Browsing Category
Odisha
ଅନ୍ତର୍ଭୁକ୍ତକାରୀ ବିକାଶ ଦିଗରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ପ୍ରଭାବୀ ପଦକ୍ଷେପ; ସ୍ୱତନ୍ତ୍ର ନିଯୁକ୍ତି ମାଧ୍ୟମରେ…
ସାମାଜିକ କଲ୍ୟାଣ ଏବଂ ଅନ୍ତର୍ଭୁକ୍ତକାରୀ ବିକାଶ ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି । ଏକ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ କଳିଙ୍ଗନଗର ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଏବଂ ଜମି ହରାଇଥିବା…
ଯାତ୍ରା ଭିଡ଼ରେ ଲୁଟ ଗ୍ୟାଙ୍ଗ ସକ୍ରିୟ, ଖଣ୍ଡଗିରିରୁ ୩ ଗିରଫ
ଭୁବନେଶ୍ୱର,୦୧/୦୨:ଚଳିତ ବର୍ଷର ଖଣ୍ଡଗିରି ଯାତ୍ରା ସମୟରେ ଘଟିଥିବା ଲୁଟ ଘଟଣାରେ ପୋଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି। ଯାତ୍ରାକୁ ବୁଲିବାକୁ ଆସୁଥିବା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଏହି ଗ୍ୟାଙ୍ଗ ଲୁଟ କାର୍ଯ୍ୟ କରୁଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଜଣେ ମହିଳାଙ୍କ ଠାରୁ!-->!-->!-->…
ଶଶୀ ସାହୁ ଙ୍କୁ ନିଲମ୍ବନ କଲା ବିଜେଡି
ଭୁବନେଶ୍ଵର,୦୧/୦୨: ଶଶୀ ସାହୁ ଙ୍କୁ ନିଲମ୍ବନ କଲା ବିଜେଡି।ବିଶୃଙ୍ଖଳିତ କାର୍ଯ୍ୟକ୍ରମ ପାଇଁ ବିଜେଡି ରୁ ନିଲମ୍ବିତ ହୋଇଥିବା ପ୍ରେସ ରିଲିଜ ରେ ଉଲ୍ଲେଖ ।ବିଭିନ୍ନ ବିବାଦମୂଳକ ପରିସ୍ଥିତିକୁ ଧ୍ୟାନରେ ରଖି ନିଆଯାଇଛି ଏଭଳି ନିଷ୍ପତି ନେଇଛି ବିଜେଡି ।ଶଶୀ ସାହୁ ୨୦୨୪ ସାଧାରଣ!-->!-->!-->!-->!-->…
ଫେବ୍ରୁଆରି ୩ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭୁବନେଶ୍ଵର,୦୧/୦୨ :ଆସନ୍ତା ୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରିବାର ସହ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ସେଥିପାଇଁ ନୂଆ ରୂପରେ ସଜେଇ ହେଉଛି ପ୍ରମୋଦ ଉଦ୍ୟନ ଠାରୁ ଆରମ୍ଭ କରି ଲୋକଭବନ । ୩ ତାରିଖ ସନ୍ଧ୍ୟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ!-->!-->!-->!-->!-->…
୨୮ ଫେବ୍ରୁଆରୀ ଡେଡଲାଇନ୍: ସିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିପାରନ୍ତି ହିତାଧିକାରୀ
ଭୁବନେଶ୍ୱର,01/02: ସିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛନ୍ତି। ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ଯୋଜନା ସହ ସମ୍ପୃକ୍ତ ବାଧ୍ୟତାମୂଳକ ଆବଶ୍ୟକତା ପୂରଣ କରିନାହାନ୍ତି, ସେମାନଙ୍କୁ ୨୮ ଫେବ୍ରୁଆରୀ ମଧ୍ୟରେ ପଞ୍ଜୀକରଣ!-->…
ଲିଙ୍ଗରାଜ ମନ୍ଦିର ଜାଗର ପ୍ରସ୍ତୁତି ବୈଠକ, ରାତି ୧୦ଟାରେ ଉଠିବ ମହାଦୀପ
ଭୁବନେଶ୍ୱର, ୦୧/୦୨: ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଏହି ନିଷ୍ପତ୍ତି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ଜାଗର ପ୍ରସ୍ତୁତି ସମ୍ପର୍କିତ ବୈଠକରେ ନିଆଯାଇଛି।ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଅମ୍ରିତ ଋତୁରାଜଙ୍କ!-->…
ହକି ଇଣ୍ଡିଆ ଲିଗ୍-୨୦୨୬: ଚମକିଲେ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍ପିସି କ୍ୟାଡେଟ୍
ଭୁବନେଶ୍ୱର, ୨୯ ଜାନୁଆରୀ, ୨୦୨୬: ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ୨୦୨୬ରେ ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଏନ୍ଟିଏଚ୍ଏଚ୍ପିସି) ର କ୍ୟାଡେଟ୍ମାନେ ଚମତ୍କାର କ୍ରୀଡ଼ା ପ୍ରଦଶର୍ନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏଚ୍ଆଇଏଲ୍ର ଏହି ସିଜିନରେ ଏକାଡେମୀର ମୋଟ ୮…
ଓଡ଼ିଶାର ପଛୁଆ ଅଂଚଳରେ ସ୍ଥାୟୀ ନିଯୁକ୍ତି ବୃଦ୍ଧି ଉପରେ ଗୁରୁତ୍ୱ
ଭୁବନେଶ୍ୱର: କେନ୍ଦ୍ର ବଜେଟ ୨୦୨୬-୨୭ ପୂର୍ବରୁ, ଓଡ଼ିଶାର ପଛୁଆ ଅଂଚଳ, ବିଶେଷକରି ଦକ୍ଷିଣ-ପଶ୍ଚିମ ଅଂଚଳ, କଳାହାଣ୍ଡି ଏବଂ ରାୟଗଡ଼ା ଭଳି ଜିଲ୍ଲାଗୁଡ଼ିକରେ ଗତ ବର୍ଷର ଟ.୯,୧୭୬ କୋଟିର ଅତିରିକ୍ତ ପାଣ୍ଠି ସହାୟତାକୁ ବଜାୟ ରଖିବା ସହିତ ସ୍ଥାୟୀ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବାକୁ…
ଦେଶପ୍ରେମର ଉତ୍ସାହ ସହିତ ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ ପକ୍ଷରୁ ସାଧାରଣତନ୍ତ୍ର ଦିବସ…
ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ଟ୍ରେନିଂ ସେଣ୍ଟରର ଡିଇଟି ପଡ଼ିଆରେ ଏକ ଭବ୍ୟ ସମାରୋହ ସହିତ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ଟାଟା ଷ୍ଟିଲ୍ କଳିଙ୍ଗନଗରର ଭାଇସ ପ୍ରେସିଡେଣ୍ଟ (ଅପରେସନ୍ସ) ଉତ୍ତମ ସିଂ ଆନୁଷ୍ଠାନିକ ଭାବେ ଜାତୀୟ ପତାକା…
ଗଣତନ୍ତ୍ରକୁ ସୁଦୃଢ଼ କରିବ ଏସଆଇଆର: ରାଜ୍ୟ ନିର୍ବାଚନ ଆୟୁକ୍ତ
ରାଜ୍ୟସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ
ଭୁବନେଶ୍ୱର, ୨୫ ଜାନୁଆରୀ : ଲୋକସେବା ଭବନ ସମ୍ମିଳନୀ କକ୍ଷ ଠାରେ ରାଜ୍ୟସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛି। ଏହି ଦିବସ ରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରାଜ୍ୟ ତଥା!-->!-->!-->…