Browsing Category

PC/Laptop

ପ୍ରିମିୟମ ଫିଚର ସହ ଏଚପି ପକ୍ଷରୁ ନୂଆ ପାଭିଲିଅନ୍ ଲାପ୍‌ଟପ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଏଚ୍‌ପି ପକ୍ଷରୁ ଭାରତରେ ଏହାର ନୂଆ ପାଭିଲିଅନ୍ ପ୍ଲସ୍ ନୋଟ୍‌ବୁକ୍‌ଗୁଡିକର ଶୁଭାରମ୍ଭ କରାଯାଇଛି । ନୂଆ ଏଚ୍‌ପି ପାଭିଲିଅନ୍ ପ୍ଲସ୍ ଲାପ୍‌ଟପ୍‌ଗୁଡିକ୧୩ ଜେନ୍ ଇଂଟେଲ୍ କୋର୍ ପ୍ରୋସେସର ଦ୍ୱାରା ସୁସଜ୍ଜିତ ରହିଛି । ଏଚ୍‌ପି ପକ୍ଷରୁ ଉନ୍ନତ ପ୍ରଦର୍ଶନ, ଡିଜାଇନ୍ ଓ ସୁରକ୍ଷା