Baliyatra: ବାଲିଯାତ୍ରାରେ ହସ୍ତଶିଳ୍ପୀମାନଙ୍କର ସଫଳତାର ନୂଆ ଇତିହାସ

ବାଲିଯାତ୍ରା ଉସବ ଓଡିଶାର ଶିଳ୍ପ ଓ ସାଂସ୍କୃତିକ ଐତିହ୍ୟ

Spread the love

କଟକ (Cuttack) Sk Md Jawed Akhtar : ଏହି ବର୍ଷର ବାଲିଯାତ୍ରା (Baliyatra) ଉତ୍ସବ ଓଡିଶାର ଶିଳ୍ପ ଓ ସାଂସ୍କୃତିକ ଐତିହ୍ୟକୁ (Historical) ନୂଆ ଉଚ୍ଚତାରେ ନେଇଯାଇଛିା ପାରମ୍ପାରିକ ହାତଶିଳ୍ପୀମାନେ ଏଥିରେ ନିଜ ନିପୁଣତା ଦ୍ୱାରା ଦର୍ଶକମାନଙ୍କ ହୃଦୟ ଜିତି ନେଇଛନ୍ତି । ମହାନଦୀ ତୀରେ ଆୟୋଜିତ ଏହି ମେଳାରେ ଦିନକୁ ହଜାର ହଜାର ଲୋକ ଯୋଗ ଦେଉଛନ୍ତି । ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିଳ୍ପୀମାନେ ନିଜ ହାତରେ (Handicraft) ତିଆରି କରୁଥିବା ଶିଳ୍ପୀମାନେ ନିଜ ହାତରେ ତିଆରି କରୁଥିବା ଶିଳ୍ପ ସାମଗ୍ରୀ,ଗହଣା,ଘର ସଜାର ଜିନିଷ ଦୈନିକ ବ୍ୟବହାରୀ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କରୁଛନ୍ତି । ଏବେକାର ବାଲିଯାତ୍ରାରେ ମୋଟ ୫୦୦ଟି ଷ୍ଟଲ (STALL) ସ୍ଥାପିତ ହୋଇଛି, ଯାହା ପୂର୍ବବର୍ଷ ତୁଳନାରେ ଅଧିକ । ଓଡିଶା ଗ୍ରାମିଣ ଉନ୍ନୟନ ଓ ବିପଣନ ସମିତି (ORMAS) ଏହାକୁ ସଫଳ ଭାବରେ ଫରିଚାଳନା କରୁଛିା

ମୟୁରଭଞ୍ଜ (Mayurbhanj) ଜିଲ୍ଲାର ବିଘ୍ନରାଜ ମହାନ୍ତି ବାଉଁଶ ଓ କାଠରୁ ତିଆରି ହୋଇଥିବା ଶିଳ୍ପ ସାମଗ୍ରୀ ଦ୍ୱାରା ଅନେକଙ୍କ ଆର୍କଷଣ କରିଛନ୍ତି । ସେ କହିଛନ୍ତି, ପୁରୁଣା ବାଉଁଶକୁ ତାପ ଦେଇ ସେସନିଂ କରି, ରଙ୍ଗ ଲାଗି ଓ ଆଗୁନରେ ପରୀକ୍ଷା କରି ଆମେ ଦୀର୍ଘସ୍ଥାୟୀ ଜିନିଷ ତିଆରି କରୁ । ତାଙ୍କ ଷ୍ଟଲରେ ୫୦ରୁ ଆରମ୍ଭ କରି ୮୦୦ ପଯ୍ୟନ୍ତ ମୂଲ୍ୟର ସାମଗ୍ରୀ ବିକ୍ରି ହେଉଛି ଓବଂ ଏପଯ୍ୟନ୍ତ ତାଙ୍କ ବିକ୍ରି ୮୫୦୦୦ ହଜାର ପହଞ୍ଚିଛି । ରାଜସ୍ଥାନର (Rajasthan) ତିଆରି କରୁଥିବା ଗହଣା ଓ ଓଡିଶୀ ନୃତ୍ୟ ଅନୁପ୍ରେରିତ ଡିଜାଇନ ମେଳାର ଅନ୍ୟ ଏକ ବିଶେଷ ଆର୍କଷଣ ହୋଇଥିଲା ।ତାଙ୍କର ବିକ୍ରି ଚାରି ଦିନରେ ୧.୨ ଲକ୍ଷ ଅତିକ୍ରମ କରିଛି । ଦର୍ଶକମାନେ କହୁଛନ୍ତି ଯେ ଏହି ବର୍ଷର ବାଲିଯାତ୍ରା ଅଧିକ ସୁନ୍ଦର ସୁସଂଘଟିତ ଏବଂ ସ୍ଥାନୀୟ ଶିଳ୍ପକୁ ପ୍ରୋସହନ ଦେଇଛି ।

ମୟୁରଭଞ୍ଜ (Mayurbhanj) ଜିଲ୍ଲାର ବିଘ୍ନରାଜ ମହାନ୍ତି ବାଉଁଶ ଓ କାଠରୁ ତିଆରି ହୋଇଥିବା ଶିଳ୍ପ ସାମଗ୍ରୀ ଦ୍ୱାରା ଅନେକଙ୍କ ଆର୍କଷଣ କରିଛନ୍ତି । ସେ କହିଛନ୍ତି, ପୁରୁଣା ବାଉଁଶକୁ ତାପ ଦେଇ ସେସନିଂ କରି, ରଙ୍ଗ ଲାଗି ଓ ଆଗୁନରେ ପରୀକ୍ଷା କରି ଆମେ ଦୀର୍ଘସ୍ଥାୟୀ ଜିନିଷ ତିଆରି କରୁ । ତାଙ୍କ ଷ୍ଟଲରେ ୫୦ରୁ ଆରମ୍ଭ କରି ୮୦୦ ପଯ୍ୟନ୍ତ ମୂଲ୍ୟର ସାମଗ୍ରୀ ବିକ୍ରି ହେଉଛି ଓବଂ ଏପଯ୍ୟନ୍ତ ତାଙ୍କ ବିକ୍ରି ୮୫୦୦୦ ହଜାର ପହଞ୍ଚିଛି । ରାଜସ୍ଥାନର (Rajasthan) ତିଆରି କରୁଥିବା ଗହଣା ଓ ଓଡିଶୀ ନୃତ୍ୟ ଅନୁପ୍ରେରିତ ଡିଜାଇନ ମେଳାର ଅନ୍ୟ ଏକ ବିଶେଷ ଆର୍କଷଣ ହୋଇଥିଲା ।ତାଙ୍କର ବିକ୍ରି ଚାରି ଦିନରେ ୧.୨ ଲକ୍ଷ ଅତିକ୍ରମ କରିଛି । ଦର୍ଶକମାନେ କହୁଛନ୍ତି ଯେ ଏହି ବର୍ଷର ବାଲିଯାତ୍ରା ଅଧିକ ସୁନ୍ଦର ସୁସଂଘଟିତ ଏବଂ ସ୍ଥାନୀୟ ଶିଳ୍ପକୁ ପ୍ରୋସହନ ଦେଇଛି । ହାତରେ ତିଆରି ହୋଇଥିବା ଜିନିଷମାନେ ଆଜି ଆଧୁନିକ ବଜାରେ ମଧ୍ୟ ମୂଲ୍ୟ ସୃଷ୍ଟି କରୁଛନ୍ତି । ଏହି ମେଳା କେବଳ ବ୍ୟବସାୟ ନୁହେଁ । ଏହା ଓଡିଆ ଐତିହ୍ୟ ଓ ନୌକା ବାଣିଜ୍ୟ ସଂସ୍କୃତିକୁ ସମ୍ମାନ ଦେବାର ଏକ ଅବସର । ହାତଶିଳ୍ପୀମାନଙ୍କ ପାଇଁ ଏହି ମଞ୍ଚ ଏକ ନୂଆ ଆଶା ଓ ନୂଆ ପରିଚୟ ନେଇଆସିଛି।


Spread the love

Leave A Reply

Your email address will not be published.