ଭୁବନେଶ୍ୱର : ଡାଇସନ ପକ୍ଷରୁ ଚଳିତ ବର୍ଷ ଏହାର ସବୁଠାରୁ ଆକର୍ଷଣୀୟ ଅଫର୍ର ଘୋଷଣା କରାଯାଇଛି । ଯେଉଁଥିରେ ନଭେମ୍ବର ୧୪ରୁ ୨୦ ତାରିଖ ୨୦୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଡାଇସନ ଡିଲ ଡେଜ୍ ସମୟରେ ଏହି ସ୍ୱତନ୍ତ୍ର ଅଫରଗୁଡିକର ସୁବିଧା ଆପଣ ପାଇପାରିବେ। ଡାଇସନ ଡିଲ ଡେଜ୍ ସମୟରେ ଉପଭୋକ୍ତାମାନେ ଡାଇସନର ଅତ୍ୟାଧୁନିକ ଟେକ୍ନୋଲୋଜିଗୁଡିକ ଉପରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ସଂଚୟ ପାଇପାରିବେ। ଏହି ଅଫରଗୁଡିକୁ ହାସଲ କରିବା ସହ ଡାଇସନର ଉଦ୍ଭାବନଗୁଡିକ ସହ ନିଜର ଘର ଓ ସୌନ୍ଦର୍ଯ୍ୟ ଅନୁଭୂତିକୁ ଉନ୍ନତ କରନ୍ତୁ।
ଡାଇସନର ଆଇକୋନିକ ହେୟାର କେୟାର ଟୁଲଗୁଡିକ ସହିତ ଘରେ ସାଲୋନ ଭଳି ଲୁକ୍ ପାଆନ୍ତୁ। ସ୍ଲିକ ଷ୍ଟ୍ରେଟ ଲକ୍ଠାରୁ ଆରମ୍ଭ କରି ଭଲ୍ୟୁମିନଓ କର୍ଲସ ପର୍ଯ୍ୟନ୍ତ ପ୍ରତ୍ୟେକ ଟୁଲକୁ ସହଜ ଷ୍ଟାଇଲିଂ ଓ ନୋ ହିଟ ଡ୍ୟାମେଜ ପାଇଁ ଡିଜାଇନ କରାଯାଇଛି। ଡାଇସନ ଏୟାରରାପ୍ ଆଇ.ଡି.ଟିଏମ ମଲ୍ଟି-ଷ୍ଟାଇଲର ଓ ଡ୍ରାୟର, ଡାଇସନର ପ୍ରଥମ କନେକ୍ଟେଡ ଡିଭାଇସ ଭାବରେ ଆପଣଙ୍କ ପାଇଁ ନିର୍ମିତ ପର୍ସନାଲାଇଜ୍ଡ ଷ୍ଟାଇଲ ଦେଇଥାଏ। ଯାହାର ମୂଲ୍ୟ ୪୨,୯୦୦ ଟଙ୍କା (ସେରାମିକ ପାଟିନା ଓ ଟୋପାଜ ରେ ଉପଲବ୍ଧ) ରହିଛି। ଡାଇସନ, ଏୟାରଷ୍ଟ୍ରେଟ ଷ୍ଟ୍ରେଟନର ବିନା କୌଣସି ହଟ୍ ପ୍ଲେଟ ଓ ନୋ ହିଟ ଡ୍ୟାମେଜ ସହିତ ଗୋଟିଏ ଷ୍ଟେପରେ ଡ୍ରାୟିଙ୍ଗ ଓ ଷ୍ଟ୍ରେଟ୍ନିଙ୍ଗ ସୁବିଧା ଦେଇଥାଏ, ଯାହାର ମୂଲ୍ୟ ୨୯,୯୦୦ ଟଙ୍କା (ପ୍ରୁସିଆନ ବ୍ଲୁ ବ୍ୟତୀତ ଅନ୍ୟ ସମସ୍ତ କଲରରେ)।
ସେହିଭଳି ନିଜ ଘରକୁ ଆଲେଜର୍ନ ଓ ଅତି କ୍ଷୁଦ୍ର ଧୂଳି କଣିକା ବିରୋଧରେ ସୁରକ୍ଷିତ ରଖିବାକୁ ଡାଇସନର ଆଡଭାନ୍ସଡ ଏୟାର ପ୍ୟୁରିଫାୟରଗୁଡିକ ଉପଯୁକ୍ତ ବିକଳ୍ପ ହେବ। ଏଚଇପିଏ ଗ୍ରେଡ ଫିଲ୍ଟରଶନ ଥିବା ଏହି ଡିଭାଇସଗୁଡିକ ଅତି କ୍ଷୁଦ୍ର ଧୂଳି କଣିକା, ଆଲେଜର୍ନ ଓ ଭିଓସି (ଭଲାଟାଇଲ ଓର୍ଗାନିକ କମ୍ପାଉଣ୍ଡ) ନଷ୍ଟ କରି ଆପଣଙ୍କ ପରିବାର ପାଇଁ ସ୍ୱଚ୍ଛ ଓ ସୁସ୍ଥ ବାୟୁ ପ୍ରଦାନ କରିଥାଏ। ଡାଇସନ ପ୍ୟୁରିଫାୟର କୁଲ ଫର୍ମାଲଡିହାଇଡ (ଟିପିଓ୯) ମୂଲ୍ୟ ୪୯,୯୦୦ ଟଙ୍କା ରହିଛି, ଯାହା ଅତି କ୍ଷୁଦ୍ର ଧୂଳି କଣିକା ଓ ଆଲେଜର୍ନଗୁଡିକୁ କ୍ୟାପଚର କରିବା ସହିତ ଫର୍ମାଲଡିହାଇଡ ଭିତିକ ଭିଓସିଗୁଡିକୁ ମଧ୍ୟ ନଷ୍ଟ କରିଥାଏ।
ଏହି ସହିତ ଡାଇସନ ଅନ୍ଟ୍ରାକ ହେଡେଫାନ ମଧ୍ୟ ଉପଲବ୍ଧ ଅଛି, ଯାହାକୁ ରିମାଷ୍ଟର କରାଯାଇଛି ଏବଂ ଉପଭୋକ୍ତାମାନେ ଏଥିରେ ସର୍ବୋତମ ଶ୍ରବଣ ଅନୁଭୂତି, ନଏଜ କ୍ୟାନ୍ସେଲେସନ ଓ ନିମଜ୍ଜିତ ସାଉଣ୍ଡ ଉପଭୋଗ କରିପାରିବେ। ବିଭିନ୍ନ ବର୍ଗରେ ଉତ୍ସାହଜନକ ସଂଚୟ ସହିତ ଡାଇସନ ଡିଲ ଡେଜ୍ର ସର୍ବାଧିକ ଲାଭ ଉଠାନ୍ତୁ। https://www.dyson.in/deals ରେ ଅଧିକ ଅନ୍ୱେଷଣ କରନ୍ତୁ, ଏହି ଅଫର ଆସନ୍ତା ନଭେମ୍ବର ୨୦ ତାରିଖ ୨୦୨୫ ପର୍ଯ୍ୟନ୍ତ ବୈଧ ରହିଛି।