Browsing Category

Odisha

ଓଡ଼ିଶାରେ ରେଳ ସଂଯୋଗୀକରଣକୁ ପ୍ରୋତ୍ସାହନ,ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,୧୦/୦୩:ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କୋଏମ୍ବାଟୁରରୁ ଧାନବାଦ୍‌ ପର୍ଯ୍ୟନ୍ତ ଚାଲିବା ପାଇଁ ଏକ ନୂଆ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଏହି ଟ୍ରେନ୍ ଚାଲୁ ହେଲେ

ଘୁର୍ଣ୍ଣିବଳୟ ପ୍ରଭାବରେ ଦୁଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ଵର,୧୦/୦୩:ଘୁର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ବର୍ଷା ସମ୍ଭାବନା । ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ ଉପରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଘୁର୍ଣ୍ଣିବଳୟ  ସହ ଜଡିତ ଏକ

ଚଳିତ ବର୍ଷ ହେବ ପଞ୍ଚାୟତ ଉପ ନିର୍ବାଚନ

ଭୁବନେଶ୍ଵର,୧୦/୦୩:ରାଜ୍ୟରେ ପଞ୍ଚାୟତ ସ୍ତରର କିଛି ପଦବୀ ମୃତ୍ୟୁ ଜନିତ କାରଣରୁ ଖାଲି ପଡ଼ିଥିବାରୁ ସେଗୁଡ଼ିକୁ ପୂରଣ କରିବା ପାଇଁ ଚଳିତ ବର୍ଷ ଉପ ନିର୍ବାଚନ କରାଯିବ। ଏହି ଖାଲି ପଦବୀଗୁଡ଼ିକୁ ଶୀଘ୍ର ଭର୍ତ୍ତି କରିବାକୁ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।ବିଧାନସଭାରେ

ରାଜ୍ୟରେ ବଢ଼ିଲା କୁମ୍ଭୀରଙ୍କ ସଂଖ୍ୟା

ଭୁବନେଶ୍ଵର,୧୦/୦୩:ଓଡ଼ିଶାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ତଥ୍ୟ ବିଧାନସଭାରେ ସାମ୍ନାକୁ ଆସିଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ମୋଟ ୨୧୯୩ଟି କୁମ୍ଭୀର ରହିଛନ୍ତି। ଗତବର୍ଷ ସହିତ ତୁଳନା କଲେ

ରାଜ୍ୟରେ ବଢୁଛି ଦାଦନ ସଂଖ୍ୟା,ବର୍ଷକରେ ବଢିଲେ 22 ହଜାର ଦାଦନ

ଭୁବନେଶ୍ଵର,୧୦/୦୩: ରାଜ୍ୟରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢୁଥିବା ଚିନ୍ତାଜନକ ପରିସ୍ଥିତି ସାମ୍ନାକୁ ଆସିଛି। ବର୍ଷକରେ ପ୍ରାୟ ୨୨ ହଜାର ଦାଦନ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହି ତଥ୍ୟ ବିଧାନସଭାରେ ପ୍ରଶ୍ନୋତ୍ତର ସମୟରେ ସାମ୍ନାକୁ ଆସିଛି। ବିଜେଡି

ରାଜଧାନୀରେ ଗ୍ୟାସ୍ ସଙ୍କଟ,LPG ସିଲିଣ୍ଡର ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ୍

ଭୁବନେଶ୍ଵର,୧୦/୦୩: ଖଣ୍ଡଗିରି ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ସଂକଟ ।ଯାହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ତ୍ରୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖଣ୍ଡଗିରି ଥିବା ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ରାତିରୁ ଗ୍ରାହକମାନେ ଲମ୍ବା ଲାଇନ୍ ଲଗାଇ ବସିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଅନେକ

ଚୈତ୍ର ମଙ୍ଗଳବାରରେ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ମା ମଙ୍ଗଳା

କାକଟପୁର,୧୦/୦୩:ଚୈତ୍ରମାସର ପ୍ରଥମ ମଙ୍ଗଳବାର ଅବସରରେ ପୁରୀ ଜିଲ୍ଲାର କାକଟପୁର ମା ମଙ୍ଗଳା ମନ୍ଦିର ରେ ଆଜି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ପ୍ରତିବର୍ଷ ଭଳି ଏହି ପବିତ୍ର ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ମନ୍ଦିରକୁ

କ୍ଷମା ମାଗିଲା NCERT

ଭୁବନେଶ୍ଵର,୧୦/୦୩:ଅଷ୍ଟମ ଶ୍ରେଣୀର ନୂତନ NCERT ସାମାଜିକ ବିଜ୍ଞାନ ବହିରେ ପ୍ରକାଶିତ “The Role of Judiciary in Our Society” ଶୀର୍ଷକ ଚାପ୍ଟରକୁ ନେଇ ବିବାଦ ସୃଷ୍ଟି ହେବା ପରେ NCERT ପକ୍ଷରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଛି। ସଂସ୍ଥାର ନିର୍ଦ୍ଦେଶକ ଓ ସଦସ୍ୟମାନେ ଏହି

୨ ବାଇକ ମୁହାଁମୁହିଁ ଧକ୍କାରେ ୨ ମୃତ, ଜଣେ ଗୁରୁତର

ରାୟଗଡ଼ା,୧୦/୦୩:ରାୟଗଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ତିନିଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ଜିଲ୍ଲାର ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ସୂଚନା

ଭୟଙ୍କର ଅଗ୍ନିକାଣ୍ଡ: ୭ ବଖରା ଘର ପୋଡି ପାଉଁଶ, ଲକ୍ଷାଧିକ ଟଙ୍କାର କ୍ଷତି

କେନ୍ଦ୍ରାପଡ଼ା,୧୦/୦୩:କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ତେଣ୍ଡାକୁଡା ପଞ୍ଚାୟତର ବସନ୍ତପୁର ଗାଁରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଗାଁର କୁଳମଣି ମଲ୍ଲିକ ଓ ଧୁଳ ମଲ୍ଲିକଙ୍କ ୭ ବଖରା ଚାଳଛପର ଘର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି। ଘରଭିତରେ ରହିଥିବା ଧାନ,