Browsing Category

Sports

ICC Men’s T20 World Cup 2026 : ବୁମ୍ରାଙ୍କ ପାୱାରଫୁଲ୍ ବୋଲିଂ,ଭାରତ ଆଗରେ ୧୮୮ ରନର ଟାର୍ଗେଟ୍ ରଖିଲା…

ଅହମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛିଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬(ICC Men's T20 World Cup 2026)ର ସୁପର-୮ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ କରିଛି। ଭାରତକୁ ଏହି ମୁକାବିଲା ଜିତିବାକୁ ହେଲେ୧୮୮ ରନ୍ କରିବାକୁ

ଆଜି ଟି-ଟ୍ବେଣ୍ଟି ବିଶ୍ୱକପର ମହାସଂଗ୍ରାମ, ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ

ଆଜି ଟି ଟ୍ବେଣ୍ଟି ବିଶ୍ୱକପର ମହାସଂଗ୍ରାମ । ଭାରତ-ପାକ୍ ମହାଲଢେଇ। କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚୀର ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ଆମେରିକା ଓ ନାମ୍ବିଆ ଠାରୁ ଶାନଦାର ବିଜୟ ପରେ ଏବେ ଭାରତର ଟାର୍ଗେଟ ପାକିସ୍ତାନ । ଟି-୨୦ ବିଶ୍ବକପରେ ଭାରତ

ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା: ଓଡ଼ିଶାକୁ ମିଳିଲା ୭ ପଦକ

ଭୁବନେଶ୍ଵର,୦୯/୦୨: ଉତ୍ତରପ୍ରଦେଶର ମୋଦୀନଗରଠାରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୪ ବ୍ରୋଞ୍ଜ ସମେତ ୭ଟି ପଦକ ଅର୍ଜନ କରିଛି। ବରିଷ୍ଠ ମହିଳା ୫୮ କେଜି ଓଜନ ବର୍ଗରେ ରିମା ଭୋଇ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଶ୍ରେଷ୍ଠ

୭୪ ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିଆନସିପ୍ ୨୦୨୬ ଶୁଭାରମ୍ଭ

କଟକ ,୦୮/୦୨ : ୭୪ ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିଆନସିପ୍ ୨୦୨୬ ଶୁଭାରମ୍ଭ । କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୪ ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିଆନସିପ୍ ୨୦୨୬ର ଶୁଭାରମ୍ଭ ହୋଇଯାଇଛି । କ୍ରାଉମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମୁଖ୍ୟ ଅତିଥି

ଆଜି ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ,୧୯ ବର୍ଷରୁ କମ ବିଶ୍ବକପ୍ କ୍ରିକେଟର ଫାଇନାଲ ମ୍ୟାଚ୍ 

ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ।୧୯ ବର୍ଷରୁ କମ ବିଶ୍ବକପ୍ କ୍ରିକେଟର ଆଜି ଫାଇନାଲ ମ୍ୟାଚ୍ । ହରାରେରେ ଦିନ ଗୋଟାଏରେ ଖେଳାଯିବ ମ୍ୟାଚ୍ । ସ୍ପଷ୍ଟ ହେବ କିଏ ହେବ ଭାରତ ବିଶ୍ବଚାମ୍ପିଅନ୍ ।ଭାରତ ଲଗାତାର ୭ମ ଥର ଫାଇନାଲରେ ପହଞ୍ଚିଛି, ଏବଂ ଏହା ପ୍ରମାଣ ଯେ ଭାରତର ୟୁବା ଟିମ୍ ସର୍ବଦା

ଗର୍ବର ମୁହୂର୍ତ୍ତ: ଗିନିଜ୍ ୱାର୍ଲ୍ଡ ରେକର୍ଡରେ ଭାରତୀୟ ଅଲ୍ଟ୍ରା-ରନର୍ ସୁଫିୟା ସୁଫି

ଭୁବନେଶ୍ଵର,୦୨/୦୨:ଭାରତୀୟ ଅଲ୍ଟ୍ରା-ରନର୍ ସୁଫିୟା ସୁଫି ପୁଣିଥରେ ଭାରତକୁ ଗୌରବାନ୍ୱିତ କରିଛନ୍ତି। ତାଙ୍କର ଅସାଧାରଣ ଦୃଢତା, ସାହସ ଓ ଅଦମ୍ୟ ମନୋବଳର ପରିଣାମ ସ୍ୱରୂପ ସେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ଲେଖାଇବାରେ ସଫଳ ହୋଇଛନ୍ତି। ସୁଫିୟା ମନାଲିରୁ ଲେହ ପର୍ଯ୍ୟନ୍ତ ପ୍ରାୟ