Browsing Category

Odisha

ଆଜି ଠୁ ବ୍ଲାକସ୍ବାନ ସମିଟ୍, ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ବର,୦୫/୦୨: ଓଡିଶାକୁ ବିଶ୍ବସ୍ତରୀୟ ଡିଜିଟାଲ ଫାଇନାନ୍ସ ହବ୍ କରିବା ଲକ୍ଷ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବ୍ଲାକସ୍ବାନ ସମିଟ୍ । ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍ ରେ ଅର୍ଥନୀତି, ଟେକ୍ନଲୋଜି, ଶିକ୍ଷା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ୧୦୦ରୁ ଅଧିକ

ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର,୦୫/୦୨ : ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତି। ଗସ୍ତର ଦ୍ବିତୀୟ ଦିନରେ ଶ୍ବଶୁର ଘର ଅଭିମୁଖେ ବାହାରିବେ ଦ୍ରୌପଦୀ ମୁର୍ମୁ । ତାଙ୍କ ଦ୍ବାରା ନିର୍ମିତ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସହ କଥାବାର୍ତ୍ତା ହେବା ସହ ତାଙ୍କ ସ୍ଵାମୀ ଓ ପୁତ୍ର ଙ୍କ ସମାଧି ସ୍ଥଳ କୁ ଯିବେ

ଜାଗର ସମୟରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ,ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରୋଡ୍‌ ମ୍ୟାପ୍

ଭୁବନେଶ୍ୱର,୦୫/୦୨:ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଉତ୍ସବକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ଶୃଙ୍ଖଳିତ ରୀତିନୀତି ଓ

ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୯ ମାସ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟସରକାର ଙ୍କ ଚିଠି

ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟରେ ରାଜ୍ୟ ସରକାର ଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୯ ମାସ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପକ୍ଷରୁ ଚିଠି। ଏହି ସୂଚନା ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି। ରାଜସ୍ୱ ମନ୍ତ୍ରୀ

ଗ୍ରୀଷ୍ମ ପୂର୍ବରୁ ଜଙ୍ଗଲ ନିଆଁ ରୋକିବାକୁ ପ୍ରାକ ପ୍ରସ୍ତୁତି

ଭୁବନେଶ୍ୱର,୦୪/୦୨:ଆସନ୍ତା ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଜଙ୍ଗଲ ନିଆଁ (ବନାଗ୍ନି) ନିୟନ୍ତ୍ରଣ ପାଇଁ ବନ ବିଭାଗ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏହାର ଅଂଶ ଭାବେ ଗତ ଜାନୁୟାରୀ ମାସରେ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ବନ ବିଭାଗର ତଥ୍ୟ

ପ୍ରାକ୍-ପ୍ରାଥମିକ ଶିକ୍ଷାର ସ୍ତରକୁ ସୁଦୃଢ଼ କରିବା ଲକ୍ଷ୍ୟ: ଶିଶୁ ବାଟିକା ପିଲାଙ୍କ ପାଇଁ ମାଗଣା ପୋଷାକ

ଭୁବନେଶ୍ଵର,୦୪/୦୨:ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆକର୍ଷଣୀୟ କରିବା ଦିଗରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାରୀ ବିଦ୍ୟାଳୟରେ ପଢୁଥିବା ‘ଶିଶୁ ବାଟିକା’ର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ (ୟୁନିଫର୍ମ) ସହ

ହ୍ୱାଟସ୍‌ଆପରେ ମିଳିବ ରାଜସ୍ୱ ସେବା, ୨୪ ଘଣ୍ଟିଆ ସୁବିଧା; ଦୁର୍ନୀତି ଉପରେ ଲାଗିବ ଲଗାମ

ଭୁବନେଶ୍ୱର,୦୪/୦୨: ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଓ ଲୋକହିତକାରୀ ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏବେ ରାଜସ୍ୱ ବିଭାଗର ସମସ୍ତ ପ୍ରମୁଖ ସେବା ହ୍ୱାଟସ୍‌ଆପ ମାଧ୍ୟମରେ ୨୪ ଘଣ୍ଟା ଉପଲବ୍ଧ ହେବ। ଜମି-ଜମା ସମ୍ବନ୍ଧୀୟ ସମସ୍ତ ଅଭିଯୋଗ, ଆବେଦନ ଓ ସମସ୍ୟାକୁ ଏହି ହ୍ୱାଟସ୍‌ଆପ

ପୋଲିସ ଏସ୍‌ଆଇ ନିଯୁକ୍ତି ଅନିଶ୍ଚିତତା, ରାସ୍ତାକୁ ଓହ୍ଲାଇବ ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ

ଭୁବନେଶ୍ୱର ୦୪।୦୨ : କେବେ ହେବ ପୋଲିସ୍ SI ପରୀକ୍ଷା ? ଆସନ୍ତା ୫ତାରିଖ ରେ ‘ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ’ ଆନ୍ଦୋଳନ ।ନିଯୁକ୍ତି ଦୁର୍ନୀତି ଓ ଚାକିରୀ ବିକ୍ରିକୁ ପ୍ରସଙ୍ଗ କରି ଷ୍ଟୁଡେଣ୍ଟ୍ ଏଗେନେଷ୍ଟ କରପସନ ନେତୃତ୍ୱରେ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି ମେଧାବୀ । ରାଜ୍ୟରେ ପୋଲିସ SI

ପୁରୀ ଶ୍ବେତଗଙ୍ଗାରେ ପିଣ୍ଡଦାନ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ,୦୪/୦୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପବିତ୍ର ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ପହଞ୍ଚି ଶ୍ବେତଗଙ୍ଗା ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିଛନ୍ତି। ବେଦବିଧି ଓ ପରମ୍ପରା ଅନୁଯାୟୀ ପିଣ୍ଡଦାନ ସମ୍ପନ୍ନ କରିବା ପରେ ରାଷ୍ଟ୍ରପତି ଶ୍ରୀଜଗନ୍ନାଥ

ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା

ଭୁବନେଶ୍ଵର,୦୩/୦୨: ଓଡ଼ିଶାରେ ପ୍ରଥମଥର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସଜା । ୯ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ୨ ବର୍ଷ ଜେଲ୍ । ସଜା ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍। ଏହାସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଆଉ ୩ ମାସ କାରାଦଣ୍ଡ । ୬ଜଣ