ଭୁବନେଶ୍ୱର : ଆଗାମୀ ଉତ୍ସବ ଋତୁ ପାଇଁ ଭାରତ ଯେହେତୁ ନିଜକୁ ପ୍ରସ୍ତୁତ କରୁଛୁ, ପ୍ଲିପକାଟÿର୍ ପରି·ଳିତ ସପ୍ସି ବର୍ଷର ସବୁଠାରୁ ବୃହତର ସେଲ ସହିତ ସର୍ବାଦୃତ୍ ସପିଙ୍ଗ ପାଳନର ଉତ୍ସବ, ଦି ଗ୍ରାଣ୍ଡ ସପ୍ସି ମେଳା (ଜିଏସଏମ) ପୁଣି ଥରେ ନେଇ ଆସୁଅଛି । ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୦୭ ପର୍ଯ୍ୟନ୍ତ ନିର୍ଦ୍ଦାରିତ ଏହି କାର୍ଯ୍ୟକ୍ରମ ଅନେକଗୁଡ଼ିଏ ଅବିସ୍ମରଣୀୟ ଉତ୍ସାହ ସହିତ ଏହାର ପ୍ରସଙ୍ଗ ରହିଛି “ଐସେ ଗିରେଙ୍ଗେ ଦାମ, ସପିଙ୍ଗ ହୋଗି ସୁବହ ଶାମ ।”
ସପିଙ୍ଗ ଉତ୍ସାହ ବୃଦ୍ଧି ପାଇବା ସହିତ ଗ୍ରାହକମାନେ ସେମାନଙ୍କର ସ୍ନେହ ଏବଂ ଉତ୍ସାହକୁ ଆହୁରି ଅଧିକ ମାତ୍ରାରେ ବୃଦ୍ଧି କରିବା ସହିତ ଏହି ଉତ୍ସବ ଋତୁରେ ଆଗକୁ ନେଉଛନ୍ତି ଯାହା ଫଳରେ ସପ୍ସି ସେମାନଙ୍କୁ ତଥା ସେମାନଙ୍କ ପରିବାରକୁ ସମଗ୍ର ଭାରତରେ ନିଜର ପକେଟକୁ ସୁହାଇଲା ଭଳି ବଜେଟକୁ ନେଇ ସାହାଯ୍ୟ କରୁଅଛି । ଚଳିତବର୍ଷ, ଜିଏସଏମ ୧୪୯ ଟଙ୍କା ଭିତରେ ପ୍ରାୟ ଏକ କୋଟିରୁ ଉଦ୍ଧ୍ୱର୍ ଉତ୍ପାଦନକୁ ସମଗ୍ର ଫ୍ୟାସନ, ଜୀବନଶୈଳୀ, ଘର ତଥା ସୌନ୍ଦର୍ଯ୍ୟକାରୀତାକୁ ନେଇ ବୃଦ୍ଧି କରିବା ସହିତ ଏକ ଚିନ୍ତାଶୀଳ ଗଠନମୂଳକ ମୂଲ୍ୟ ସଚେତନଯୁକ୍ତ ସପିଙ୍ଗ ପାଇଁ ଏହାକୁ ସଠିକ୍ ଭାବରେ ପ୍ରସ୍ତୁତ କରିପାରିଛି । ଜିଏସଏମ କିଛି ଆକର୍ଷଣୀୟ ମୂଲ୍ୟ ସହିତ ଅନେକ ଗୁଡ଼ିଏ ଅଫର ପ୍ରଦାନ କରିବାକୁ ଯାଉଛି ଯାହା ତୁଳନା କରିବା ମୂଲ୍ୟକୁ ନେଇ କଠିନ ଅଟେ ଯାହାକି ପୂର୍ବ ଅପେକ୍ଷା ଚଳିତବର୍ଷ ପର୍ବପର୍ବାଣୀରେ ଅଧିକ ପୁରସ୍କାର ପ୍ରଦାନ ଯୋଜନା ରଖିଛି । ମିଲିୟନରୁ ଅଧିକ ୨, ୩ ଏବଂ ୪ ଶ୍ରେଣୀର ସହର ଗୁଡ଼ିକରେ ଜିଏସଏମ ଏହାର ଉତ୍ସବ ଋତୁର ବିକ୍ରୟ ସଂକେତ ପ୍ରଦାନ କରିବା ଆରମ୍ଭ କରିଛି ଯାହାକି ଅଧିକ ଆଦୃତ ଅତୁଳନୀୟ ଖୁସିର ସମ୍ଭାର ପ୍ରଦାନ କରିବ । ରହିଥିବା ଏହାର ବର୍ଦ୍ଧିତ ଯୋଗାଣ ଚେନ ସହିତ ପ୍ରସ୍ତୁତି ଏବଂ ଆକର୍ଷଣୀୟ ଅଫରକୁ ନେଇ ଏହା ପ୍ରତ୍ୟେକ ଉତ୍ସବର ଆବଶ୍ୟକତାକୁ ପରିପୂରଣ କରିବାକୁ ଯାଉଛି । ସପ୍ସି ଏହି ଋତୁର ସପିଙ୍ଗ ପ୍ରଣାଳୀର ପ୍ରସ୍ତୁତିକୁ ଅଧିକ ଆକର୍ଷଣୀୟ, ଗ୍ରହଣୀୟ, ମନମତାଣୀଆ କରିବା ସହିତ ପୂର୍ବଠାରୁ ଅଧିକ ଅନ୍ତର୍ଭୁକ୍ତିକରଣ ରଖିଛି ।
କପିଲ ଥିରାନୀ, ବିଜିନେସ ହେଡ଼, ସପ୍ସି ଏବଂ ଫ୍ଲିପକାଟÿର୍ ମାର୍କେଟପ୍ଲେସ, ଫ୍ଲିପକାର୍ଟ, ମତବ୍ୟକ୍ତ କରି କହିଛନ୍ତି, “ପର୍ବର ଋତୁ ଯେହେତୁ ବର୍ତ୍ତମାନ ପ୍ରତ୍ୟେକ କୋଣ ଅନୁକୋଣ ସହିତ ଆସିଯାଇଛି ଗ୍ରାଣ୍ଡ ସପ୍ସି ମେଳା ଏ ଦିଗରେ ଏକ ପ୍ରମୁଖ ମୂଲ୍ୟ ଅଗ୍ରଣୀ ସପିଙ୍ଗ ସକ୍ଷମକାରୀତାର ପ୍ରମୁଖ ଭାବରେ ବ୍ୟବସ୍ଥିତ ରୂପରେ ଭାରତକୁ ପ୍ରସ୍ତୁତ କରିବାକୁ ଯାଉଛି । ମହକଭରା ଅତୁଳନୀୟ ସକ୍ଷମକାରୀ ବର୍ଦ୍ଧିତ ଚୟନକାରୀତାର ଡ଼ିଜାଇନକୁ ନେଇ ଜିଏସଏମ ପ୍ରତ୍ୟେକ ପରିବାରକୁ କୌଣସି ବୁଝାମଣା ନ କରି ଏକ ବିକ୍ରୟ କ୍ଷମତା ମଞ୍ଚ ପ୍ରଦାନ କରିବାରେ ସାହାଯ୍ୟ କରିବା ସହିତ ମିଲିୟନରୁ ଅଧିକ ଗ୍ରାହକଙ୍କୁ ଏଥିରେ ପହଞ୍ଚôବାର ସୁଯୋଗ ପ୍ରଦାନ କରୁଅଛି ଯାହାକି ୨, ୩ ଏବଂ ୪ ଶ୍ରେଣୀର ସହର ମାନଙ୍କରେ ଉପଲବ୍ଧ ହେବ । ଆମେ ଦୃଢ଼ ନିଶ୍ଚିତ ଚଳିତ ସଂସ୍କରଣ ଆସନ୍ତା ପର୍ବାଣୀର ସପିଙ୍ଗକୁ ନେଇ ପ୍ରକୃତରେ ଏକ ମୂଲ୍ୟଯୁକ୍ତ ପରି·ଳନାକୁ ଆଗେଇ ନେବା ସହିତ ସମସ୍ତଙ୍କ ମଧ୍ୟରେ ଖୁସି ଆନନ୍ଦର ଲହରୀ ଖେଳାଇ ପାରିବ ।”
Next Post