Browsing Category

Others

ଜଙ୍ଗଲ ନିଆଁ କୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ଵର,୦୩/୦୩:ଜଙ୍ଗଲ ନିଆଁ କୁ ରୋକିବା ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ମୁଁ ନିଜେ ମନିଟରିଂ କରୁଛି । ୫୧ ଟି ସବ ଡିଭିଜନ ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଛି । ଡ଼ିଏଫଓ ମାନଙ୍କ ସହ ରେଗୁଲାର ବୈଠକ ନିଆଯାଉଛି । ସହର କୁ ଲାଗିକିଥିବା ଜଙ୍ଗଲ

ବିଶ୍ୱକପ୍ ଚାମ୍ପିଅନ୍ ଭାରତ ଦୃଷ୍ଟିବାଧିତ ମହିଳା ଟି- ୨୦ କ୍ରିକେଟ୍ ଟିମ୍‌ର ୪ ଓଡିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ…

ଭୁବନେଶ୍ୱର, ୨/୧୨: ବିଶ୍ୱକପ୍‌ରେ ଚାମ୍ପିଅନ୍ ଦୃଷ୍ଟିବାଧିତ ଭାରତୀୟ ମହିଳା ଟି- ୨୦ କ୍ରିକେଟ୍ ଟିମ୍‌ର ୪ ଓଡିଆ ଖେଳାଳିଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି। ଦୃଷ୍ଟିବାଧିତ ମହିଳା କ୍ରିକେଟ…

ଘୋଷଯାତ୍ରାରେ ଆଦାନୀ ଗ୍ରୁପର ପରିବେଶ ଅନୁକୂଳ ପ୍ରସାଦ ସେବା ବିତରଣ

ପୁରୀ, ୦୫.୦୭.୨୦୨୫: ଆଦାନୀ ଗ୍ରୁପ ଏବଂ ଇସ୍କନ ପକ୍ଷରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ପ୍ରସାଦ ସେବା କେବଳ ସେବା ନୁହେଁ, ବରଂ ମହାପ୍ରଭୁଙ୍କୁ ସମର୍ପିତ ଏକ ଭକ୍ତିପୂତ ମହାର୍ଘ୍ୟ । ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନା ମଧ୍ୟରେ ପରିବେଶ ସନ୍ତୁଳନକୁ ବଜାୟ ରଖି ନୀରବ ବିପ୍ଳବ ଭାବେ

ଫ୍ୟୁଚର୍ ଜେନେରାଲୀର ଲଂଚ କରିଛି ନୂତନ ‘ହେଲ୍ଥ୍ ଅନଲିମିଟେଡ୍’ ପ୍ଲାନ

ଭୁବନେଶ୍ୱର: ଭାରତରେ ବହୁତ ଲୋକଙ୍କ ପାଇଁ, ଆରୋଗ୍ୟ ବୀମା ଆର୍ଥôକ ସୁରକ୍ଷା ପାଇଁ ଗୋ-ଟୁ ସମାଧାନ, କିନ୍ତୁ ବୃଦ୍ଧି ପାଉଥିବା ହସ୍ପିଟାଲିଜେସନ୍ ଓ ଚିକିତ୍ସା ଖର୍ଚ୍ଚ ବିଷୟରେ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଗତ ବ୍ୟବସ୍ଥା ଉପରେ ଆଶଙ୍କା ଉତ୍ପନ୍ନ କରେ । ଏହି ବୃଦ୍ଧି ପାଉଥିବା ଚିନ୍ତା ଏକ

ପ୍ରଖ୍ୟାତ ଗାୟକ ଶ୍ରୀ ରୁପକ କୁମାର ପରିଡାଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର: ଚଳିତ ବର୍ଷ ସୃଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ)ଫେବୃଆରୀ ୧୨ ତାରିଖ ଦିନ ଭୁବନେଶ୍ୱରର ଉତ୍କଳ ରଙ୍ଗମଂଚଠାରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ସହ ଗୁରୁଜୀଙ୍କ ୯୯ତମ ଜନ୍ମବାର୍ଷିକୀ ପାଳନ କରାଯାଇଛି । ଏଥିପାଇଁ ସୃଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ…

ZELIO Ebikes ପ୍ରସ୍ତୁତ କରୁଛି Gracy ସିରିଜ୍‌ କମ-ସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର, ଟ. 59,273ରୁ ଟ. 83,073 ରେଞ୍ଜ…

ଭୁବନେଶ୍ବର: Zelio Ebikes ହେଉଛି ଏକ ଅଗ୍ରଣୀ ଇଭି ଦୁଇ-ଚକିଆ ଷ୍ଟାର୍ଟଅପ୍, ଏହାର GRACY ସିରିଜ୍‌ ଉନ୍ମୋଚନ କରିଛି, ଯେଉଁଥିରେ କମ ସ୍ପିଡର ଇଭି ଦୁଇଚକିଆ ଗାଡ଼ି ରହିଛି । ଟ. 59,273ରୁ ଟ. 83,073 ଏକ୍ସ-ଶୋ’ରୁମ୍ ମୂଲ୍ୟ ସହିତ, GRACY ସିରିଜରେ GRACYi, GRACY Pro, ଏବଂ GRACY

ବିଶ୍ୱ ସୁନ୍ଦରୀ (ମିସ୍ ୱାର୍ଲ୍ଡ) ଫାଇନାଲ୍ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ସମ୍ମାନଜନକ ମାନବବାଦୀ ପୁରସ୍କାର

ମୁମ୍ବାଇ: ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ନିକଟରେ ଅନୁଷ୍ଠିତ ୭୧ତମ ମିସ୍ ୱାର୍ଲ୍ଡ ଫାଇନାଲ୍ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀଙ୍କୁ ସମ୍ମାନଜନକ ମାନବବାଦୀ ପୁରସ୍କାର ପ୍ରଦାନ କରାଯାଇଛି ।ଏହି ପ୍ରଖ୍ୟାତ ଆନ୍ତର୍ଜାତୀୟ ସଂସ୍ଥା

ଓଡିଶାରେ ପହଂଚିଛି ‘ଇଞ୍ଜିନିୟର୍ସ ଟେକ୍ ରଥଯାତ୍ରା’

ଭୁବନେଶ୍ୱର : ବିଶ୍ୱ ରେକର୍ଡଧାରୀ ତଥା ଟେକ୍ନୋଲୋଜି ବିଶେଷଜ୍ଞ ବିମଲ ଦାଗା ଏକ ଅସାଧାରଣ ଅଭିଯାନ ‘୰ବି ଦ କ୍ରିଏଟର’ର ଉନ୍ମୋଚନ କରିଛନ୍ତି ଏବଂ ଓଡିଶାରେ ଔପଚାରିକ ଭାବେ ଜାତୀୟ ସ୍ତରୀୟ ‘ଇଞ୍ଜିନିୟର୍ସ ଟେକ୍ ଓଡିସି’ର ଉଦ୍‌ଘାଟନ କରିଛନ୍ତି । ଏହା ହେଉଛି ଟେକ୍ନୋଲୋଜି ଛାତ୍ରଛାତ୍ରୀଙ୍କ ପାଇଁ…

ମହିନ୍ଦ୍ରା ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଇଲେକ୍ଟ୍ରିକ୍ ଏସ୍‌ୟୁଭି “ଭିଜନ ଥାର୍‌.ଇ” ଉନ୍ମୋଚିତ

ଭୁବନେଶ୍ଵର: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସହାୟକ ସଂସ୍ଥା ମହିନ୍ଦ୍ରା ଇଲେକ୍ଟ୍ରିକ୍ ଅଟୋମୋବାଇଲ୍‌ସ ଲିମିଟେଡ୍ (ଏମ୍‌ଇଏଏଲ୍‌) ପକ୍ଷରୁ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍‌ରେ ଆୟୋଜିତ ଫ୍ୟୁଚର୍‌ସ୍କେପ୍ କାର୍ଯ୍ୟକ୍ରମରେ ଆକର୍ଷଣୀୟ “ଭିଜନ ଥାର୍‌.ଇ”କୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ଏହି

ସୋନି ଲିଭ୍‌ରେ ନୀଳମାଧବ ପଣ୍ଡାଙ୍କ ‘ଦ ଜେଙ୍ଗାବୁରୁ କର୍ସ’

ଭୁବନେଶ୍ୱର : ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ (କ୍ଲି-ଫି) ଥ୍ରିଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖ…