Browsing Category

Odisha

ପ୍ରାକ୍-ପ୍ରାଥମିକ ଶିକ୍ଷାର ସ୍ତରକୁ ସୁଦୃଢ଼ କରିବା ଲକ୍ଷ୍ୟ: ଶିଶୁ ବାଟିକା ପିଲାଙ୍କ ପାଇଁ ମାଗଣା ପୋଷାକ

ଭୁବନେଶ୍ଵର,୦୪/୦୨:ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆକର୍ଷଣୀୟ କରିବା ଦିଗରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାରୀ ବିଦ୍ୟାଳୟରେ ପଢୁଥିବା ‘ଶିଶୁ ବାଟିକା’ର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ (ୟୁନିଫର୍ମ) ସହ

ହ୍ୱାଟସ୍‌ଆପରେ ମିଳିବ ରାଜସ୍ୱ ସେବା, ୨୪ ଘଣ୍ଟିଆ ସୁବିଧା; ଦୁର୍ନୀତି ଉପରେ ଲାଗିବ ଲଗାମ

ଭୁବନେଶ୍ୱର,୦୪/୦୨: ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଓ ଲୋକହିତକାରୀ ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏବେ ରାଜସ୍ୱ ବିଭାଗର ସମସ୍ତ ପ୍ରମୁଖ ସେବା ହ୍ୱାଟସ୍‌ଆପ ମାଧ୍ୟମରେ ୨୪ ଘଣ୍ଟା ଉପଲବ୍ଧ ହେବ। ଜମି-ଜମା ସମ୍ବନ୍ଧୀୟ ସମସ୍ତ ଅଭିଯୋଗ, ଆବେଦନ ଓ ସମସ୍ୟାକୁ ଏହି ହ୍ୱାଟସ୍‌ଆପ

ପୋଲିସ ଏସ୍‌ଆଇ ନିଯୁକ୍ତି ଅନିଶ୍ଚିତତା, ରାସ୍ତାକୁ ଓହ୍ଲାଇବ ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ

ଭୁବନେଶ୍ୱର ୦୪।୦୨ : କେବେ ହେବ ପୋଲିସ୍ SI ପରୀକ୍ଷା ? ଆସନ୍ତା ୫ତାରିଖ ରେ ‘ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ’ ଆନ୍ଦୋଳନ ।ନିଯୁକ୍ତି ଦୁର୍ନୀତି ଓ ଚାକିରୀ ବିକ୍ରିକୁ ପ୍ରସଙ୍ଗ କରି ଷ୍ଟୁଡେଣ୍ଟ୍ ଏଗେନେଷ୍ଟ କରପସନ ନେତୃତ୍ୱରେ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି ମେଧାବୀ । ରାଜ୍ୟରେ ପୋଲିସ SI

ପୁରୀ ଶ୍ବେତଗଙ୍ଗାରେ ପିଣ୍ଡଦାନ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ,୦୪/୦୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପବିତ୍ର ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ପହଞ୍ଚି ଶ୍ବେତଗଙ୍ଗା ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିଛନ୍ତି। ବେଦବିଧି ଓ ପରମ୍ପରା ଅନୁଯାୟୀ ପିଣ୍ଡଦାନ ସମ୍ପନ୍ନ କରିବା ପରେ ରାଷ୍ଟ୍ରପତି ଶ୍ରୀଜଗନ୍ନାଥ

ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା

ଭୁବନେଶ୍ଵର,୦୩/୦୨: ଓଡ଼ିଶାରେ ପ୍ରଥମଥର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସଜା । ୯ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ୨ ବର୍ଷ ଜେଲ୍ । ସଜା ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍। ଏହାସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଆଉ ୩ ମାସ କାରାଦଣ୍ଡ । ୬ଜଣ

ରାଜଧାନୀରେ ଆଦିବାସୀ ଗାଁର ଭ୍ରମ

ଭୁବନେଶ୍ଵର,୦୩/୦୨:ରାଜଧାନୀରେ ଆଦିବାସୀ ଗାଁର ଭ୍ରମ । ଜଙ୍ଗଲ ସାମଗ୍ରୀ ସାଙ୍ଗକୁ ଜନଜାତୀଙ୍କ ଚଳଣି ।ଚାଲିଛି ଆଦିବାସୀ ମେଳା ୨୦୨୬ । ୟୁନିଟ ୱାନ୍ ଆଦିବାସୀ ପଡ଼ିଆରେ ଚାଲିଛି ଏହି ମେଳା । ଚଳିତବର୍ଷ ମେଳାରେ ୯୪ଟି ଆଦିବାସୀ ହାଟ, ୧୫ଟି କଳା ଏବଂ ହସ୍ତଶିଳ୍ପ ସମେତ ୧୦୯ଟି ଷ୍ଟଲ ଖୋଲାଯାଇଛି

ପୂର୍ବ ଶତ୍ରୁତାର ପ୍ରତିଶୋଧ! ସୁପାରି ଦେଇ ଆକ୍ରମଣ ମାମଲାରେ ବିଜେପି କର୍ପୋରେଟର ପ୍ରାର୍ଥୀ ଗିରଫ

ଭୁବନେଶ୍ୱର,୦୩/୦୨: ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ସୁପାରି ଦେଇ ମରଣାନ୍ତକ ଆକ୍ରମଣ କରାଇଥିବା ଅଭିଯୋଗରେ ବିଜେପିର ଜଣେ କର୍ପୋରେଟର ପ୍ରାର୍ଥୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଭୁବନେଶ୍ୱର ୪୫ନମ୍ବର ୱାର୍ଡର ପ୍ରଶାନ୍ତ ନାୟକ ଓରଫ ବନି।ପୋଲିସ ସୂଚନା

୬ରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ୨୨ତମ ଧଉଳି–କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର,୦୩/୦୨:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ମିଳିତ ଆନୁକୂଲ୍ୟରେ ୨୨ତମ ଧଉଳି–କଳିଙ୍ଗ ମହୋତ୍ସବ ଆସନ୍ତା ୬ ଫେବୃୟାରୀରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ଧଉଳି ପାହାଡ଼ର ପାଦ ଦେଶରେ ପାଳିତ ହେବ। ଏହି ମହୋତ୍ସବରେ ଦେଶ ଓ ବିଦେଶରୁ ଆସିଥିବା

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ମାଲକାନଗିରି,୦୩/୦୨:ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଦୁର୍ନୀତିଗ୍ରସ୍ତ କର୍ମଚାରୀ। ମାଲକାନଗିରି ଜିଲ୍ଲାର ଟାଟା ପାୱାର TPCODL ଅଧୀନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ (JE) ପ୍ରଦେଶ ପ୍ରସାଦ ନାୟକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ହାତେନାହାତେ

ଯାଜପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଯାଜପୁର,୦୩/୦୨: ଯାଜପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଏପଟେ ଫୁଲରେ ସଜେଇ ହୋଇଛି ବିରଜା କ୍ଷେତ୍ର ଯାଜପୁର ।ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେ ଯାଜପୁରରେ ଅବତରଣ କରିଥିବାବେଳେ, ସେଠାରେ ଜିଲ୍ଲା ପ୍ରଶାସନ ଓ ସୁରକ୍ଷା ବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି।ହେଲିପ୍ୟାଡ୍‌ରୁ