Browsing Category
Uncategorized
ଆସନ୍ତା ୧୧ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର : ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଦେଶର ସମସ୍ତ କୃଷିମନ୍ତ୍ରୀଙ୍କ ସହ ଏକ ବୈଠକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୧ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା!-->…
ଏୟାରଟେଲ ପକ୍ଷରୁ ଓଡିଶାରେ ଅନଲାଇନ୍ ଠକାମି ବିରୋଧରେ କାର୍ଯ୍ୟାନୁଷ୍ଠାନ: ବାସ୍ତବ ସମୟରେ ୩.୧ ନିୟୁତ ଗ୍ରାହକଙ୍କୁ…
ଭୁବନେଶ୍ୱର : ଭାରତୀ ଏୟାରଟେଲ ଓଡିଶାର ଗ୍ରାହକମାନଙ୍କୁ ବୃଦ୍ଧି ପାଉଥିବା ଅନଲାଇନ୍ ଠକାମିରୁ ସୁରକ୍ଷିତ ରଖିବା ମିସନରେ ଗୁରୁତ୍ୱର୍ପୂ ଅଗ୍ରଗତି ହାସଲ କରିଛି । ଏହାର ଏଆଇ-ଚାଳିତ ଠକାମି ଚିହ୍ନଟ ପ୍ରଣାଳୀକୁ ସାରା ଦେଶରେ ପ୍ରୟୋଗ କରିବା ଅଂଶ ଭାବେ ଏୟାରଟେଲ ଉନ୍ନତ ଠକାମି ଚିହ୍ନଟ ପ୍ରଣାଳୀ!-->…
୨୦୨୫ ୟେଜଦୀ ଆଡଭେଂଚରର ଶୁଭାରମ୍ଭ
ଭୁବନେଶ୍ୱର : ଜାୱା ୟେଜଦୀ ମୋଟରସାଇକେଲ୍ସ, ୟେଜଦୀ ଆଡଭେଂଚରର ୨୦୨୫ ସଂସ୍କରଣକୁ ଉନ୍ମୋଚନ କରିଛି, ଏହା ଭାରତର ପୁରସ୍କାରପ୍ରାପ୍ତ ଆଡଭେଂଚର ଟୁରର ଅଟେ । ୨୦୨୫ ୟେଜଦି ଆଡଭେଂଚର ଏହାର କମାଣ୍ଡିଂ ଟୁଇନ ଏଲଇଡି ହେଡଲାଇଟ୍ ଏବଂ ସ୍ୱତନ୍ତ୍ର ରାଲି-ଅନୁପ୍ରାଣିତ ବିକ ସହିତ କ୍ଲାସିକ୍-ଏଡିଭି…
ବିଶ୍ୱ ଦକ୍ଷତା କେନ୍ଦ୍ରରେ ମୋଟ ୭ଟି ବିଷୟରେ ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମ ପାଇଁ ଆବେଦନର ଶେଷ ତାରିଖ ମଇ ୩
ଭୁବନେଶ୍ୱର, ୨ ମେ’ ୨୦୨୫: ଭୁବନେଶ୍ୱର ମଞ୍ଚେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୫-୨୬ ଜୁନ ସେସନରେ ନାମଲେଖା ଲାଗି ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ମେ’ ୩ ହେଉଛି ଶେଷ ତାରିଖ । ବିଭିନ୍ନ ଶିଳ୍ପ ଉପଯୋଗୀ ତାଲିମ ପାଠ୍ୟକ୍ରମ!-->…
ଅଯୋଧ୍ୟା- ବାରଣାସୀ ଧାର୍ମିକ ଯାତ୍ରାରେ ୭୭୫ ଜଣ ବରିଷ୍ଠ ନାଗରିକ
ଆମର ଆସ୍ଥା ଓ ଧାର୍ମିକ ଅସ୍ମିତାର ପରିଚୟ ହେବ ଏହି ଯୋଜନା – ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଓଡ଼ିଶା ଓ ଉତ୍ତରପ୍ରଦେଶର ସାଂସ୍କୃତିକ ବିନିମୟ ବିକଶିତ ଭାରତର ସ୍ଵପ୍ନ ପୂରଣ କରିବ – ଉତ୍ତରପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜୟବୀର ସିଂ
ଭୁବନେଶ୍ୱର, ତା୧୯/୦୩/୨୦୨୫ : ବରିଷ୍ଠ!-->!-->!-->…
କଟକର ଅଶ୍ୱିନୀ ହସ୍ପିଟାଲରେ ଡାକ୍ତର ସତ୍ୟ ନାରାୟଣ ବେହେରାଙ୍କ ଦ୍ୱାରା ପୂର୍ବ ଭାରତର ପ୍ରଥମ ମିଶୋ ଆଣ୍ଠୁ ପ୍ରତିରୋପଣ…
କଟକ : ଏକ ଐତିହାସିକ ଚିକିତ୍ସା ସଫଳତାରେ, କଟକର ଅଶ୍ୱିନୀ ହସ୍ପିଟାଲର ଅସ୍ଥିଶଲ୍ୟ ଏବଂ ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାରର ବରିଷ୍ଠ ପରାମର୍ଶଦାତା ଡକ୍ଟର ସତ୍ୟ ନାରାୟଣ ବେହେରା ପୂର୍ବ ଭାରତର ପ୍ରଥମ ମିଶୋ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତିରୋପଣ (ଟିକେଆର୍) ଅସ୍ତ୍ରୋପଚାର ସଫଳତାର ସହିତ କରିଛନ୍ତି!-->…
ଏମ୍ସ ଭୁବନେଶ୍ୱର ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ କ୍ଲିନିକ୍ ଉଦଘାଟିତ
- ପ୍ରତି ମଙ୍ଗଳବାର ଦିନ ୨:୩୦ ରୁ ୪:୩୦ ପର୍ଯ୍ୟନ୍ତ ଗ୍ୟାଷ୍ଟ୍ରୋ ଓପିଡିରେ କାର୍ଯ୍ୟ କରିବ- ଏହି କ୍ଲିନିକ୍ ଯକୃତ ପ୍ରତିରୋପଣ ଆବଶ୍ୟକ କରୁଥିବା ରୋଗୀଙ୍କ ମୂଲ୍ୟାଙ୍କନ, ତାଲିକାଭୁକ୍ତକରଣ ଏବଂ ଅସ୍ତ୍ରୋପଚାର ପୂର୍ବର ବିଭିନ୍ନ ଆବଶ୍ୟକତା ପୂରଣ ଦିଗରେ ବିଶେଷ ସହାୟକ ହେବ
ଭୁବନେଶ୍ୱର,!-->!-->!-->!-->!-->…
କଟକରେ ଖୋଲିଲା ଓଲାର ନୂଆ ଏକ୍ସପିରିଏନ୍ସ ସେଂଟର
କଟକ : ଭାରତର ସବୁଠାରୁ ବଡ ଇଭି କମ୍ପାନୀ ଓଲା ଇଲେକ୍ଟ୍ରିକ, ଦେଶବ୍ୟାପୀ ୪୦୦୦ ଷ୍ଟୋରକୁ ଏହାର ନେଟ୍ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି । ଏହି ବିସ୍ତାର ସହିତ ବର୍ତମାନର ନେଟ୍ୱର୍କରେ ୪ ଗୁଣ ବୃଦ୍ଧି ହୋଇଛି । ଏହି ସଂମ୍ପ୍ରସାରଣ ଅଧିନରେ ଓଲା ପକ୍ଷରୁ କଟକ ୟୁନିଅନ…
ଏଇଚର ପ୍ରୋ ୮୦୩୫ଏକ୍ସଏମ୍ ନୂତନ ଇ-ସ୍ମାର୍ଟ ସିଫ୍ଟ
ବଡବିଲ୍ : ଭିଇ ବାଣିଜି୍ୟକ ଯାନ ଲିମିଟେଡର ଏକ ବ୍ୟବସାୟିକ ୟୁନିଟ୍ ଏଇଚର ନିଜର ନୂତନ ଇ-ସ୍ମାର୍ଟ ସିଫ୍ଟ - ସ୍ୱୟଂଚାଳିତ ମାନୁଆଲ ଟ୍ରାନ୍ସମିସନ ସହିତ ଏହାର ଏଇଚର ପ୍ରୋ ୮୦୩୫ଏକ୍ସଏମ୍ ଉନ୍ମୋଚନ କରିଛି । ଖଣି ପ୍ରୟୋଗ ପାଇଁ ଟିପର ଉତ୍ପାଦକତା ପାଇଁ ନୂତନ ମାନଦଣ୍ଡ ସ୍ଥାପିତ କରିବା!-->…
ଶସ୍ତା ହେବ ମୋବାଇଲ ଚାର୍ଜର, ଜାଣନ୍ତୁ କେତେ କମିବ ଦର ?
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବଜେଟ୍ ୨୦୨୪ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ସରକାର ମୋବାଇଲ ୍ ଫୋନ୍, ମୋବାଇଲ୍ ପିସିବି ଏବଂ ମୋବାଇଲ୍ ଚାର୍ଜର୍ ଆମଦାନୀ ଉପରେ ସୀମା ଶୁଳ୍କ କୁ ୧୫ ପ୍ରତିଶତକୁ ହ୍ରାସ…