Browsing Category

Odisha

ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ମୋବାଇଲ କମାଣ୍ଡ ପୋଷ୍ଟ କମିଶନ

ଝାରସୁଗୁଡା : ନୂତନ କମାଣ୍ଡ ପୋଷ୍ଟଟି ୧୯ ଜାନୁଆରୀ ୨୦୨୬ ରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ଆଗମନ ପରେ, ନିର୍ମାତାଙ୍କ ପକ୍ଷରୁ ବିମାନବନ୍ଦର ଉଦ୍ଧାର ଏବଂ ଅଗ୍ନି ନିର୍ବାପନ (ARFF) କର୍ମଚାରୀମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଥିଲା।

ABPMJAY: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଚିନ୍ତନ ଶିବିର…

National level Chintan Shivir on Ayushman Bharat Pradhan Mantri Jana Arogya Yojana (ABPMJAY) and Ayushman Bharat Digital Misson (ABDM) was inaugurated by Minister Health & Family Welfare, Parliamentary Affairs and Electronics &…

“ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋମାନେ ଓଡ଼ିଶାର ବିକେନ୍ଦ୍ରୀକୃତ ଦକ୍ଷତା ଶାସନକୁ ସୁଦୃଢ଼…

ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ କାର୍ଯ୍ୟକ୍ରମର ତୃତୀୟ ଏକାଡେମିକ ଫୋରମ୍ ଉଦଘାଟିତ ଭୁବନେଶ୍ୱର, ୧୯/୦୧/୨୦୨୬: ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ କାର୍ଯ୍ୟକ୍ରମର ତୃତୀୟ ଏକାଡେମିକ ଫୋରମ୍ ଭୁବନେଶ୍ୱରସ୍ଥିତ 'ୱାର୍ଲ୍ଡ ସ୍କିଲ୍ ସେଣ୍ଟର' ଠାରେ ଉଦଘାଟିତ ହୋଇଯାଇଛି। ଏହାକୁ

କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ ଜାମସେଦପୁର କ୍ୟାନସର ସୋସାଇଟି ପକ୍ଷରୁ ଭ୍ରାମ୍ୟମାଣ କ୍ୟାନସର ସ୍କ୍ରିନିଂ…

କଳିଙ୍ଗନଗର, ଜାନୁଆରୀ ୧୯, ୨୦୨୫: ଗ୍ରାମାଞ୍ଚଳରେ କର୍କଟ ରୋଗର ଭୟାବହତାକୁ ରୋକିବା ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ) ଏକ ବୃହତ ପଦକ୍ଷେପ ଗ୍ରହଣ କରିଛି । କଳିଙ୍ଗନଗରସ୍ଥିତ ଦାନଗଦୀ ଏବଂ ସୁକିନ୍ଦା ଅଞ୍ଚଳର ଗ୍ରାମୀଣ…

ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିତ : ତବଲା ଓ ମର୍ଦ୍ଦଳ ବାଦନ ଏବଂ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତର ଯାଦୁକରୀ…

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୬ ଆଜି ଉଦ୍‌ଯାପିତ ହୋଇଛି।ଆଜିର ଉଦ୍‌ଯାପନୀ ସନ୍ଧ୍ୟାରେ ଗୁରୁ ବିଶ୍ୱ ରଞ୍ଜନ ନନ୍ଦ ଏବଂ ସାଥୀକଳାକାର ମାନେ ତବଲା ଓ


ଦଶମ ସବ୍-ଜୁନିୟର ଜାତୀୟ ରଗ୍‌ବୀ ସେଭେନ୍ସ ଚାମ୍ପିଅନସିପ୍‌ର ଶୁଭାରମ୍ଭ, ଓଡ଼ିଶା ବାଳିକା ଦଳ ବିଜୟ

The 10th Sub-Junior National Rugby Sevens Championship-2025 commenced today at the iconic Kalinga Stadium, Bhubaneswar. The tournament is being jointly organized by the Department of Sports and Youth Services (DSYS), Government of Odisha,…

ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂତନ ଉଦ୍ୟମ ପ୍ରତିଯୋଗିତା ଉଦ୍‌ଘାଟିତ, ୧୪ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ

ଭାଗନେଲେ ୧୪ ବିଶ୍ୱ ବିଦ୍ୟାଳୟର ୭୨ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ଟି ଷ୍ଟାର୍ଟଅପ୍ ପ୍ରକଳ୍ପକୁ ଚୟନ କରାଯିବ ସହ ପ୍ରତ୍ୟେକ ପ୍ରକଳ୍ପକୁ ପ୍ରଦାନ କରାଯିବ ୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ଭୁବନେଶ୍ୱର, ୧୬ ଜାନୁଆରୀ, ୨୦୨୬ : ଓଡ଼ିଶାର ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ

ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପାଠ୍ୟପୁସ୍ତକ ବିକାଶକୁ ଗୁରୁତ୍ଵ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

• ଛୋଟ ପ୍ରୟାସରୁ ଆସିବ ବଡ଼ ପରିବର୍ତ୍ତନ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ• ଶିକ୍ଷା କ୍ଷେତ୍ରରେ ସଂସ୍କାର ପିଲାମାନଙ୍କ ଭବିଷ୍ୟତ ଓ ଓଡ଼ିଶାର ପ୍ରଗତି ପାଇଁ ଏକ ସାମୂହିକ ପ୍ରତିବଦ୍ଧତା: ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ଵର, ୧୬ ଜାନୁଆରୀ ୨୦୨୬: ଭୁବନେଶ୍ବର ପରିଦର୍ଶନରେ ଆସି ଆଜି କେନ୍ଦ୍ର

ବ୍ୟାସକବି ଫକୀରମୋହନ ଜାତୀୟ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର, ୧୫ ଜାନୁଆରୀ,୨୦୨୬ : ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଫକୀର ମୋହନ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ନେଇ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି।ଜ୍ଞାନପୀଠ ପୁରସ୍କାର