Browsing Category

Odisha

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ‘କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ, ମାଆ ତାରାତାରିଣୀଙ୍କ ପୀଠରୁ ହେବ ଉଦଘାଟନ

ଭୁବନେଶ୍ବର,୦୩/୦୨: ରାଜ୍ୟ ସରକାରଙ୍କ ଗରିବ ଓ ଅସହାୟ କନ୍ୟାମାନଙ୍କ ସହାୟତା ଲକ୍ଷ୍ୟରେ ଆଜିଠୁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା। ଏହି ଯୋଜନାର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ପୀଠରୁ ମୁଖ୍ୟମନ୍ତ୍ରୀ କରିବେ।ଏହି ଯୋଜନା ଅନୁସାରେ

ଡାଇବେଟିସ୍‌ ପାଇଁ ରାମବାଣ ଭଳି କାମ କରେ ଏହି ଧଳା ଦାନା, ଜାଣନ୍ତୁ ଧଳା ଦାନା କଣ ଓ ଏହାର ଗୁଣ

ଭୁବନେଶ୍ଵର ,୦୨/୦୨: ସ୍ୱାସ୍ଥ୍ୟର ଯତ୍ନ ନେବା ସତ୍ତ୍ୱେ ଆଜିକାଲି ଡାଇବେଟିସ୍ ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହି ରୋଗରେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରଖିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏହି ପରିସ୍ଥିତିରେ କିଛି ପ୍ରାକୃତିକ ଖାଦ୍ୟ ଓ ମସଲା ଶରୀରକୁ ସହଯୋଗ କରିପାରେ।ନାଲି ଓ କଳା

ସରିଲା ପ୍ରଥମ ପର୍ଯ୍ୟାୟ ଯାତ୍ରା ,ଦ୍ୱିତୀୟ ପର୍ଯ୍ୟାୟ ନାଟକର ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡାଙ୍କ ପାର୍ଟି ନାଟ୍ୟ ମଣ୍ଡପ

ଭୁବନେଶ୍ଵର,୦୨/୦୨: ଖଣ୍ଡଗିରି କୁମ୍ଭମେଳାରେ ଚାଲିଥିବା ଯାତ୍ରା ମହାସମରର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଛି। ଏବେ ଦର୍ଶକଙ୍କ ଆଗ୍ରହ ଓ ଉତ୍ସାହ ମଧ୍ୟରେ ଆରମ୍ଭ ହେବ ଦ୍ୱିତୀୟ ପାଳି ଯାତ୍ରା। ସୋମବାର ଅର୍ଥାତ୍ ଆଜି ରାତିଠାରୁ ଖଣ୍ଡଗିରିର ବିଭିନ୍ନ ପେଣ୍ଡାଲ ଓ ମଞ୍ଚରେ ସେକେଣ୍ଡ ଇନିଂସର

ଭୁବନେଶ୍ଵରରେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ଵର,୦୨/୦୨: ଭୁବନେଶ୍ଵରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ଵାଗତ କରିଛନ୍ତି । ବିମାନବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଯାଇଥିବା ବେଳେ ସେଠାରେ ରାତ୍ରୀଯାପନ କରିବେ ।

ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ୍

ପୁରୀ,୦୨/୦୨: କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନଥିବା ଅଭିଯୋଗରେ ପୁରୀ ଜିଲ୍ଲାପାଳଙ୍କୁ ଓଡ଼ିଶା ହାଇକୋର୍ଟ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ କାହିଁକି ତାଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ,

ଟ୍ରାନ୍ସଜେଣ୍ଡର ଅଞ୍ଜଳି ହତ୍ୟା ଘଟଣା:କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ କ୍ୟାପିଟାଲ ହସ୍ପିଟାଲ ଛକରେ କିନ୍ନର ସମାଜର…

ଭୁବନେଶ୍ୱର,୦୨/୦୨ :ଟ୍ରାନ୍ସଜେଣ୍ଡର ଅଞ୍ଜଳିଙ୍କ ନିର୍ମମ ହତ୍ୟାକୁ କେନ୍ଦ୍ର କରି ରାଜଧାନୀରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲ ଛକରେ କିନ୍ନର ସମାଜର ସଦସ୍ୟମାନେ ରାସ୍ତା ରୋକ କରି ଭାରି ପ୍ରତିବାଦ କରିଛନ୍ତି। ପ୍ରତିବାଦକାରୀମାନେ ଘଟଣାର ନିର୍ପେକ୍ଷ ଓ

ହୃଦଘାତରୁ ଜୀବନ ରକ୍ଷା ପାଇଁ ‘ହାର୍ଟ ଗାର୍ଡ’ AI ମାସ୍କ

କଟକ,୦୨/୦୨:ହୃଦଘାତରେ ମଣିଷର ଅମୂଲ୍ୟ ଜୀବନ ରକ୍ଷା କରିବା ଲକ୍ଷ୍ୟରେ ଏକ ଅଭିନବ ‘ହାର୍ଟ ଗାର୍ଡ’ AI ମାସ୍କ ତିଆରି କରିଛନ୍ତି କଟକର ଝିଅ ଦେବଶ୍ରିତା ଦାସ। ଏହି ଆଧୁନିକ ଡିଭାଇଜ୍ ହୃଦରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଏକ ଆଶାର କିରଣ ହୋଇଉଠିଛି।ଦେବଶ୍ରିତାଙ୍କ ଜେଜେବାପାଙ୍କ ହୃଦଘାତରେ

୬ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର,୦୨/୦୨ : ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ଲୋକଭବନ ଯାଇ ରାତ୍ରିଯାପନ କରିବେ।

ଅନ୍ତର୍ଭୁକ୍ତକାରୀ ବିକାଶ ଦିଗରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ପ୍ରଭାବୀ ପଦକ୍ଷେପ; ସ୍ୱତନ୍ତ୍ର ନିଯୁକ୍ତି ମାଧ୍ୟମରେ…

ସାମାଜିକ କଲ୍ୟାଣ ଏବଂ ଅନ୍ତର୍ଭୁକ୍ତକାରୀ ବିକାଶ ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି । ଏକ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ କଳିଙ୍ଗନଗର ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଏବଂ ଜମି ହରାଇଥିବା…

ଯାତ୍ରା ଭିଡ଼ରେ ଲୁଟ ଗ୍ୟାଙ୍ଗ ସକ୍ରିୟ, ଖଣ୍ଡଗିରିରୁ ୩ ଗିରଫ

ଭୁବନେଶ୍ୱର,୦୧/୦୨:ଚଳିତ ବର୍ଷର ଖଣ୍ଡଗିରି ଯାତ୍ରା ସମୟରେ ଘଟିଥିବା ଲୁଟ ଘଟଣାରେ ପୋଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି। ଯାତ୍ରାକୁ ବୁଲିବାକୁ ଆସୁଥିବା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଏହି ଗ୍ୟାଙ୍ଗ ଲୁଟ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଜଣେ ମହିଳାଙ୍କ ଠାରୁ