Browsing Category

Odisha

ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ,ବାଲେଶ୍ଵର ଓ ଖୋର୍ଦ୍ଧାରେ ସର୍ବାଧିକ ସାମ୍ପ୍ରଦାୟିକ ହିଂସା

ଭୁବନେଶ୍ଵର,୧୦/୦୩:ରାଜ୍ୟରେ ଗତ ୨୦ ମାସ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ଓ ଭିଡ଼ ହତ୍ୟା ସମ୍ପର୍କିତ ମୋଟ ୫୪ଟି ମାମଲା ସାମ୍ନାକୁ ଆସିଥିବା ସାଂଘାତିକ ତଥ୍ୟ ବିଧାନସଭାରେ ପ୍ରକାଶ ପାଇଛି। ବିଧାନସଭାରେ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ

ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ

ଭୁବନେଶ୍ଵର,୦୯/୦୩:ଓଡ଼ିଶା ସରକାରଙ୍କ ପ୍ରଶାସନିକ କେନ୍ଦ୍ର ଲୋକସେବା ଭବନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ତଥ୍ୟ ବିଧାନସଭାରେ ପ୍ରକାଶ ପାଇଛି। ଏହାରୁ ରାଜ୍ୟ ପ୍ରଶାସନର କାର୍ଯ୍ୟସଂଚାଳନ ଉପରେ ପ୍ରଭାବ ପଡ଼ୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ବିଧାନସଭାରେ

ବଢୁଛି ସଡ଼କ ଦୁର୍ଘଟଣା,10 ବର୍ଷରେ ଜୀବନ ହରାଇଛନ୍ତି 53 ହଜାର 451 ଜଣ

ଭୁବନେଶ୍ଵର,୦୯/୦୩:ରାଜ୍ୟରେ ସଡ଼କ ଦୁର୍ଘଟଣାର ସଂଖ୍ୟା ଦିନକୁଦିନ ବଢ଼ୁଥିବା ଚିନ୍ତାର କାରଣ ହୋଇପଡ଼ିଛି। ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ମୋଟ ୧ ଲକ୍ଷ ୧୩ ହଜାର ୩୨୫ଟି ମାମଲା ରୁଜୁ ହୋଇଥିବା ତଥ୍ୟ ବିଧାନସଭାରେ ପ୍ରକାଶ ପାଇଛି।ବିଧାନସଭାରେ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ

୩ ଡିଗ୍ରୀ ବଢ଼ିବ ତାତି, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ଵର,୦୯/୦୩:ରାଜ୍ୟରେ ପୁଣିଥରେ ଦିନ ତାପମାତ୍ରା ବଢ଼ିବାର ସମ୍ଭାବନା। ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହା ସହିତ ଆଗାମୀ କିଛି

ସରକାରୀ ବାବୁ ଙ୍କୁ ଛାଡୁନି କ୍ଵାଟର ମୋହ

ଭୁବନେଶ୍ଵର,୦୯/୦୩: କଟକ ଓ ଭୁବନେଶ୍ୱରରେ ସରକାରୀ କ୍ୱାର୍ଟର ଛାଡ଼ିବାକୁ ନେଇ ଅନେକ ଅନିୟମିତତା ଦେଖାଦେଇଛି। ବଦଳି ହେବା କିମ୍ବା ଅବସର ନେବା ପରେ ମଧ୍ୟ ସରକାରୀ କର୍ମଚାରୀ ସରକାରୀ ଆବାସ ଛାଡ଼ୁନାହାନ୍ତି। ଏହାକୁ ନେଇ ସରକାରଙ୍କ ନଜର ପଡ଼ିଛି।ବିଧାନସଭାରେ ଏହି ସମ୍ବନ୍ଧରେ ଏକ ପ୍ରଶ୍ନର

ସମ୍ପତ୍ତି ତାଲିକା ଦେବାକୁ କୁନ୍ଥୁ କୁନ୍ଥୁ ସରକାରୀ କର୍ମଚାରୀ

ଭୁବନେଶ୍ଵର,୦୯/୦୩: ସମ୍ପତ୍ତି ତାଲିକା ଦେବାକୁ କୁନ୍ଥୁ କୁନ୍ଥୁ ସରକାରୀ କର୍ମଚାରୀ।CMGI ସୂଚନା ଅନୁଯାୟୀ,ମାର୍ଚ୍ଚ ଦୁଇ ତାରିଖ ସୁଦ୍ଧା ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି।ରାଜ୍ୟ ସରକାରଙ୍କ ଅଧୀନରେ ଥ‌ିବା କର୍ମଚାରୀଙ୍କ ନିମନ୍ତେ, ରାଜ୍ୟ ସରକାର

Cyber Fraud: ଦୁଇ ବର୍ଷରେ ୭୧୧ କୋଟି ଟଙ୍କା ଲୁଟି ନେଲେଣି ସାଇବର ଠକ

ଭୁବନେଶ୍ଵର,୦୯/୦୩:ଅନଲାଇନରେ ଲେଣଦେଣ କରୁଛନ୍ତି କି ହୋଇ ଯାଆନ୍ତୁ ସବାଧାନ  । ଆଖି ପିଛୁଳାକେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ (Cyber Fraud)। ବିଧାନସଭାରୁ ଆସିଲା ଆଖି ତରାଟିଦେବା ଭଳି ତଥ୍ୟ। ଦୁଇ ବର୍ଷରେ ୭୧୧ କୋଟି ରୁ ଉର୍ଦ୍ଧ ଟଙ୍କା ଠକି ନେଲେଣି ସାଇବର ଠକ ।  Also

International Women’s Day : କିଟ୍‍ ଓ କିସ୍‍ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର, ୮। ୩: କିଟ୍‍ ଓ କିସ୍‍ ପକ୍ଷରୁ ଆଜି ଅନ୍ତର୍ଜାତୀୟ ମହିଳା ଦିବସ (International Women's Day ) ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କ ଅବଦାନ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ…

ବିକଶିତ ଭାରତ @୨୦୪୭ ର ଦୃଷ୍ଟିକୋଣ ଗଢିବା ପାଇଁ ଆଇଆଇଏମ ସମ୍ବଲପୁରରେ ମହିଳା ନେତୃତ୍ୱଙ୍କ ସମାବେଶ

ସମ୍ବଲପୁର: ଭାରତର ଅଗ୍ରଣୀ ପ୍ରବନ୍ଧନ ଶିକ୍ଷା ସଂସ୍ଥାନ, ଆଇଆଇଏମ ସମ୍ବଲପୁରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛିା। ଏହି ଅବସରରେ ପ୍ରଶାସନ, ପୁଲିସ, କର୍ପୋରେଟ୍ ଓ ଶିକ୍ଷାକ୍ଷେତ୍ରର ମହିଳା ନେତୃତ୍ୱମାନେ ଏକତ୍ର ହୋଇ ନେତୃତ୍ୱ, ନିଷ୍ପତ୍ତି ଗ୍ରହଣ ଏବଂ ୨୦୪୭ ସୁଦ୍ଧା ଏକ ଅଧିକ…

ଆହୁରି ୨୪ ଘଣ୍ଟା ବର୍ଷିବ ,ବିଜୁଳି ଓ ଘଡ଼ଘଡ଼ି ପାଇଁ ସତର୍କତା

ଭୁବନେଶ୍ଵର,୦୯/୦୩:ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଚାନ୍ଦବାଲି ଏବଂ କେନ୍ଦୁଝରର କିଛି ଅଞ୍ଚଳରେ ବର୍ଷା ହୋଇଛି। ପାଣିପ‌ାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ମଧ୍ୟରେ କାଳବୈଶାଖୀ