DHAULI ଧଉଳି: ରକ୍ତରଞ୍ଜିତ ଯୁଦ୍ଧ ଭୂମିରୁ ଶାନ୍ତିର ପଥ
ଢେଙ୍କାନାଳ; ୧୯।୦୩।୨୬( ଶୁଭସ୍ମିତା ଜେନା ): ଧଉଳି ଓଡିଶାର ଐତିହାସିକ ମାନଚିତ୍ରରେ ଏକ ଅତ୍ୟନ୍ତ ପବିତ୍ର ଓ ଗରିମାମୟ ସ୍ଥାନ । ଭୁବନେଶ୍ୱରରୁ ପ୍ରାୟ ୮ କିମି ଦୂରରେ ଦୟା ନଦୀର ନୀରବ କୂଳରେ ଅବସ୍ଥିତ ଧଉଳିଗିରିା ଯାହା ଏକଦା ଭାରତର ଭୟାଭୟ ଇତିହାସର ସାକ୍ଷୀ ରହିଛି । ଖ୍ରୀ.ପୂ.୨୬୧…