କେଦାର ଗୌରୀ ଅଞ୍ଚଳରୁ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣା,ଅଭିଯୁକ୍ତ  ଗିରଫ

Spread the love

ଭୁବନେଶ୍ଵର,୧୨/୦୨:କେଦାର ଗୌରୀ ଅଞ୍ଚଳରୁ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣା।ଅଭିଯୁକ୍ତ କୁ ଗିରଫ କଲା ପୋଲିସ ।ଗିରଫ ଅଭିଯୁକ୍ତ ହେଲେ ତପନ ଦାସ ଓରଫ ସିଲୁ ।ତା ନିକଟରୁ ମୋବାଇଲ ଓ ବାଇକ ଜବତ କରିଛି ପୋଲିସ ।ନାବାଳିକା ଛାତ୍ରୀ ସ୍କୁଲ ଯାଉଥିବା ବେଳେ ଗତ 10ତାରିଖ ଦିନ ଅପହରଣ ନେଇ ଲିଙ୍ଗରାଜ ଥନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗ ଆଧାର ରେ ତଦନ୍ତ କରିଥିଲା ପୋଲିସ ।ନାବାଳିକା ଛାତ୍ରୀଙ୍କୁ ସୁରକ୍ଷିତ ର ସହ ଉଦ୍ଧାର କରିଛି ପୋଲିସ


Spread the love

Leave A Reply

Your email address will not be published.