Browsing Category

Odisha

ଆଦାନି ଫାଉଣ୍ଡେସନ୍‌ଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପୋଷଣ ସହାୟତା

ଧାମରା: ଆଦାନି ସିଏସଆର୍ ଶାଖା ତରଫରୁ ଆଦାନି ଫାଉଣ୍ଡେସନ୍‌ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନରେ ସହଭାଗୀ ହୋଇ, ସମୁଦାୟ ସ୍ବାସ୍ଥ୍ୟ ସୁଦୃଢ କରିବାରେ ନୂତନ ପଦକ୍ଷେପ ଗ୍ରହଣ କରିଛି I ଚାନ୍ଦବାଳି, ତିହିଡି ଓ ବସୁଦେବପୁର ବ୍ଲକ୍‌ର ୯୫ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଖାଦ୍ୟ…

ଓଡ଼ିଶାରେ ଜିଓ ଏକ ନମ୍ବର, ନଭେମ୍ବରରେ ଯୋଡ଼ିଛି ସର୍ବାଧିକ ୧ ଲକ୍ଷ ୮୫ ହଜାର ନୂତନ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଜୟଯାତ୍ରା ଜାରି ରଖି, ରିଲାଏନ୍ସ ଜିଓ ନଭେମ୍ବର ମାସରେ ୱାୟାରଲେସ୍, ୱାୟାରଲାଇନ୍ ଏବଂ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) କ୍ଷେତ୍ରରେ ସର୍ବାଧିକ ୧ ଲକ୍ଷ ୮୫ ହଜାର ନୂତନ ଗ୍ରାହକ ଯୋଡିଛି। ଭାରତୀୟ

ଆମ ବସ୍ ସୁରକ୍ଷା ଏବଂ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ୱର, ୦୪/୦୧/୨୦୨୫ : Ama Bus ଦୁର୍ଘଟଣାରେ ରାଜଧାନୀରେ ଦୁଇ ଜଣଙ୍କ ଜୀବନ ଯିବାପରେ ପରିପ୍ରେକ୍ଷୀରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି Ama Bus ସେବାର ସୁରକ୍ଷା, ପରିଚାଳନା ଏବଂ ପରିଚାଳନା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ନିର୍ମାଣ ଏବଂ ନଗର…

୯ରୁ କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ୨୦୨୬

ଭୁବନେଶ୍ୱର : ଆମେରିକାନ ଆସୋସିଏସନ ଅଫ ଇଣ୍ଡିଆନ ଅରିଜିନ (ଭାରତୀୟ ବଂଶୋଦ୍ଭବ ଚିକିତ୍ସକ ସଂଘ- ଏଏପିଆଇ) ପକ୍ଷରୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‍ସେସ୍ (କିମସ)ରେ ଗ୍ଲୋବାଲ୍ ହେଲଥ୍‍କେୟାର ସମିଟ୍ ୨୦୨୬ ଆୟୋଜିତ ହେଉଛି। ଜାନୁଆରୀ ୯ ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା

ଜାତୀୟ ଯୁବ ଦିବସରେ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ହେବ “ବନ୍ଦେ ମାତରମ୍” ସାମୂହିକ ଗାନ

ଭୁବନେଶ୍ୱର, ୩ ଜାନୁଆରୀ, ୨୦୨୫ :  “ବନ୍ଦେ ମାତରମ୍‌ର”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୨ ତାରିଖରେ (ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ) ଛାତ୍ରଛାତ୍ରୀମାନେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ। ଏଥିସହ

ଓଡ଼ିଶା ଡବ୍ଲ୍ୟୁସିଡି ଜିଇଏମ୍ ସ୍ମାର୍ଟଫୋନ୍ ଟେଣ୍ଡର(ବିଡ୍ ନଂ.ଜିଇଏମ୍/୨୦୨୫/ବି/୬୪୭୯୪୯୮-୭୯,୦୩୩ ୟୁନିଟ୍)

ଭୁବନେଶ୍ୱର : ଓଡ଼ିଶା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ସ୍ପେଶାଲ ପର୍ପସ୍ ଟେଲିଫୋନ୍ସ' (ଆଇସିଡିଏସ୍ ପାଇଁ ସ୍ମାର୍ଟଫୋନ୍) – ପୋଷଣ ଅଭିଯାନ (ଭି୨)' ପାଇଁ ଜିଇଏମ୍ ଟେଣ୍ଡର ଆହ୍ୱାନ କରାଯାଇଛି । ୭୯,୦୩୩ ସ୍ମାର୍ଟଫୋନ୍ ପାଇଁ ଜିଇଏମ୍/୨୦୨୫/ବି/୬୪୭୯୪୯୮ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

ଭୁବନେଶ୍ୱର, : ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ ଭୁବନେଶ୍ୱର ପକ୍ଷରୁ ଗୁରୁବାର ହସ୍ପିଟାଲ ପରିସରରେ ନୂଆବର୍ଷ ପାଳନ କରାଯାଇଛି । ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ରଙ୍କ…

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଲକ୍ଷ୍ୟଭିତ୍ତିକ ନେତୃତ୍ୱକୁ କୃତଜ୍ଞତା ଓ ସମ୍ମାନ ଉତ୍ସର୍ଗୀକୃତ ଓ ବୃତ୍ତିଗତ…

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଗାମୀ ଡିସେମ୍ୱର ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ଦୀର୍ଘ ଦେଢ ବର୍ଷର ମୁଖ୍ୟ ଶାସନ ସଚିବ ସମୟର କାର୍ଯ୍ୟାବଳୀ, ପୂର୍ବରୁ ପ୍ରଶାସନିକ ସେବାରେ ଭାରତ ସରକାରଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା

ଲୋକକେନ୍ଦ୍ରିକ ପ୍ରଶାସନର ପ୍ରେରକ: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଗାମୀ ଡିସେମ୍ୱର ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ଦୀର୍ଘ ଦେଢ ବର୍ଷର ମୁଖ୍ୟ ଶାସନ ସଚିବ ସମୟର କାର୍ଯ୍ୟାବଳୀ, ପୂର୍ବରୁ ପ୍ରଶାସନିକ ସେବାରେ ଭାରତ ସରକାରଙ୍କ ସମେତ ରାଜ୍ୟର ବିଭିନ୍ନ

ଅଙ୍କୁରାୟନ ୨୦୨୫ ଉଦଯାପିତ – ଭାଗନେଲେ ଚାରିହଜାରରୁ ଅଧିକ ଛାତ୍ରଛାତ୍ରୀ

ଲଙ୍କାପଡା, ଜଗତସିଂହପୁର : ଗତ ୧୯ ଡିସେମ୍ବର ରେ ତ୍ରିଦିବସୀୟ ଶିଶୁ ତଥା ଯୁବ ଉତ୍ସବ ଅଙ୍କୁରାୟନ ଉଦଯାପିତ ହୋଇଯାଇଛି। ଏଥିରେ ଓଡିଶାର ଆଠଟି ଜିଲ୍ଲାରୁ ସାଢେ ଚାରି ହଜାରରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଯୁବ ସ୍ୱେଛାସେବୀ ମାନଙ୍କର ସମାଗମ ହୋଇଥିଲା। ଜଗତସିଂହପୁର ଜିଲ୍ଲାର ଲଙ୍କାପଡା ଓ