Browsing Category

Odisha

ରାଜଧାନୀରେ ଆଦିବାସୀ ଗାଁର ଭ୍ରମ

ଭୁବନେଶ୍ଵର,୦୩/୦୨:ରାଜଧାନୀରେ ଆଦିବାସୀ ଗାଁର ଭ୍ରମ । ଜଙ୍ଗଲ ସାମଗ୍ରୀ ସାଙ୍ଗକୁ ଜନଜାତୀଙ୍କ ଚଳଣି ।ଚାଲିଛି ଆଦିବାସୀ ମେଳା ୨୦୨୬ । ୟୁନିଟ ୱାନ୍ ଆଦିବାସୀ ପଡ଼ିଆରେ ଚାଲିଛି ଏହି ମେଳା । ଚଳିତବର୍ଷ ମେଳାରେ ୯୪ଟି ଆଦିବାସୀ ହାଟ, ୧୫ଟି କଳା ଏବଂ ହସ୍ତଶିଳ୍ପ ସମେତ ୧୦୯ଟି ଷ୍ଟଲ ଖୋଲାଯାଇଛି

ପୂର୍ବ ଶତ୍ରୁତାର ପ୍ରତିଶୋଧ! ସୁପାରି ଦେଇ ଆକ୍ରମଣ ମାମଲାରେ ବିଜେପି କର୍ପୋରେଟର ପ୍ରାର୍ଥୀ ଗିରଫ

ଭୁବନେଶ୍ୱର,୦୩/୦୨: ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ସୁପାରି ଦେଇ ମରଣାନ୍ତକ ଆକ୍ରମଣ କରାଇଥିବା ଅଭିଯୋଗରେ ବିଜେପିର ଜଣେ କର୍ପୋରେଟର ପ୍ରାର୍ଥୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଭୁବନେଶ୍ୱର ୪୫ନମ୍ବର ୱାର୍ଡର ପ୍ରଶାନ୍ତ ନାୟକ ଓରଫ ବନି।ପୋଲିସ ସୂଚନା

୬ରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ୨୨ତମ ଧଉଳି–କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର,୦୩/୦୨:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ମିଳିତ ଆନୁକୂଲ୍ୟରେ ୨୨ତମ ଧଉଳି–କଳିଙ୍ଗ ମହୋତ୍ସବ ଆସନ୍ତା ୬ ଫେବୃୟାରୀରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ଧଉଳି ପାହାଡ଼ର ପାଦ ଦେଶରେ ପାଳିତ ହେବ। ଏହି ମହୋତ୍ସବରେ ଦେଶ ଓ ବିଦେଶରୁ ଆସିଥିବା

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ମାଲକାନଗିରି,୦୩/୦୨:ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଦୁର୍ନୀତିଗ୍ରସ୍ତ କର୍ମଚାରୀ। ମାଲକାନଗିରି ଜିଲ୍ଲାର ଟାଟା ପାୱାର TPCODL ଅଧୀନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ (JE) ପ୍ରଦେଶ ପ୍ରସାଦ ନାୟକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ହାତେନାହାତେ

ଯାଜପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଯାଜପୁର,୦୩/୦୨: ଯାଜପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଏପଟେ ଫୁଲରେ ସଜେଇ ହୋଇଛି ବିରଜା କ୍ଷେତ୍ର ଯାଜପୁର ।ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେ ଯାଜପୁରରେ ଅବତରଣ କରିଥିବାବେଳେ, ସେଠାରେ ଜିଲ୍ଲା ପ୍ରଶାସନ ଓ ସୁରକ୍ଷା ବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି।ହେଲିପ୍ୟାଡ୍‌ରୁ

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ‘କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ, ମାଆ ତାରାତାରିଣୀଙ୍କ ପୀଠରୁ ହେବ ଉଦଘାଟନ

ଭୁବନେଶ୍ବର,୦୩/୦୨: ରାଜ୍ୟ ସରକାରଙ୍କ ଗରିବ ଓ ଅସହାୟ କନ୍ୟାମାନଙ୍କ ସହାୟତା ଲକ୍ଷ୍ୟରେ ଆଜିଠୁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା। ଏହି ଯୋଜନାର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ପୀଠରୁ ମୁଖ୍ୟମନ୍ତ୍ରୀ କରିବେ।ଏହି ଯୋଜନା ଅନୁସାରେ

ଡାଇବେଟିସ୍‌ ପାଇଁ ରାମବାଣ ଭଳି କାମ କରେ ଏହି ଧଳା ଦାନା, ଜାଣନ୍ତୁ ଧଳା ଦାନା କଣ ଓ ଏହାର ଗୁଣ

ଭୁବନେଶ୍ଵର ,୦୨/୦୨: ସ୍ୱାସ୍ଥ୍ୟର ଯତ୍ନ ନେବା ସତ୍ତ୍ୱେ ଆଜିକାଲି ଡାଇବେଟିସ୍ ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହି ରୋଗରେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରଖିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏହି ପରିସ୍ଥିତିରେ କିଛି ପ୍ରାକୃତିକ ଖାଦ୍ୟ ଓ ମସଲା ଶରୀରକୁ ସହଯୋଗ କରିପାରେ।ନାଲି ଓ କଳା

ସରିଲା ପ୍ରଥମ ପର୍ଯ୍ୟାୟ ଯାତ୍ରା ,ଦ୍ୱିତୀୟ ପର୍ଯ୍ୟାୟ ନାଟକର ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡାଙ୍କ ପାର୍ଟି ନାଟ୍ୟ ମଣ୍ଡପ

ଭୁବନେଶ୍ଵର,୦୨/୦୨: ଖଣ୍ଡଗିରି କୁମ୍ଭମେଳାରେ ଚାଲିଥିବା ଯାତ୍ରା ମହାସମରର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଛି। ଏବେ ଦର୍ଶକଙ୍କ ଆଗ୍ରହ ଓ ଉତ୍ସାହ ମଧ୍ୟରେ ଆରମ୍ଭ ହେବ ଦ୍ୱିତୀୟ ପାଳି ଯାତ୍ରା। ସୋମବାର ଅର୍ଥାତ୍ ଆଜି ରାତିଠାରୁ ଖଣ୍ଡଗିରିର ବିଭିନ୍ନ ପେଣ୍ଡାଲ ଓ ମଞ୍ଚରେ ସେକେଣ୍ଡ ଇନିଂସର

ଭୁବନେଶ୍ଵରରେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ଵର,୦୨/୦୨: ଭୁବନେଶ୍ଵରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ଵାଗତ କରିଛନ୍ତି । ବିମାନବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଯାଇଥିବା ବେଳେ ସେଠାରେ ରାତ୍ରୀଯାପନ କରିବେ ।

ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ୍

ପୁରୀ,୦୨/୦୨: କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନଥିବା ଅଭିଯୋଗରେ ପୁରୀ ଜିଲ୍ଲାପାଳଙ୍କୁ ଓଡ଼ିଶା ହାଇକୋର୍ଟ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ କାହିଁକି ତାଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ,