Browsing Category
Odisha
ମିଶନ ଶକ୍ତିର ୪୦୦୦ ସଦସ୍ୟା ପର୍ଯ୍ୟଟନର ବିକାଶ ପାଇଁ ହେବେ ପ୍ରଶିକ୍ଷିତ
The Department of Mission Shakti, Signes Memorandum of Understanding (MoU) with the Tourism & Hospitality Skill Council for Empowering Women through Skill Development and Entrepreneurship. 4000 SHG women to be trained. Hon’ble Deputy…
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ!-->…
ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ କଳିଙ୍ଗନଗର ପୋଲିସର ମିଳିତ ସଡ଼କ ସୁରକ୍ଷା ସଚେତନତା ଅଭିଯାନ
କଳିଙ୍ଗନଗର,ଜାନୁଆରୀ ୧୫, ୨୦୨୬: ୩୭ତମ ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ, ସୁରକ୍ଷିତ ଏବଂ ଦାୟିତ୍ୱସମ୍ପନ୍ନ ସଡ଼କ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇ, ଟାଟା ଷ୍ଟିଲ୍ କଳିଙ୍ଗନଗରର (ଟିଏସକେ) ସୁରକ୍ଷା ବିଭାଗ, କଳିଙ୍ଗନଗର ପୋଲିସ ସହଯୋଗରେ…
Ama Bus Service : ଆମ ବସ୍ ସେବା ଉପରେ ଊଚ୍ଚସ୍ତରୀୟ କମିଟି ବୈଠକ
ଭୁବନେଶ୍ଵର, ୧୪/୧: ଆମ ବସ୍ ସେବା(Ama Bus Service) ସମ୍ପର୍କିତ ଗଠିତ ଊଚ୍ଚସ୍ତରୀୟ କମିଟି କ୍ରୁଟ୍ କାର୍ଯ୍ୟାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଭାରି ଯାନ ଚଳାଚଳ ଦ୍ଵାରା ସଡ଼କ ବ୍ୟବହାକାରୀଙ୍କ ସୁରକ୍ଷା,!-->…
କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ୧୦ମ ସବ୍-ଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍
ଭୁବନେଶ୍ୱର, ୧୩ ଜାନୁଆରୀ, ୨୦୨୫ : ଆସନ୍ତା ଜାନୁଆରୀ ୧୬ ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ରଗବୀ ଇଣ୍ଡିଆ ଏବଂ ଓଡ଼ିଶା ଷ୍ଟେଟ୍ ରଗବୀ ଆସୋସିଏସନ ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ 'ଦଶମ ସବ୍-ଜୁନିୟର ଜାତୀୟ ରଗବୀ!-->!-->!-->…
ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ପକ୍ଷରୁ ଗୁଗୁଲ୍ ଡେଭେଲପର୍ ଗ୍ରୁପ୍ ସହଯୋଗରେ ସଫଳ ଜେନ-ଏଆଇ ହ୍ୟାକାଥନ୍ ଆୟୋଜିତ
ଛାତ୍ର ନବୋନ୍ମେଷକମାନେ ଗୁଗୁଲ୍ ପ୍ରଯୁକ୍ତି ବ୍ୟବହାର କରି ଏଡ୍ଟେକ୍ ଓ ଫିନ୍ଟେକ୍ କ୍ଷେତ୍ର ପାଇଁ ଏଆଇ ଆଧାରିତ ସମାଧାନ ପ୍ରସ୍ତୁତ କରିଛନ୍ତି
ଭୁବନେଶ୍ୱର : ବିର୍ଲା ଗ୍ରୁପ୍ର ଏକ ପ୍ରମୁଖ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ) ତାହାର କ୍ୟାମ୍ପସରେ…
ପିପଳିକଣିରେ ଓପିଜିସି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର, ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ସେବା
ଝାରସୁଗୁଡା : ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ପିପିଲିକାନି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପିପିଲିକାନି ସରପଞ୍ଚ ଶ୍ରୀକାନ୍ତ ଦେହେରିଆ!-->…
ଓଡିଶୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀକୁ ନମ୍ରତା ଏବଂ ଅନୁଗ୍ରହର ସହିତ ପାଳନ କରାଯାଉଛି
ଭୁବନେଶ୍ୱର :ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ,ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଏବଂ ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ ମିଳିତ ଭାବରେ ଆୟୋଜିତ କେଳୁଚରଣ-କୀର୍ତ୍ତି-ଶତକମର ଦ୍ୱିତୀୟ ଦିନ, ପ୍ରଥମ ଦିନର ସମାନ ଉତ୍ସାହ ଏବଂ ଉଦ୍ଦୀପନାକୁ ଦେଖି,…
SGFI ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା
ଭୁବନେଶ୍ବର, ୭ ଜାନୁଆରୀ ୨୦୨୬: ଝାଡ଼ଖଣ୍ଡର ରାଞ୍ଚି ଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷ ରୁ କମ୍ ବୟସର ବାଳକ ଓ ବାଳିକା ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା । ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ୪ ଟି ସ୍ବର୍ଣ୍ଣ!-->…
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସର ଉଦଯାପନୀ ସମାରୋହରେ ଯୋଗ ଦେଲେ ପୂର୍ବତନ ଉପ ରାଷ୍ଟ୍ରପତି…
ମାନବୀୟ ମୂଲ୍ୟବୋଧ ସହ ଜଡିତ ରହିଲେ ସଂସ୍କୃତି ପ୍ରକୃତରେ ବିକଶିତ ହୁଏ:ଭେଙ୍କୟା ନାଇଡୁ
ଭୁବନେଶ୍ୱର, ଜାନୁଆରୀ ୭: ସାମାଜିକ ସମନ୍ୱୟ, ପରିବେଶଗତ ସ୍ଥିରତା, ଶ୍ରମର ମର୍ଯ୍ୟାଦା ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଭଳି ପ୍ରକୃତ ମାନବୀୟ ମୂଲ୍ୟବୋଧ ସହିତ ଜଡିତ ରହିଲେ ସଂସ୍କୃତି ପ୍ରକୃତରେ!-->!-->!-->…