Browsing Tag

DHENKANAL

Dhenkanal Laxmi pଢେଙ୍କାନାଳ ଲକ୍ଷ୍ମୀପୂଜା – ୮୨ ବର୍ଷର ଗୌରବ ଓ ଆସ୍ଥାର ଉଜ୍ଜଳ ଦୀପ

ଢେଙ୍କାନାଳ :- ୧୬/୧୦ (ନମିତା ଗିରି ) :- ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଏବେ କେବଳ ଓଡ଼ିଶା ନୁଁହ ଭାରତର ସବୁଠାରୁ ବଡ଼ ପୂଜା ମହୋତ୍ସବ ଭାବରେ ଗଣ୍ୟ | ୧୯୪୨-୪୩ ରେ ଆରମ୍ଭ ହୋଇଥିବା ଏହି ପୂଜା ଏବେ ୮୨ ବର୍ଷର ଐତିହ୍ୟର ସାକ୍ଷୀ |ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାଇ ସ୍ୱାଧୀନତା