Browsing Category
Odisha
ଓପିଜିସି ତରଫରୁ ତେଲେନପାଲି ଠାରେ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ
ଇବ ଥର୍ମାଲ : ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ତେଲେନପାଲି ସରପଞ୍ଚ ଆକାଶ ସାହୁ ସ୍ୱାସ୍ଥ୍ୟ ଶିବିର!-->…
ବିଜାପୁରରେ ଟଳିଲେ ୩ ମାଓବାଦୀ ।
ମାଲକାନାଗିରି,୦୭/୦୨:ପୁଣି ଟଳିଲେ ୩ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଗୁଳି ବିନିମୟ। ପୋଲିସ ଗୁଳିରେ ୩ଜଣ ମାଓବାଦୀ ନିହତ ହୋଇଛନ୍ତି । ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଅବୁଝାମାଡ଼ ଜଙ୍ଗଲରେ ମାଓବାଦୀ!-->…
ଡ୍ରାଇଭରଙ୍କ ଧର୍ମଘଟ, ୬ ଘଣ୍ଟା ଧରି ବନ୍ଦ ରହିବ ଓଲା, ଉବର, ରାପିଡୋ, ପୋର୍ଟର ସେବା
ନୂଆଦିଲ୍ଲୀ ,୦୭/୦୨:ଆଜି ସାରା ଭାରତରେ ଆପ୍-ଆଧାରିତ ରାଇଡ୍ ସେବା ସହିତ ଜଡିତ ଡ୍ରାଇଭରମାନେ ଧର୍ମଘଟରେ ଯୋଗଦେଇଛନ୍ତି। ଓଲା, ଉବର, ରାପିଡୋ, ପୋର୍ଟର ସହିତ ଅନ୍ୟାନ୍ୟ ଏଗ୍ରିଗେଟର ପ୍ଲାଟଫର୍ମର ଡ୍ରାଇଭରମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ୬ ଘଣ୍ଟା ଧରି ଚାଲିବ ଏହି!-->!-->!-->…
ସମିତିସଭ୍ୟଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ, ୭ ଅଟକ
ଗଞ୍ଜାମ,୦୭/୦୨: ଗଞ୍ଜାମ ଜିଲ୍ଲାର କୁସୁପୁର ଗାଁରେ ବାହାଘର ପ୍ରୋସେସନକୁ କେନ୍ଦ୍ର କରି ଘଟିଛି ଅଭାବନୀୟ ଘଟଣା। ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଗତକାଲି ରାତିରେ ପ୍ରୋସେସନ ଚାଲିଥିବାବେଳେ କିଛି ଯୁବକ ମଦ୍ୟପାନ କରି ଗାଁର କିଛି ଘର ଉପରେ ଇଟା–ପଥର ଫିଙ୍ଗିଥିବା ଅଭିଯୋଗ ହୋଇଛି।ଘଟଣାକୁ!-->…
ସହରିଆଙ୍କ ଦୁଃଖ ଶୁଣିବେ ମୋହନ ସରକାର
ଭୁବନେଶ୍ୱର ୦୬/୦୨: ରାଜଧାନୀରେ ଘରଭଡ଼ା ଟେନ୍ସନ୍ ହେଲା ଦୂର । ଏଣିକି ସହରିଆଙ୍କୁ ସରକାର ଦେବେ ଘରଭଡ଼ା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅବ୍ୟବହୃତ ଘର ଗୁଡ଼ିକୁ ଭଡ଼ା ସୂତ୍ରରେ ଦିଆଯିବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ ମାଧ୍ୟମରେ ସୁଲଭ ମୂଲ୍ୟରେ ଭଡ଼ା ଘର ଯୋଗାଇ!-->…
ସୁପ୍ରିମକୋର୍ଟଙ୍କ ବଡ଼ ରାୟ :ମିଛ ବିବାହ ପ୍ରତିଶ୍ରୁତିରେ ଦୁଷ୍କର୍ମ ମାମଲା ଗ୍ରହଣୀୟ ନୁହେଁ
ନୂଆଦିଲ୍ଲୀ: ମିଛ ବିବାହ ପ୍ରତିଶ୍ରୁତି ନାଁରେ ପାର୍ଟନରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଜଣେ ବିବାହିତ ମହିଳା ବିବାହର ମିଛ ପ୍ରତିଶ୍ରୁତି ଆଧାରରେ ପାର୍ଟନରଙ୍କ ବିରୋଧରେ ସବୁ!-->…
ହୋଟେଲ ରୁମ୍ ନମିଳିବାରୁ ରାଜଧାନୀରେ ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ
ଭୁବନେଶ୍ଵର,୦୬/୦୨: ରାତି ଅଧରେ ରାଜଧାନୀରେ ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ । ଭୁବନେଶ୍ବର ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ଏକ ହୋଟେଲରେ ହାଇ ଡ୍ରାମା । ଗତକାଲି ରାତିରେ କିଛି ଦୁର୍ବୃତ୍ତ ହୋଟେଲକୁ ଆସି ରୁମ୍ ମାଗିଥିଲେ। ରୁମ୍ ଫାଙ୍କା ନଥିବା କହିଥିଲେ ହୋଟେଲ ମ୍ୟାନେଜର ।ମନା କରିବାରୁ ହୋଟେଲରେ!-->…
ସାରା ରାଜ୍ୟରେ ଗୋଦାନ ଚଳଚ୍ଚିତ୍ର କୁ ‘ଟାକ୍ସ ଫ୍ରି’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୦୬/୦୨: ଫିଲ୍ମ ଦେଖିଲେ ।ଟିକସ ମୁକ୍ତ କଲେ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ତାଙ୍କ ସରକାରୀ ବାସଭବନରେ ହିନ୍ଦୀ ଫିଚର ଫିଲ୍ମ 'ଗୋଦାନ'ର ପ୍ରିମିୟର ଦେଖିବା ସହ ଏହି ଚଳଚ୍ଚିତ୍ରକୁ ସାରା ରାଜ୍ୟରେ 'ଟାକ୍ସ ଫ୍ରି' ବୋଲି ଘୋଷଣା କରିଛନ୍ତି।ଖାଲି ସେତିକି ନୁହେଁ !-->…
ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ,କୁଖ୍ୟାତ ମାଓବାଦୀ ନିହତ
ମାଲକାନଗିରି,୦୬/୦୨:ପୋଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ।ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ତରେମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଏନକାଉଣ୍ଟରରେ ଦକ୍ଷିଣ ବସ୍ତର ମାଓ ସଂଗଠନର DVCM କ୍ୟାଡରର କୁଖ୍ୟାତ ମାଓବାଦୀ!-->…
ଫେବୃୟାରୀ ୯ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି,ଆଜିଠୁ ଅନଲାଇନ ପଞ୍ଜୀକରଣ
ଭୁବନେଶ୍ଵର,୦୬/୦୨:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୯ ତାରିଖରେ ଜନ ଅଭିଯୋଗ ଶୁଣାଣି କରିବେ।ପୂର୍ବାହ୍ନ ୧୦ଟାରୁ ଭୁବନେଶ୍ୱର ୟୁନିଟ-୨, ଅଶୋକ ନଗର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ!-->…