Browsing Category

Odisha

୧୬ରେ ଭୋଟ୍ ,ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ

ଭୁବନେଶ୍ବର,୫/୦୩:ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ରାଜ୍ୟସଭା ଆସନ ପାଇଁ ନାଁ ଘୋଷଣା ସରିଥିବାରୁ ଓ ଆଜି ଶେଷ ଦିନ ହୋଇଥିବାରୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ଏନେଇ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଟକ ଓ ଭୁବନେଶ୍ବରରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ବର,୫/୦୩:ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ।କାଲି କଟକ ମୁଣ୍ଡଳୀ ଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗଦେବେ ଅମିତ ଶାହ। ମୁଣ୍ଡଳୀ ଠାରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଖାରବେଳ ରିଜିଓନାଲ ଟ୍ରେନିଂ

ବୃନ୍ଦାବନ ମହୋତ୍ସବ : ପଦ୍ମଶ୍ରୀ ହରିହରନଙ୍କ ଗଜଲରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର,୫/୦୩:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ବୃନ୍ଦାବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ଶ୍ରୀ ହରିହରନ ଯୋଗଦେଇ

ଆଜିର ରାଶିଫଳ,କେମିତି କଟିବ ଆପଣଙ୍କ ଦିନ

ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବୃଷ:- ଆଜି

ଫାଇନାଲରେ ନ୍ୟୁଜିଲାଣ୍ଡ

କଲିକତା,୪/୩:ପ୍ରଥମ ଦଳ ଭାବେ ଫାଇନାଲରେ ନ୍ୟୁଜିଲାଣ୍ଡ।ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ।ଜିତିବା ପାଇଁ ନ୍ୟୁଜିଲାଣ୍ଡ ପାଇଁ ୧୭୦ ରନର ଟାର୍ଗେଟ୍ ଥିଲା। ଦଳ ୧୨.୫ ଓଭରେ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୭୩ ରନ୍ କରି ଟାର୍ଗେଟ୍ ହାସଲ କରି ନେଇଛି।

ଶ୍ରୀମନ୍ଦିରର ତିନି ସେବକଙ୍କୁ କୈଫିୟତ୍ ତଲବ

ପୁରୀ,୪/୦୩:ଗତ ୨୮ ଫେବୃଆରୀ ତାରିଖରେ ସେବାପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କୈଫିୟତ୍ ତଲବ କରିଛନ୍ତି।ଶ୍ରୀ ରାମକୃଷ୍ଣ ଖୁଣ୍ଟିଆ, ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ ଖଟଣିଆ

ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଆଳି,୪/୩: ଖରସ୍ରୋତା ନଦୀକୁ ଡେଇଁ ଯୁବତୀକୁ ଆତ୍ମହତ୍ୟା ଉଦ୍ୟମ। ଉଦ୍ଧାର କଲେ ସ୍ଥାନୀୟ ଲୋକ ।କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନଆଙ୍କୋ ଅଞ୍ଚଳରୁ ଆସିଛି ଅଭାବନୀୟ ଦୃଶ୍ୟ। ପାରିବାରିକ କଳହରୁ ଯୁବତୀଙ୍କ ଆତ୍ମହତ୍ୟା ସନ୍ଦେହ । ସୂଚନା ଅନୁଯାଇ ଆଜି ସାନ୍ଧ୍ୟ ୮ ଘଟିକା ସମୟରେ

୮ ଘଣ୍ଟା ହେବ ଜଳୁଛି ଜଙ୍ଗଲ, ସବୁଆଡେ ନିଆଁ

ଉଦଳା,୦୪/୦୩: ୮ ଘଣ୍ଟା ହେବ ଜଳୁଛି ଜଙ୍ଗଲ। ସକାଳ ଯାଇ ରାତି ହେଲା କିନ୍ତୁ ନିଆଁ ଲିଭିବା ବଦଳରେ ହୁ ହୁ ହୋଇ ଜଳି ଜଙ୍ଗଲ ଭିତରେ ମାତି ଚାଲିଛି। ଏଭଳି ଚିତ୍ର ସାମ୍ନାକୁ ଆସିଛି କପ୍ତିପଦା ବନାଞ୍ଚଳ ବାଘମୁଣ୍ଡା ଅଞ୍ଚଳରୁ। ଦିନ ୧୦ ଟା ପାଖରୁ ବାଘମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି।

ନ୍ୟାୟ ନପାଇଲେ ଚରମ ନିଷ୍ପତ୍ତି ନେବେ ମୃତ ୟୁଟ୍ୟୁବର ରାହୁଲ ମହାରଣାଙ୍କ ସ୍ତ୍ରୀ ତ୍ରିସ୍ନା

ଭୁବନେଶ୍ଵର,୦୪/୦୩:ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କଲେ ମୃତ ୟୁଟ୍ୟୁବର ରାହୁଲ ମହାରଣାଙ୍କ ସ୍ତ୍ରୀ ତ୍ରିସ୍ନା। ମଞ୍ଚେଶ୍ୱର ଥାନା ପୋଲିସ ତାଙ୍କ ସ୍ୱାମୀଙ୍କ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଏଥିରେ ସନ୍ତୁଷ୍ଟ ନୁହନ୍ତି ତ୍ରିସ୍ନା । ଏପରିକି ତାଙ୍କ ପରିବାର ମଧ୍ୟ

ବଢୁଛି ଦିନ ତାପମାତ୍ରା, ଦୈତ୍ୟନଗରୀ ରେ ୪୦ ଡିଗ୍ରୀ ହୋଇପାରେ ତାପମାତ୍ରା

ଭୁବନେଶ୍ଵର,୦୪/୦୩:ସମଗ୍ର ରାଜ୍ୟରେ ଆସନ୍ତା ୬ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନହେବା ସତ୍ୱେ ଗରମ ଜାରି ରହିବ ।  କଟକରେ ଦିନ ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ଥିବାବେଳେ ରାତି ତାପମାତ୍ରା ୨୦ରୁ ୨୩ ଡିଗ୍ରୀ ମଧ୍ୟରେ ରହିପାରେ ।  ସେହିପରି