନ୍ତୁ : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ଵର,୧୦/୦୨:ସାଧାରଣ ନାଗରିକ ହେଉଛନ୍ତି VIP । ସେମାନେ ମାଲିକ ।ଅଫିସକୁ ଆସିଲେ ଚୌକି ଦେବା ପିଇବାକୁ ପାଣି ଦେବା ଏସବୁ ସଂସ୍କାର ପାଇଁ ବିଭାଗ କହିଛି ।ଦୁର୍ନୀତି ସମସ୍ୟା ଅଛି ଏହା ଅଭ୍ୟାସ ରେ ପରିଣତ ହେଇଛି ।ଏହାକୁ ବନ୍ଦ ପାଇଁ ରାଜସ୍ବ ବିଭାଗ ବିଭିନ୍ନ ସଂସ୍କାର କରାଯିବ। ପୁରା!-->…
ସ୍ୱାସ୍ଥ୍ୟ ସେବା ପାଇଁ ଯାହା ଆବଶ୍ୟକ ତାହା କାର୍ଯ୍ୟକାରି କରିବେ ସରକାର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର,୧୦/୦୨:ରାଜ୍ୟର ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧିକ ୨୫୦ ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ରାଜ୍ୟ ସରକାର ଜରୁରୀକାଳୀନ!-->…
ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ଅଖ ଚକ ବନ୍ଦ
ନବରଙ୍ଗପୁର,୧୦/୦୨:ସଂଗ୍ରାମୀ ମଞ୍ଚ ପକ୍ଷରୁ ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ବନ୍ଦ ପାଳନ କରାଯାଉଛି ।ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକକୁ ସମ୍ପୂର୍ଣ୍ଣ ଅଖ ଚକ ବନ୍ଦ କରିବାକୁ ଡାକରା ଦିଆଯାଇଛି।ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି କଂଗ୍ରେସ। ୧୯୫୬ ମସିହା ପରଠାରୁ!-->…
Odisha 10th Board Exam 2026 : ୧୯ ତାରିଖରୁ ପରୀକ୍ଷା,ଏଥର ପରୀକ୍ଷା ଦେବେ ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀ
ଭୁବନେଶ୍ଵର,୧୦/୦୨:ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା(Odisha 10th Board Exam 2026) । ଏଥର ରାଜ୍ୟର ୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି ।!-->…
ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି,ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ ୧୦/୦୨ : ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି। ଅପରାହ୍ନରେ ବନ୍ଦ ରହିବ ସାଧାରଣ ଦର୍ଶନ।ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ।ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।!-->…
ଉକୁଣୀ ନେଲା ୧୨ ବର୍ଷିୟା ନାବାଳିକାର ଜୀବନ
ଗୋପ,୦୯/୦୨: ଉକୁଣୀ ନେଲା ନାବାଳିକାର ଜୀବନ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଚମ୍ପାଗଡ଼ ସାହି ୧୨ ବର୍ଷିୟା ନାବାଳିକା ମୃତ । ମୃତକ ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ । କିଛି ମାସ ତଳେ ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା । ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ!-->…
ଧର୍ମଘଟରେ ଓଲା, ଉବେର ,ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ଵର,୦୯/୦୨:ଧର୍ମଘଟରେ ଓଲା, ଉବେର । ଯାତ୍ରୀ ହନ୍ତସନ୍ତ । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ସେବା ବନ୍ଦ । ଓଲା, ଉବେର, ରାପିଡୋ ଆଦି ଆପ୍ ଭିତ୍ତିକ ଡ୍ରାଇଭରଙ୍କ ଧର୍ମଘଟ । ଭୁବନେଶ୍ବର ରସୁଲଗଡ଼ ଛକରୁ ଜୟଦେବବିହାର ପର୍ଯ୍ୟନ୍ତ ଅଟକି ରହିଛି ଶହ ଶହ ଗାଡ଼ି । ଗତ ୭ ତାରିଖରେ!-->…
ସରକାରଙ୍କୁ ବଦ୍ନାମ କରିବାକୁ ଫେକ୍ ଚାଷୀ କରୁଛନ୍ତି ଚେଷ୍ଟା: ସମବାୟ ମନ୍ତ୍ରୀ
ଭୁବନେଶ୍ଵର,୦୯/୦୨:ରାଜ୍ୟରେ ଧାନ କିଣାକୁ ନେଇ ଚାଷୀକୂଳ ବେଶ ଅସନ୍ତୁଷ୍ଟ ଥିବା ବେଳେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ କହିଛନ୍ତି ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି । ସରକାରଙ୍କୁ!-->…
ସପ୍ତମ ଆର୍ଥିକ ଅନ୍ତର୍ଭୁକ୍ତିକରଣ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର: ଓଡ଼ିଶାର ଅପହଞ୍ଚ ଅଞ୍ଚଳଗୁଡ଼ିକରେ କ୍ଷୁଦ୍ର ଆର୍ଥିକ ସଂସ୍ଥାମାନେ ବିଭିନ୍ନ ଆର୍ଥିକ ସେବା ଯୋଗାଇ ରାଜ୍ୟର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରଖିପାରିଛନ୍ତି। ଋଣ ସେବା ସହିତ ଆର୍ଥିକ ଓ ଡିଜିଟାଲ ସାକ୍ଷରତା, ସାମାଜିକ ସୁରକ୍ଷା ଇତ୍ୟାଦି ସେବା ପ୍ରଦାନ କରିବାରେ ମଧ୍ୟ…