Browsing Category

Smart Homes

ଲେଜର୍‌ଜେଟ୍ ପ୍ରୋ ମଲ୍ଟି-ଫଙ୍କ୍‌ଶନ ପ୍ରିଂଟର୍‌ର ଶୁଭାରମ୍ଭ କରିଛି ଏଚ୍‌ପି

ଭୁବନେଶ୍ୱର: ଏଚ୍‌ପି ଇିଆ ପକ୍ଷରୁ ନୂଆ ଲେଜର୍‌ଜେଟ୍ ପ୍ରୋ ଏମ୍‌ଏଫ୍‌ପି ୪୧୦୪ ପ୍ରିଂଟର୍‌ର ଶୁଭାରମ୍ଭ କରାଯାଇଛି । ଏହି ବହୁମୂଖୀ ପ୍ରିଂଟର୍‌ଗୁଡିକ ସୁଲଭ ଓ ଉନ୍ନତ ପ୍ରିଂଟିଙ୍ଗ୍‌, ସ୍କାନିଙ୍ଗ୍ ଓ କପିଙ୍ଗ୍ କ୍ଷମତା ସହିତ ୩ ବର୍ଷର ଏକ ଇନ୍‌-ବିଲ୍ଟ ୱାରେଂଟି ପ୍ରଦାନ କରୁଛନ୍ତି ।

ସୋନି ପକ୍ଷରୁ ନୂଆ ଶକ୍ତିଶାଳୀ ପାର୍ଟି ସ୍ପିକର ଏସ୍‌ଆର୍‌ଏସ୍‌-ଏକ୍ସଭି୮୦୦ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ପାର୍ଟି ସ୍ପିକର ଏସ୍‌ଆର୍‌ଏସ୍‌-ଏକ୍ସଭି୮୦୦କୁ ଉନ୍ମୋଚନ କରାଯାଇଛି । ଏହା ଜରିଆରେ ଆପଣ ପାର୍ଟି ଆୟୋଜନ କରିବା ସହ ନିଜ ପସନ୍ଦର ସିନେମା, ଟିଭି ସୋ’କୁ ଦେଖିପାରିବେ । ଆପଣ ଯାହା ବି ଶୁଣିବେ ତାହା ସ୍ପଷ୍ଟ ଶୁଭିବ ଓ ଏହାର ଶକ୍ତିଶାଳୀ ବେସ୍ ଓ କୋଠାରି…