Browsing Category

Uncategorized

ନିଟ୍ ୟୁଜି ୨୦୨୪ରେ ଆକାଶ ଏଜୁକେଶ୍‌ନାଲ ସର୍ଭିସେସ୍ ଲିମିଟେଡ ବାଲେଶ୍ଵର କେନ୍ଦ୍ରର ୫ ଛାତ୍ରଛାତ୍ରୀଙ୍କ ବୃହତ୍ ସଫଳତା

ବାଲେଶ୍ୱର : ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଦେଶରେ ଅଗ୍ରଣୀ, ଆକାଶ ଏଜୁକେଶ୍‌ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ୍‌) ବାଲେଶ୍ୱରରୁ ଏହାର ୫ ଜଣ ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା ସମ୍ପର୍କରେ ଗର୍ବର ସହ ଘୋଷଣା କରିଛି, ଯେଉଁମାନେ ସମ୍ମାନଜନକ ନିଟ୍ ୟୁଜି ୨୦୨୪ ପରୀକ୍ଷାରେ ୬୯୫ ଓ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନୀତ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ଭାରତର ଟେଲିକମ୍ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭଏସ୍ ଆଣ୍ଡ୍ ଡାଟା ପକ୍ଷରୁ ସମ୍ମାନଜନକ ଲାଇଫ୍ ଟାଇମ୍ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାରରେ ସମ୍ମାନୀତ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଅସ୍ଥାୟୀ ସଂଗ୍ରାହଳୟ ଓ ପ୍ରଦର୍ଶନୀ ହଲ୍‌ରେ ଭିଡ଼ ପରିଲକ୍ଷିତ

ଭୁବନେଶ୍ୱର ୦୬/୦୨/୨୦୨୪ : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଜନତା ମଇଦାନଠାରେ ଆୟୋଜିତ ଅସ୍ଥାୟୀ ସଂଗ୍ରହାଳୟ ଓ ପ୍ରଦର୍ଶନୀ ଦେଖିବାକୁ ଜନସମାଗମ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଆ ଭାଷା ସମ୍ମିଳନୀ ଗତକାଲିଠାରୁ ଉଦ୍‌ଯାପିତ ହୋଇଥିଲେ ସୁଦ୍ଧା ସର୍ବସାଧାରଣଙ୍କ ଆଗ୍ରହକୁ

ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪ ଉଦ୍

ଭୁବନେଶ୍ୱର-ତା.୩୦.୦୧.୨୦୨୪- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ‘ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪’ ର ଆଜି ଦ୍ୱିତୀୟ ତଥା ଉଦ୍ଯାପନି ଦିବସ ଗବେଷଣା କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ “ଉତ୍କଳ ରଂଗମଞ୍ଚ”ରେ

ଗୋଟିଏ ପଏଣ୍ଟରେ ଓଡିଶା ଜଗରନଟସକୁ ହରାଇଲା ତେଲୁଗୁ ୟୋଦ୍ଧାସ

କଟକ,୩୧ ଡିସେମ୍ବର, ୨୦୨୩: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି ୭ମ ଦିନରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୧ମ ମ୍ୟାଚରେ ତେଲୁଗୁ ୟୋଦ୍ଧାସ, ଓଡିଶା ଜଗରନଟସକୁ ୨୯-୨୮ ପଏଂଟ୍ରେ ପରାଜିତ କରିଛି । ଆଜିର ରୋମାଂଚକର ମ୍ୟାଚରେ ତେଲୁଗୁ ୟୋଦ୍ଧାସ, ଓଡିଶା ଜଗରନଟସକୁ ୧ ପଏଂଟରେ

ତୋଷାଳୀ ମେଳାରେ ମନ ଜିଣୁଛି ଓଡ଼ିଶାର ଜନଜାତି କଳାକୃତି ଏବଂ ଜିଆଇ ମାନ୍ୟତା ଯୁକ୍ତ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୩: ଭୁବନେଶ୍ୱର ଜନତା ମଇଦାନରେ ଚାଲିଛି ୧୮ତମ ‘ତୋଷାଳି’ - ଜାତୀୟ ହସ୍ତଶିଳ୍ପ ମେଳା। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରୀୟ ମେଳାରେ ସ୍ୱତନ୍ତ୍ର ‘ଥିମ୍‌ ପାଭିଲିୟନ’ ପ୍ରମୁଖ ଆକର୍ଷଣ ପାଲଟିଛି। ଏଠାରେ

ଭୁବନେଶ୍ୱରର ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୦.୧୨.୨୦୨୩ : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ

ଠାକୁର ଶ୍ରୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୧୪୪ ତମ ଶୁଭ ଜନ୍ମୋତ୍ସବ ପାଳିତ

ପୁରୀ : ନୀଳାଚଳ ସାରସ୍ୱତ ସଂଘ ପୁରୀ ଆନୁକୂଲ୍ୟରେ ଶ୍ରୀଶ୍ରୀ ଠାକୁର ପରମହଂସ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୧୪୪ ତମ ଶୁଭ ଜନ୍ମୋତ୍ସବ ଓ ସଂଘର ୯୦ତମ ସ୍ୱନକ୍ଷେତ୍ର ଦିବସ ମହାସମାରୋହରେ ଗତ ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ପହିଲାରେ ଦୁଇ ଦିନ ଧରି ପାଳିତ ହୋଇଯାଇଛି । ଏହି ଅବସରରେ ନିଗମାନନ୍ଦ…