Browsing Category
Odisha
ଦେଶପ୍ରେମର ଉତ୍ସାହ ସହିତ ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ ପକ୍ଷରୁ ସାଧାରଣତନ୍ତ୍ର ଦିବସ…
ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ଟ୍ରେନିଂ ସେଣ୍ଟରର ଡିଇଟି ପଡ଼ିଆରେ ଏକ ଭବ୍ୟ ସମାରୋହ ସହିତ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ଟାଟା ଷ୍ଟିଲ୍ କଳିଙ୍ଗନଗରର ଭାଇସ ପ୍ରେସିଡେଣ୍ଟ (ଅପରେସନ୍ସ) ଉତ୍ତମ ସିଂ ଆନୁଷ୍ଠାନିକ ଭାବେ ଜାତୀୟ ପତାକା…
ଗଣତନ୍ତ୍ରକୁ ସୁଦୃଢ଼ କରିବ ଏସଆଇଆର: ରାଜ୍ୟ ନିର୍ବାଚନ ଆୟୁକ୍ତ
ରାଜ୍ୟସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ
ଭୁବନେଶ୍ୱର, ୨୫ ଜାନୁଆରୀ : ଲୋକସେବା ଭବନ ସମ୍ମିଳନୀ କକ୍ଷ ଠାରେ ରାଜ୍ୟସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛି। ଏହି ଦିବସ ରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରାଜ୍ୟ ତଥା!-->!-->!-->…
କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ
ପାଟାଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା
The much awaited mini marathon, organised by KIIT and KISS annually with the moto of ‘education for all’, was held today across all districts of Odisha and various cities in India.
କୃଷି ଓଡିଶା – ୨୦୨୬ ଉଦଯାପିତ
ଯୁବପିଢ଼ି ଓଡ଼ିଶାର କୃଷି-ଉଦ୍ୟୋଗ ଆନ୍ଦୋଳନର ନେତୃତ୍ୱ ନେବାକୁ ରାଜ୍ୟପାଳଙ୍କ ଆହ୍ୱାନ
ଭୁବନେଶ୍ୱର, ଜାନୁଆରୀ ୨୪: ଯୁବପିଢ଼ି ଓଡ଼ିଶାରେ କୃଷି - ଉଦ୍ୟୋଗ ଆନ୍ଦୋଳନର ନେତୃତ୍ୱ ନେବାକୁ ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି l ଶନିବାର ଦିନ ଭୁବନେଶ୍ୱର ର!-->!-->!-->…
କିମସରେ ଭାରତର ପ୍ରଥମ ବହୁମୁଖୀ ୟୁଥ୍ ୱେଲନେସ୍ କ୍ଲିନିକ୍ ଆରମ୍ଭ
In a step towards addressing the often-overlooked health needs of young people, a dedicated Youth Wellness Clinic (Tarunya) has been inaugurated at the Department of Paediatrics at Kalinga Institute of Medical Sciences (KIMS) here.…
ଝାରସୁଗୁଡାରେ ଏପ୍ସିଲନର ଜାତୀୟ ଯୁବ ଦିବସ ଉତ୍ସବରେ ୧୩୦ରୁ ଅଧିକ ଯୁବ ଅଂଶଗ୍ରହଣକାରୀ
ଝାରସୁଗୁଡା : ଏପ୍ସିଲନ କାର୍ବନ ପ୍ରାଇଭେଟ ଲିମିଟେଡ ଏହାର ସିଏସଆର ଶାଖା ଏପ୍ସିଲନ ଫାଉଣ୍ଡେଶନ ମାଧ୍ୟମରେ ଝାରସୁଗୁଡା ଜିଲ୍ଲାର ଶ୍ରୀପୁରା ଗ୍ରାମସ୍ଥିତ ପିଏଚସି ପଡିଆଠାରେ ଏକ କମ୍ୟୁନିଟି ୟୁଥ ଏନ୍ଗେଜମେଂଟ ପ୍ରୋଗ୍ରାମର ଆୟୋଜନ କରି ଜାତୀୟ ଯୁବ ଦିବସ ପାଳନ କରିଛି । ଏହି!-->…
ଭୁବନେଶ୍ବରରେ ଶିଶୁ-ଅନୁକୂଳ ସ୍ଥାନ ସୃଷ୍ଟି କରିବା ପାଇଁ BMC ଏବଂ UNICEF ଏମଓୟୁ ସ୍ବାକ୍ଷର କରିଛନ୍ତି
ଭୁବନେଶ୍ବର : ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଏବଂ ୟୁନିସେଫ(UNICEF) ଓଡ଼ିଶା ଆଳି ଟିଏମସି କାର୍ଯ୍ୟାଳୟରେ ଏକ ବୁଝାମଣାପତ୍ର (MoU) ସ୍ବାକ୍ଷର କରିଛନ୍ତି ଯାହା ଦ୍ବାରା ସହରର ସହରାଞ୍ଚଳର ରୁଦୃଶ୍ୟ ଗୁଡ଼ିକୁ ସୁରକ୍ଷିତ, ସବୁଜ ଏବଂ ଅଧିକ ଶିଶୁ-ଅନୁକୂଳ ସ୍ଥାନରେ ପରିଣତ!-->…
Tata Steel କଳିଙ୍ଗନଗର ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
କଳିଙ୍ଗନଗର, ଜାନୁଆରୀ ୨୧, ୨୦୨୬: ସାମାଜିକ କଲ୍ୟାଣ ଏବଂ ସ୍ୱାସ୍ଥ୍ୟସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ, Tata Steel କଳିଙ୍ଗନଗର (TSK) ପକ୍ଷରୁ ବୁଧବାର, ପ୍ଲଟ୍-୨ ଅଡିଟୋରିୟମଠାରେ ଏକ ବୃହତ ରକ୍ତଦାନ ଶିବିର(Blood Donation) ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…
ଓଡିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ୟୁକୋ…
Department of Agriculture & Farmers’ Welfare, Government of India, has awarded the Odisha State Cooperative Bank (OSCB) and UCO Bank, Odisha unit (SLBC Convenor for Odisha) for their outstanding performance in the implementation of…
ରାଜ୍ୟର ୧୬୬ ଗୋଟି ରେଲୱେ ଓଭର ବ୍ରିଜ୍ ନିର୍ମାଣ ନେଇ ସମୀକ୍ଷା ବୈଠକ
High-level review meeting was held between senior officials of the East Coast Railway and the Works Department to assess the progress of 166 Railway Over Bridges proposed on Works Department roads at various locations across Odisha. The…