laxmipuja: ଇକୋ-ଫ୍ରେଣ୍ଡ୍‌ଲି ମଣ୍ଡପରେ ମା ଲକ୍ଷ୍ମୀ

laxmipuja: ପରିବଶେ ସୁରକ୍ଷା ହେଲା ମୁଖ୍ୟ ଆକର୍ଷଣ

Spread the love

laxmipuja: ଢେଙ୍କାନାଳ,୧୫ା୧୦: laxmipuja ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଲକ୍ଷ୍ମୀ ପୂଜା laxmi puja ସମୟରେ ଏକ ଭିନ୍ନ ଧରଣ ପୂଜା ମଣ୍ଡପ ଦର୍ଶକଙ୍କୁ ଭେଟି ଦେଇ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି କଲେଜ ବଜାର college bazar ପୂଜା କମିଟି । ୧୯୫୮ ମସିହାରୁ ଆରମ୍ଭ ହୋଇ ୬୭ ବର୍ଷରେ ପଦାର୍ପଣ କରିଛିା
ଚଳିତ ବର୍ଷ କମିଟିର ସଦସ୍ୟମାନେ ସମସ୍ତ ସାଜସଜ୍ଜା ଓ ମୁଖ୍ୟ ତୋରଣକୁ ଖଣ୍ଡଗିରି ପାହାଡର ଅନୁସାରେ ନିର୍ମାଣ କରିଛନ୍ତି । ଏହି ପାହାଡର ଆକୃତି ପ୍ରାୟ ୨୫ମିଟର ଲମ୍ବର ହୋଇଛି । ଗେଟ୍ ସାଜସଜ୍ଜାରେ ଖଣ୍ଡଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଗୁମ୍ଫାଗୁଡିକର କିଛି ଅଶଂକୁ ବେଶ୍ ଚମତ୍କାର ଭାବରେ ଦର୍ଶାଇବାର ପ୍ରୟାସ କରାଯାଇଛି । ଏହି ମଣ୍ଡପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପରିବେଶ ସୁରକ୍ଷା, ପ୍ଲାଷ୍ଟିକମୁକ୍ତ ପରିବେଶ ଓ ସୁସ୍ଥ ବାତାବରଣକୁ ପ୍ରୋତ୍ସାହିତ କରିବାର ଆଭିମୁଖ୍ୟ । ସମ୍ପୂର୍ଣ୍ଣ ମଣ୍ଡପକୁ ପରିବେଶ ଅନୁକୂଳ ଯଥା ଝୋଟଅଖା ଓ କାଗଜ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା କେବଳ ଏକ ଧାର୍ମିକ ଆୟୋଜନ ନୁହେଁ, ବରଂ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଦିଗରେ ସମାଜକୁ ବାର୍ତ୍ତା ଦେବାର ନୂତନ ପ୍ରାୟାସ । ଏହି ମଣ୍ଡପକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ପାଇଁ ପାଞ୍ଚ ଜଣ କାରିଗର କୋଡ଼ିଏ ଦିନର ସମୟ ନେଇଥିଲେ । ମଣ୍ଡପର ସାଜ୍ଜସଜ୍ଜା ଓ ନିର୍ମାଣ ପାଇଁ ପ୍ରାୟ ୫ରୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏତଦ୍ ବ୍ୟତୀତ ସମଗ୍ର ପୂଜା ଆୟୋଜନ ପାଇଁ କମିଟିର ମୋଟ୍ ୧୨ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ଏହି ମଣ୍ଡପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପରିବେଶ ସୁରକ୍ଷା, ପ୍ଲାଷ୍ଟିକମୁକ୍ତ ପରିବେଶ ଓ ସୁସ୍ଥ ବାତାବରଣକୁ ପ୍ରୋତ୍ସାହିତ କରିବାର ଆଭିମୁଖ୍ୟ । ସମ୍ପୂର୍ଣ୍ଣ ମଣ୍ଡପକୁ ପରିବେଶ ଅନୁକୂଳ ଯଥା ଝୋଟଅଖା ଓ କାଗଜ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା କେବଳ ଏକ ଧାର୍ମିକ ଆୟୋଜନ ନୁହେଁ, ବରଂ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଦିଗରେ ସମାଜକୁ ବାର୍ତ୍ତା ଦେବାର ନୂତନ ପ୍ରାୟାସ । ଏହି ମଣ୍ଡପକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ପାଇଁ ପାଞ୍ଚ ଜଣ କାରିଗର କୋଡ଼ିଏ ଦିନର ସମୟ ନେଇଥିଲେ । ମଣ୍ଡପର ସାଜ୍ଜସଜ୍ଜା ଓ ନିର୍ମାଣ ପାଇଁ ପ୍ରାୟ ୫ରୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏତଦ୍ ବ୍ୟତୀତ ସମଗ୍ର ପୂଜା ଆୟୋଜନ ପାଇଁ କମିଟିର ମୋଟ୍ ୧୨ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
ଆମେ ପ୍ରତିବର୍ଷ କିଛି ନୂଆ କରିବାର ପ୍ରୟାସ କରୁ । ନୂଆ ନୂଆ ଧରଣର ସାଜସଜ୍ଜା ଲୋକଙ୍କୁ ଭେଟିଦେବା ଆମ କମିଟିର ମୁଖ୍ୟ ପ୍ରୟାସ । ଏଥିସହ କେବଳ ପୂଜା ଆୟୋଜନ କରୁନାହୁଁ, ବରଂ ସାଜ୍ଜସଜ୍ଜା ମାଧ୍ୟମରେ ସାମାଜିକ ବାର୍ତ୍ତା ଦେବା ପାଇଁ ପ୍ରୟାସ କରାଯାଏ ବୋଲି ପ୍ରକାଶ କରନ୍ତି କମିଟିର ସମ୍ପାଦକ ସୁବ୍ରତ ରଞ୍ଜନ ଦାଶ ।

Leave A Reply

Your email address will not be published.