Browsing Category
Odisha
ବାଣପୁର ପଲଟନ ପଡ଼ିଆରେ ଐତିହାସିକ ସାଧୁ-ସନ୍ଥ ସମ୍ମିଳନୀ ଅନୁଷ୍ଠିତ
ବାଣପୁର, ଫେବୃଆରୀ ୮, ୨୦୨୬: ବାଣପୁରର ଐତିହାସିକ ପଲଟନ ପଡ଼ିଆଠାରେ ରବିବାର ଦିନ ସତ୍ୟଭଞ୍ଜ ଆଧ୍ୟାତ୍ମିକ ଚ୍ୟାନେଲ ଆନୁକୁଲ୍ୟରେ "ଦ୍ବିତୀୟ ରାଷ୍ଟ୍ରୀୟ ସାଧୁ-ସନ୍ଥ ଓ ମାଳିକା ଭକ୍ତ ସମ୍ମିଳନୀ" ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ସତ୍ୟ…
ସୁନାବେଡ଼ାରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍
୭,୦୦୦ ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ବିଜୁଳି ବ୍ରହ୍ମପୁର, ଫେବ୍ରୁଆରୀ- କୋରାପୁଟ ଜିଲ୍ଲା ସୁନାବେଡ଼ା ଓ ଆଖପାଖ ଅଞ୍ଚଳରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଟିପିଏସ୍ଓଡିଏଲ୍ ପକ୍ଷରୁ ଭିତ୍ତିଭୂମି ବିକାଶ କରାଯାଇଛି । ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି ଓ ବିଜୁଳି!-->…
ଆଜିଠୁ କମିବ ଶୀତ ,କୁହୁଡି ନେଇ ସତର୍କ ସୂଚନା
ଭୁବନେଶ୍ଵର,୦୯/୦୨:ପୁଣି କିଛି ଦିନର ବ୍ୟବଧାନ ପରେ ଫେରିଲା ଶୀତ।ଆସନ୍ତା ୨୪ଘଣ୍ଟା ପାଇଁ ରାଜ୍ୟରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି ।ବିଶେଷକରି ନୟାଗଡ଼ ,ଗଂଜାମ, ଗଜପତି,କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଖୋର୍ଦ୍ଧା ଓ ପୁରୀ ରେ ହାଲୁକା ମଧ୍ୟମ ଧରଣର କୁହୁଡି ହୋଇପାରେ ।ରାଜ୍ୟର!-->…
ରାଜଧାନୀରେ ଅଘଟଣ,୧୦ ଫୁଟ ତଳକୁ ଖସିଲା କାର
ଭୁବନେଶ୍ଵର,୦୯/୦୨:ରାଜଧାନୀରେ ଅଘଟଣ । ଶିଶୁ ଭବନ ଓଭର ବ୍ରିଜ ବ୍ୟାରିକେଡ଼ ଭାଙ୍ଗି ତଳକୁ ଖସି ପଡ଼ିଲା କାର । ପ୍ରାୟ ୧୦ ଫୁଟ ତଳକୁ ଖସିଲା କାର । ଫଳରେ ତଳେ ଥିବା ଘର ଭାଙ୍ଗି ଯାଇଛି । ଅଳ୍ପେକେ ବଞ୍ଚିଗଲେ କାର ଡ଼୍ରାଇଭର ।୨ଟି ଘର କ୍ଷତିଗସ୍ତ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି
୨୨ତମ ଧଉଳି-କଳିଙ୍ଗ ମହୋତ୍ସବର ଉଦ୍ଯାପନୀ ସଂଧ୍ୟା
ଭୁବନେଶ୍ୱର,୦୮/୦୨:ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍ର ମିଳିତ ଉଦ୍ୟମରେ ଐତିହାସିକ ଧଉଳୀ ପାହାଡ଼ର ପାଦଦେଶରେ ଆୟୋଜିତ ୨୨ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଶାସ୍ତ୍ରୀୟ,!-->…
ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା
ବ୍ରହ୍ମଗିରି,୦୮/୦୨: : ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ସରୋଜିନୀ ତରାଇ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ!-->…
SCSTRTI ରେ ଆଦିବାସୀ କଳା ଓ କଳାବସ୍ତୁ ପ୍ରଦର୍ଶନ କାର୍ଯ୍ୟକ୍ରମ
ଭୁବନେଶ୍ୱର,୦୮/୦୨:ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRITI), ଓଡ଼ିଶା ଆନୁକୂଲ୍ୟରେ ଫେବୃଆରୀ ୭ ରୁ ଫେବୃଆରୀ ୨୧, ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଆଦିବାସୀ କଳା ଓ କଳାବସ୍ତୁକୁ ନେଇ ୧୫ ଦିନିଆ ଲାଇଭ୍ ପ୍ରଦର୍ଶନ!-->…
ଘାଟିରେ ଖସିଲା ଭ୍ୟାନ୍, ୧୭ ଆହତ
ଗଜପତି,୦୮/୦୨:ଘାଟିରେ ଖସିଲା ଭ୍ୟାନ୍, ୧୭ ଆହତ । ଗଜପତି ଜିଲ୍ଲା ମୋହନା ଥାନା ଜରଉ ଘାଟିରେ ଦୁର୍ଘଟଣା ଘଟିଛି । ଗାଡିଟି ଗଞ୍ଜାମ ଜିଲ୍ଲା ସୋରଡା ମଧୁରବନ୍ଧ ଗାଁରୁ ଖାରିଖୁମ୍ମା ଗାଁକୁ ଯାଉଥିଲା । ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ୧୭ଜଣ ଆହତ ହୋଇଛନ୍ତି । ୭ଜଣଙ୍କ!-->…
କାର୍ ଦୁର୍ଘଟଣାରେ ପରିବାରର ୨ ମୃତ, ୪ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର ,୦୮/୦୨:ଚିକିଟି ସୁନପୁରରୁ ବିଶାଖାପାଟଣା ଗଲାବେଳେ ଭୟଙ୍କର ଦୁର୍ଘଟଣା । ଆଇଚରରେ ପିଟିହେଲା କାର୍ । ଦୁର୍ଘଟଣାରେ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁନପୁରରୁ ରୋଗୀଙ୍କୁ ଅଧିକ!-->…
ରାଜଧାନୀରେ ହାଇଟେକ୍ ଚୋର,ବରଯାତ୍ରୀ ବେଶରେ ଲୁତିନେଲେ ୩ ଲକ୍ଷ ଟଙ୍କା
ଭୁବନେଶ୍ୱର,୦୮/୦୨:ରାଜଧାନୀରେ ଚାଞ୍ଚଲ୍ୟ।ବରଯାତ୍ରୀ ବେଶରେ ଆସିଲେ ୩ଲକ୍ଷ ଟଙ୍କା ଲୁଟିନେଲେ ।ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ଏକ ତାରକା ହୋଟେଲରେ। ବାହାଘର ଅବସରରେ ବରଯାତ୍ରୀ ବେଶରେ ଆସିଥିବା ଦୁର୍ବୃତ୍ତମାନେ ଚତୁରତାର ସହିତ ଲୁଟ୍ କରି ଫେରାର ହୋଇଯାଇଛନ୍ତି ।କେମିତି ଘଟିଲା!-->…