Browsing Category
Odisha
୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶ ହେବ ନକ୍ସଲବାଦ ମୁକ୍ତ
କଟକ,୦୬/୦୩:ନକ୍ସଲ ମୁକ୍ତରେ CISFର ବଡ଼ ଅବଦାନ । ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ CISFର ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ । ସମୟ ସହିତ ନିଜକୁ ଗଢ଼ିଛି CISF । ଦେଶର ସୁରକ୍ଷାରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ । ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ବୋଲି!-->…
ICC Men’s T20 World Cup: ଭାରତ ବନାମ ନ୍ୟୁଜିଲାଣ୍ଡ, ୮ରେ ମହାମୁକାବିଲା
ଭୁବନେଶ୍ୱର ୦୬/୦୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଟାଇଟଲ ଟକ୍କର(ICC Men's T20 World Cup) । ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ପ୍ରବେଶ କରିସାରିଛି । କାଲି ଇିଂଲିସ ବାହାନୀକୁ ଧୂଳି ଚଟାଇ ଫାଇନାଲରେ ଏଣ୍ଟ୍ରି କରିଛି ଟିମ୍!-->…
୮ ରୁ ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର ୦୬/୦୩:ବଦଳିବ ପାଗ।ତାତିରେ ଲାଗିବ ବ୍ରେକ।୮ ତାରିଖରୁ ରାଜ୍ୟରେ ବର୍ଷା। ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।୮ ତାରିଖ ପାଇଁ ଜଗତସିଂପୁର,କେନ୍ଦ୍ରାପଡ଼ା,ଭଦ୍ରକ,ବାଲେଶ୍ଵର,କେନ୍ଦୁଝର,ମୟୂରଭଞ୍ଜ,ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି!-->…
ମୁଣ୍ଡଳି CISF ଅଭିମୁଖେ ଅମିତ ଶାହ
ଭୁବନେଶ୍ୱର ୦୬/୦୩: ଭୁବନେଶ୍ୱରରେ ଅମିତ ଶାହ । ସ୍ବତନ୍ତ୍ର ବାୟୁସେନା ବିମାନରେ ଆସି ପହଞ୍ଚିଲେ ଶାହ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି କଟକ ମୁଣ୍ଡଳି CISF ଅଭିମୁଖେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ!-->…
ଡକ୍ଟର ପ୍ରତିଭା ରାୟଙ୍କ ଗୀତ ଉପରେ ଆଧାରିତ ସଂଗୀତ ଭିଡିଓଗୁଡ଼ିକର ଏକ ସଂକଳନ ଉପସ୍ଥାପନ
ଅରୋମିରା ଦ୍ୱାରା ଆୟୋଜିତ ଡକ୍ଟର ପ୍ରତିଭା ରାୟଙ୍କ ସାହିତ୍ୟିକ ଐତିହ୍ୟକୁ ପାଳନ କରି ଏକ ଐତିହାସିକ ସଂଗୀତ ଭିଡିଓ ସଂକଳନ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଉପସ୍ଥାପନ ହୋଇଛି l ଏହି ଉତ୍ସବରେ ଡକ୍ଟର ପ୍ରତିଭା ରାୟ, ବିଶିଷ୍ଟ ଶିକ୍ଷାବିତ ତଥା ବୈଜ୍ଞାନିକ ଡକ୍ଟର ପ୍ରିୟମ୍ବଦା ମହାନ୍ତି…
ପତିତପାବନ ବାନା ଉପରେ ବସିଲା ଚିଲ
ପୁରୀ,୫/୦୩:ଆଜି ଅପରାହ୍ଣରେ ନୀଳ ଚକ୍ର ଉପରେ ଏକ ଚିଲ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପତିତପାବନ ବାନା ଉପରେ କିଛି ସମୟ ଧରି ବସିଥିଲା ଚିଲ । ଏନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଶ୍ରୀମନ୍ଦିର ଉପରେ କିଛି ସମୟ ଉଡ଼ିବା ପରେ ଚିଲଟି ପତିତପାବନ!-->…
ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ‘ଗୋ-ହୋମଷ୍ଟେ’ ପୋର୍ଟାଲ୍ ଶୁଭାରମ୍ଭ
ଭୁବନେଶ୍ୱର,୫/୦୩: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱରସ୍ଥିତ ଲାଇଫ୍ ହୋଟେଲରେ 'ଗୋ-ହୋମଷ୍ଟେ' ପୋର୍ଟାଲର ଶୁଭାରମ୍ଭ କରି ଓଡ଼ିଶାରେ ସମୁଦାୟ-ନେତୃତ୍ୱାଧୀନ ପର୍ଯ୍ୟଟନକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଅଂଶୀଦାରମାନଙ୍କୁ ସଚେତନ!-->…
ପ୍ରଦର୍ଶନୀ ପଡିଆରେ “ନ୍ୟାୟ ସଂହିତା ପ୍ରଦର୍ଶନୀ”, ଆସନ୍ତାକାଲି ଉଦଘାଟନ କରିବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ଵର,୦୫/୦୩:ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ୟୁନିଟ–III ସ୍ଥିତ ପ୍ରଦର୍ଶନୀ ପଡିଆ, ଭୁବନେଶ୍ୱରଠାରେ “ନ୍ୟାୟ ସଂହିତା ପ୍ରଦର୍ଶନୀ” ଆୟୋଜନ କରାଯାଉଛି।ଆସନ୍ତା!-->…
ଓଡ଼ିଶା ମାଟିର ଗର୍ବ ଓ ଗୌରବ ଥିଲେ ବିଜୁ ବାବୁ
ଭୁବନେଶ୍ଵର,୦୫/୦୩:ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ବିଜୁ ବାବୁଙ୍କ ଦୂରଦୃଷ୍ଟି ଏବଂ ଓଡ଼ିଶାର ବିକାଶ ପାଇଁ ତାଙ୍କର ସଂକଳ୍ପକୁ!-->…
OTET କେଳେଙ୍କାରୀ;୮ ଅଭିଯୁକ୍ତଙ୍କୁ ଜାମିନ
କଟକ,୦୫/୦୩:ବହୁ ଚର୍ଚ୍ଚିତ OTET ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ମୋଟ ୮ ଜଣଙ୍କୁ ମିଳିଲା ଜାମିନ। ସର୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ତଦନ୍ତରେ ସହଯୋଗ କରିବା, ଦେଶ ଛାଡ଼ି ନଯିବା, ବୋର୍ଡ ପକ୍ଷରୁ ନିହାର ରଞ୍ଜନ ମହାନ୍ତି ଓ ଜିତନ୍ ମହାରଣାଙ୍କୁ କୌଣସି Assignment ନଦେବା!-->…