livelihood: ସ୍ୱଳ୍ପ ନିବେଶରେ ଭଲ ରୋଜଗାର ଦେଉଛି ଧାନ

few investment but huge return

Spread the love

ଢେଙ୍କାନାଳ , ୧୧/୧୦ : ଗଜଲକ୍ଷ୍ମୀପୂଜା  (laxmipuja) ଅବସରେ ଅନୁଷ୍ଠିତ ହୋଇଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରୁଛି । ଓର୍‌ମାସ୍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି ମେଳାରେ ୨୫୦ ଟି ସ୍ୱୟଂ ସହାୟକ  ଗୋଷ୍ଠୀ (SHG)ଓ ୧୫ଟି ରାଜ୍ୟ ର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଟାନ ଷ୍ଟଲ୍ ଖୋଲିଥିଲେ ।

                                           ସେଥିମଧ୍ୟରୁ ଧାନ ହସ୍ତଶିଳ୍ପ ସାଜିଛି ରୋଜଗାରର (livelihood)ମାଧ୍ୟମ । ଧାନକୁ ମା ଲକ୍ଷ୍ମୀ ବୋଲି ମନେକରାଯାଏ ।ଲୋକକଥା ଅଛି ଯେ ମା ଲକ୍ଷ୍ମୀ ଙ୍କର ପୂଜା ରେ ଧାନ ନିମର୍ତିତ କିଛି ବସ୍ତୁ କିଣିଲେ ତାହା ଅତ୍ୟନ୍ତ ସମୃଦ୍ଧି ଆଣିଥାଏ । ଏହି ପୌରାଣିକ (mythology) ତତ୍ତ୍ୱ ଧାନ ହସ୍ତଶିଳ୍ପ ର ଚାହିଦାକୁ (demand) ଦୁଇ ଗୁଣିତ କରୁଛି ।ଜୀବନ କେବେ ହସାଏ କେବେ କନ୍ଦାଏ ।ବୟସ ପଚାରି ବୁଝେନା ଭୋକିଲା ପେଟର ଦାଉ ।

                                             ନିଷ୍କପଟ ମନରେ ଭୋକର କଠୋରପଣ ଖୋଜେ ରୋଜଗାର । ଢେଙ୍କାନାଳ ଲକ୍ଷ୍ମୀପୂଜାରେ ଅନେକ କୁନି ହାତ ଘରର ବୋଝ ଓ ଦାୟିତ୍ୱରେ ନିଜର ଚପଳାମୀକୁ ହରାଇଥିବା ଦେଖିବାକୁ ମିଳିଥିଲା । ରୋଜଗାର ପାଇଁ କିଏ ବାଉଁସରାଣୀ ସାଜିଥିବା ବେଳେ କିଏ ଜୀବନ୍ତ ମୂର୍ତ୍ତି ସାଜିଛି । କୁନି ହାତରେ କିଏ ବେଲୁନ୍ ବୁଲିବୁଲି ବିକୁଛି ତ କିଏ ଗୁଲେଲ୍ । ଉତ୍ତରପ୍ରଦେଶର କୋକାରୀ ଗାଁର ଏକ ଦଳିତ ପରିବାର । ପରିବାରରେ ରହିଛନ୍ତି ବାପା , ମାଆଙ୍କ ସମେତ ୧୩ ଜଣ ସନ୍ତାନ ।

                                              ମନରେ ଦିଗନ୍ତବ୍ୟାପୀ ଆଶା  (hope ) । ପ୍ରଥମେ ଢେଙ୍କାନାଳ ଲକ୍ଷ୍ମୀପୂଜା, କ୍ରମେ ଭଦ୍ରକର କାଳୀପୂଜା ପରେ ବାଲିଯାତ୍ରାରେ ବେପାର ।ନବରଙ୍ଗପୁର ଜିଲ୍ଲା ର କୋଷାକୁମୁଡା ବ୍ଲକର ଲିମ୍ବଭଟା ଗ୍ରାମର ଧନଲକ୍ଷ୍ମୀ ସ୍ୱଂୟ ସହାୟକ ଗୋଷ୍ଠୀ ଧାନର କରୁଛନ୍ତି ବିିଭିନ୍ନ କଳାକୃତି । ଧାନର ବନୁଛି ଶୃଙ୍ଖଳ , ଦେବତାଙ୍କ ମୂର୍ତ୍ତି, ପଶୁ ପ୍ରତିମୂର୍ତ୍ତି, ଫୁଲ ମାଳା ଏବଂ ଅନ୍ୟାନ ଘରସଜ୍ଜା ଜିନିଷ ୩୦ ଜଣଙ୍କୁ ନେଇ ଏହି ସ୍ୱଂୟସହାୟକ ଗୋଷ୍ଠୀ ଗଠିତ । ଏହି ଗୋଷ୍ଠୀ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଭଳି ବଡ ବଡ ରାଜ୍ୟରେ ପ୍ରର୍ଦଶନୀ ରେ ମଧ୍ୟ ନିଜର ହସ୍ତଶିଳ୍ପକୁ ପ୍ରଦର୍ଶନ  କରୁଛନ୍ତି।

                                                 ନିଷ୍କପଟ ମନରେ ଭୋକର କଠୋରପଣ ଖୋଜେ ରୋଜଗାର । ଢେଙ୍କାନାଳ ଲକ୍ଷ୍ମୀପୂଜାରେ ଅନେକ କୁନି ହାତ ଘରର ବୋଝ ଓ ଦାୟିତ୍ୱରେ ନିଜର ଚପଳାମୀକୁ ହରାଇଥିବା ଦେଖିବାକୁ ମିଳିଥିଲା । ରୋଜଗାର ପାଇଁ କିଏ ବାଉଁସରାଣୀ ସାଜିଥିବା ବେଳେ କିଏ ଜୀବନ୍ତ ମୂର୍ତ୍ତି ସାଜିଛି । କୁନି ହାତରେ କିଏ ବେଲୁନ୍ ବୁଲିବୁଲି ବିକୁଛି ତ କିଏ ଗୁଲେଲ୍ । ଉତ୍ତରପ୍ରଦେଶର କୋକାରୀ ଗାଁର ଏକ ଦଳିତ ପରିବାର । ପରିବାରରେ ରହିଛନ୍ତି ବାପା , ମାଆଙ୍କ ସମେତ ୧୩ ଜଣ ସନ୍ତାନ । 

                                                ଗଜଲକ୍ଷ୍ମୀପୂଜା  (laxmipuja) ଅବସରେ ଅନୁଷ୍ଠିତ ହୋଇଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରୁଛି । ଓର୍‌ମାସ୍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି ମେଳାରେ ୨୫୦ ଟି ସ୍ୱୟଂ ସହାୟକ  ଗୋଷ୍ଠୀ (SHG)ଓ ୧୫ଟି ରାଜ୍ୟ ର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଟାନ ଷ୍ଟଲ୍ ଖୋଲିଥିଲେ । 

                                                  ଢେଙ୍କାନାଳ ଗଜଲକ୍ଷ୍ମୀପୂଜା ସାରା ବିଶ୍ୱରେ ପ୍ରସିଦ୍ଧ । ଚାନ୍ଦିମେଢ ସହ ଆକର୍ଷଣୀୟ ସାଜସଜ୍ଜା ଏହାକୁ ସର୍ବବିଦିତ କରିପାରିଛି ।ମାଟିର କଳା ସଂସ୍କୃତି ଓ ଆଧ୍ୟାତ୍ମିକ ଭିତ୍ତିଭୂମିର ସଂଙ୍କେତ ବହନ କରୁଥିବା ଗଜଲକ୍ଷ୍ମୀପୂଜାର ଲମ୍ବା ଯାତ୍ରା ପଛରେ ରହିଛି ନିରବଚ୍ଛିନ ଚେଷ୍ଟା । ସ୍ୱଗତଃ ବ୍ରଜକିଶୋର ପଟ୍ଟନାୟକ ଥିଲେ ଜଣେ ନାଟ୍ୟପ୍ରେମୀ ଓ କଳାକାର । ତାଙ୍କ ଉଦ୍ୟମରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିଲା ।


Spread the love

Leave A Reply

Your email address will not be published.