SCB medical fire : ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପ୍ରମିଳା ମଲ୍ଲିକ

Spread the love

ଭୁବନେଶ୍ୱର,୧୯/୦୩:(SCB medical fire ) ସ୍ୱାସ୍ଥ୍ୟମନ୍ତ୍ରୀଙ୍କ(Health Minister) ଇସ୍ତଫା(Resignation) ଦାବିରେ ୩ ଦିନ ହେଲା ଗୃହରେ ହଟ୍ଟଗୋଳ ଚାଲିଛି।ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା।ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନୈତିକତା ନାହିଁ । 13 ରୋଗୀ ପୋଡି ମଲେ । ସେ ଇସ୍ତଫା(Resignation) ଦେଇ ନୀତି ନୈତିକତାର ପରିଚୟ ଦିଅନ୍ତୁ । ବିଜେପି ବିରୋଧୀରେ ଥିବା ବେଳେ ମନ୍ତ୍ରୀଙ୍କ ଇସ୍ତଫା ମାଗିଲେ । ଘରୋଇ ହସ୍ପିଟାଲରେ ନିଆଁ ଲାଗିଲା । ସେ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ଇସ୍ତଫା ଦେଲେ, ହସ୍ପିଟାଲ ମାଲିକ ବି ଗିରଫ ହୋଇଥିଲେ । SCB ମେଡିକାଲ ଅଧିକ୍ଷକଙ୍କୁ ଗିରଫ କରନ୍ତୁ । ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିଜେଡିର ଗୃହରେ ପ୍ରତିବାଦ ଜାରି ରହିବ ।

ଆହୁରି ପଢ଼ନ୍ତୁ : SCB ରେ ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ଼ ରେ ସରକାର

 


Spread the love

Leave A Reply

Your email address will not be published.