Browsing Category

Odisha

ଭୁବନେଶ୍ୱରରେ ବଲିଉଡ ଷ୍ଟାର ମନୋଜ ପାହୱା ଏବଂ କୁମୁଦ ମିଶ୍ରଙ୍କ ଦ୍ଵାରା ଫିଲ୍ମ ‘ଅଶି’ ଚଳଚ୍ଚିତ୍ରର ପ୍ରଚାର

ଭୁବନେଶ୍ୱର,୦୫/୦୨: ଆଗାମୀ ହିନ୍ଦୀ ଚଳଚ୍ଚିତ୍ର ‘ଅଶି'ର ପ୍ରଚାର ଅଭିଯାନର ଏକ ଅଂଶ ଭାବରେ, ଜଣାଶୁଣା ଅଭିନେତା ମନୋଜ ପାହୱା ଏବଂ କୁମୁଦ ମିଶ୍ର ଭୁବନେଶ୍ୱର ଗସ୍ତ କରିଛନ୍ତି। ସେମାନେ ଏଠାରେ ବିଭିନ୍ନ ପ୍ରଚାର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଏବଂ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ତଥା

ଓଡ଼ିଆ ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,୦୫/୦୨: ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ପାଳନ କରାଯିବ ଓଡ଼ିଆ ପକ୍ଷ। ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ନେଇ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବ।ଗତବର୍ଷ ପ୍ରଥମ ଥର

ଆଇଏଏସ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ୱର,୦୫/୦୨:ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ସଂସ୍ଥାରେ ଅଧିକାରୀମାନଙ୍କୁ ନୂଆ ଦାୟିତ୍ବ ଓ ଅତିରିକ୍ତ ଭାରସାମ୍ୟ ଦିଆଯାଇଛି।ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କୁ ଷ୍ଟିଲ ଓ ମାଇନ୍ସ ବିଭାଗର

ଓଡ଼ିଶାର ଦ୍ରୁତ ବିକାଶକୁ ଭାରତୀୟ ସଶସ୍ତ୍ର ବାହିନୀର ଭୁରିଭୁରି ପ୍ରଶଂସା

ଭୁବନେଶ୍ଵର,୦୫/୦୨:ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ଡିଫେନ୍‌ସ କଲେଜ୍‌ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଭାରତୀୟ

ରାଜସ୍ବ ବିଭାଗରେ ବନ୍ଦ ହେଲା ମଧ୍ୟସ୍ଥି ଯୁଗ, ଗୋଟିଏ କ୍ଲିକ୍‌ରେ ମିଳିବ ସମସ୍ତ ସେବା

ଭୁବନେଶ୍ୱର,୦୫/୦୨: ରାଜସ୍ବ ସେବାକୁ ଅଧିକ ସରଳ, ସ୍ୱଚ୍ଛ ଓ ଲୋକମୁଖୀ କରିବା ଦିଗରେ ଓଡ଼ିଶା ସରକାର ଆଉ ଗୋଟିଏ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ରାଜସ୍ବ ସେବା ପାଇଁ ଲୋକଙ୍କୁ ଆଉ ତହସିଲ କାର୍ଯ୍ୟାଳୟରେ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ, ନା ମଧ୍ୟସ୍ଥିଙ୍କ ଉପରେ ନିର୍ଭର କରିବାକୁ

ଫେବ୍ରୁଆରୀ ୧୫ରୁ କଟକରେ ଜନଗଣନା

କଟକ,୦୫/୦୨:  ଆସନ୍ତା ଫେବ୍ରୁଆରୀ ୧୫ ତାରିଖରୁ କଟକ ଜିଲ୍ଲାରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ମାସ ସୁଦ୍ଧା ଘର ଗଣନା କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ଧରାଯାଇଛି। ଘର ଗଣନା ସରିବା ପରେ ମୂଳ ଜନଗଣନା କାର୍ଯ୍ୟ ଆରମ୍ଭ ହେବ।ଏଥର ଜନଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ଡିଜିଟାଲ୍

କୋରାପୁଟ ହେଲା ନକ୍ସଲମୁକ୍ତ

କୋରାପୁଟ,୦୫/୦୨: ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ । କୋରାପୁଟ ଜିଲ୍ଲା ଆଜିଠୁ ସରକାରୀଭାବେ ନକ୍ସଲମୁକ୍ତ ହୋଇଥିବା ଘୋଷଣା କରାଯାଇଛି। ଏନେଇ ଭୁବନେଶ୍ୱରରେ ହୋଇଥିବା ଏକ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡାକ୍ତର କନୱର ବିଶାଳ ସିଂହ।ଡିଆଇଜି ସୂଚନା ଦେଇ

ରାଜଧାନୀରେ ଗାଡ଼ି ପାର୍କିଂ ସମୟରେ ହୁସିଆର! ଜନଗହଳି ସ୍ଥାନରେ ମାତିଛନ୍ତି ଚୋର

ଭୁବନେଶ୍ଵର,୦୫/୦୨:ରାଜଧାନୀରେ ମାତିଛନ୍ତି ଗାଡ଼ି ଚୋର । ଜନଗହଳିପୂର୍ଣ୍ଣ ସ୍ଥାନରେ ଗାଡି ପାର୍କ କରୁଥିଲେ ହୁସିଆର । ଚତୁରତାର ସହ ଜନଗହଳିପୂର୍ଣ୍ଣ ସ୍ଥାନରୁ ଚୋରି କରୁଛନ୍ତି ଗାଡ଼ି । ଭୁବନେଶ୍ବର କ୍ୟାପିଟାଲ ଥାନା ବାପୁଜୀନଗରରୁ ଆସିଲା ବାଇକ ଚୋରିର ଦୃଶ୍ୟ । ଦିନ ଦ୍ବିପ୍ରହରେ ଗାଡି ନେଇ

ଓଡ଼ିଆ ନାମାନୁସାରେ ଇଂରାଜୀ ନାମ ସଂଶୋଧନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୦୫/୦୨: ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ରାଜ୍ୟର ମୋଟ ୧୧ଟି ଜିଲ୍ଲାର ୨୫ଟି ସ୍ଥାନର ଇଂରାଜୀ ନାମରେ ମଧ୍ୟ ପରିବର୍ତ୍ତନ କରାଯିବ। ଏନେଇ ରାଜସ୍ବ ଓ ବିପଦ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି

ଯଖପୁରା ନିକଟରେ ଚେନ୍ନାଇ–ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ

ଯାଜପୁର,୦୫/୦୨:ଯାଜପୁରରେ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳିଲା। ଭଦ୍ରକ ଯଖପୁରା ଷ୍ଟେସନ ନିକଟରେ ଚେନ୍ନାଇ–ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।ଟ୍ରେନ୍‌ର ଗୋଟିଏ ବଗି ଷ୍ଟେସନ ନିକଟରେ ଟ୍ରାକରୁ ଖସି ପଡ଼ିଥିଲା।ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ