ଅଲଟେିମଟ ଖୋ ଖୋ ସିଜନ-୨ : ସେମିରେ ପହଂଚିଲା ଚେନ୍ନାଇ କ୍ୱିକ ଗନ୍ସ ଓ ଓଡ଼ିଶା ଜଗରନଟସ୍

Spread the love

କଟକ,୬ ଜାନୁଆରୀ ୨୦୨୪: ଅଲ୍ଟେିମଟ ଖୋ ଖୋ ସିଜନ େ୨ର ଆଜି କଟକର ଜୱାହାରଲାଲ େନେହରୁ େଇଣ୍ଡାର ଷ୍ଟାଡିୟମେର ଖେଳାଯାଇଥିବା ୨ୟ ମ୍ୟାଚେର ଚେନ୍ନାଇ କ୍ୱିକ ଗନ୍ସ, ମୁମ୍ବାଇ ଖିଲାଡିସକୁ ପରାଜିତ କରି ୪ର୍ଥ ଦଳ ଭୋବ ସେମି ଫାଇନାଲେର ପ୍ରେବଶ କରିଛି । ଚେନ୍ନାଇ, ମୁମ୍ବାଇ ଖିଲାଡିସକୁ ୪୧-୧୮ର ବୃହତ ଅନ୍ତରେର ପରାଜିତ କରିଛି । ଏହି ମ୍ୟାଚ୍େର ରାମଜୀ କଶ୍ୟପ, ମଦନ ଓ ବିଜୟ ସେିନ୍ଦ ମ୍ୟାଟେର ୫ ମିନିଟ ୩୪ େସେକଣ୍ଡ ପର୍ଯ୍ୟନ୍ତ ରହି ୬ଟି ଡ୍ରିମ ରନ ବୋନସ ପଏଂଟ ହାସଲ କରିଥେôଲ ଓ ଦଳର ବିଜୟେର ବଡ ଯୋଗଦାନ ଦେଇଥେôଲ । ଅନ୍ୟପକ୍ଷେର ଆଜି ୧ମ ମ୍ୟାଚ୍େର ଓଡିଶା ଜଗରନଟ୍ସ, ଗୁଜରାଟ ଜିଆଂଟ୍ସକୁ ୩୦-୨୭ ପଏଂଟେର ପରାଜିତ କରି ୩ୟ ଦଳ ଭୋବ ସେମି ଫାଇନାଲେର ପ୍ରେବଶ କରିଛି । ଏହାପୂବର୍ରୁ ତେଲୁଗୁ ୟୋଦ୍ଧାସ ଓ ଗୁଜରାଟ ଜିଆଂଟସ ସେମି ଫାଇନାଲେର ନିଜର ସ୍ଥାନ ପକ୍କା କରିଛନ୍ତି ।

ଆସନ୍ତାକାଲି (ରବିବାର) ମୁମ୍ବାଇ ଖିଲାଡିସ, ରାଜସ୍ଥାନ ୱାରିୟର୍ସ ସହ ଏବଂ ଓଡିଶା ଜଗରନଟ୍ସ, ତେଲୁଗୁ ୟୋଦ୍ଧାସ ସହ ପ୍ରତିଦ୍ୱନ୍ଦିତା କରିବ ।
େଖା ଖୋ େଫେଡେରଶନ ଅଫ୍ ଇଣ୍ଡିଆ ସହ ସହଭାଗିତୋର ଅମିତ ବମର୍ନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟେିମଟ୍ ଖୋ ଖୋ ପ୍ରଥମ ସଂସ୍କରଣେର ଏକ ବଡ ସଫଳତୋର ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସବର୍ବ୍ୟହତ୍ ଅଣ-କ୍ରେିକଟ୍ ଲିଗ୍ ଭୋବ ଉଭା ହୋଇଛି । ଏହା ୟେୁକ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟେର ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋଟର୍ସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣେର ପଏଂଟ ବ୍ୟବସ୍ଥୋର ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥେôର ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦେକ୍ଷପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍ର ଲାଇଭ୍ କଭେରଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋଟର୍ସ୍ ନେଟ୍‌ୱକର୍ର ଚ୍ୟୋନଲ ଓ ସୋନି ଲିଭ୍େର ଟେଲିକାଷ୍ଟ ବା ପ୍ରସାରିତ ହେବ ।

ଆଜିର ୨ୟ ମ୍ୟାଚେର ବିଜୟୀ ଦଳ ଚେନ୍ନାଇ କ୍ୱିକ୍ ଗନ୍େସର ଅମିତ ପାଟିଲ, ମଦନ, ରାମଜୀ କଶ୍ୟ, ଲକ୍ଷ୍ମଣ ଗାୱାସ, ଆଦର୍ଶ ମୋହେିତ, ସଚିନ ଭେର୍ଗା, ଜୋରା ସୁରଜ, ସୁରଜ ଲୋଣ୍ଡ, ଆଦିତ୍ୟ କୁଡୋଲ, ଦେୁଭର୍ଶ ସାଲେୁଙ୍କ, ଚନ୍ଦୁ ଚାଭେର, ଆକାଶ କଦମ, ନେରନ୍ଦ୍ର କାଟକୋଟ, ମୁସ୍ତାଫା ବାଗୱାନ, ଅର୍ଜୁନ ସିଂ, ବିଜୟ ସେିନ୍ଦ, ଆଶିଷ ପେଟଲ, ଏମ ମୁଗିଲାନ, ଆକାଶ ବାଲିୟାନ, ସୁମନ ବମର୍ନ, ପବନ କୁମାର ଓ ଗିରି ଏସ ଆଦି ସାମିଲ ଥେôଲ । ସେହିପରି ମୁମ୍ବାଇ ଖିଲାଡିସେର ଗଜାନନ ସେଙ୍ଗଲ, ଶ୍ରେୀଜଶ ଏସ, ମେହଶ ସେିନ୍ଦ, ଅନେିକତ ପେୋଟ, ଶୁଭାଶିଷ ସାନ୍ତ୍ରା, ହୃଷେିକଶ ମୁର୍ଚାୱୋଡ, ରେୋକସନ ସିଂ, ପି ଶିବା ରେଡ୍ଡୀ, ଗୋବିନ୍ଦ ଯାଦବ, ଅଭିକ ସିଂହ, ମିଲିନ୍ଦ କେୁପ,ର୍ ସୁନୀଲ ପାତ୍ର, ସୁଧୀର କୁମାର, ଏମଡି ଆଇମନ ପାଶା, ସାଗର ପୋତଦାର, ରୋହନ କେୋର, କୋମଲ, ପାୱାର ସଚିନ, ଧୀରଜ ଭୋବ, ଦେବାଶିଷ, ଶିବା, ଅଜୟ କଶ୍ୟ, ପ୍ରୀତମ ଚୌଗେୁଲ, ସିବିନ ଏମ, ଅଭେିଷକ ପଥେରୋଦ ଏବଂ ପରମାର ରାହୁଲ ଆଦି ସାମିଲ ଥେôଲ ।


Spread the love

Leave A Reply

Your email address will not be published.