କ୍ଷମା ମାଗିଲା NCERT
ଭୁବନେଶ୍ଵର,୧୦/୦୩:ଅଷ୍ଟମ ଶ୍ରେଣୀର ନୂତନ NCERT ସାମାଜିକ ବିଜ୍ଞାନ ବହିରେ ପ୍ରକାଶିତ “The Role of Judiciary in Our Society” ଶୀର୍ଷକ ଚାପ୍ଟରକୁ ନେଇ ବିବାଦ ସୃଷ୍ଟି ହେବା ପରେ NCERT ପକ୍ଷରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଛି। ସଂସ୍ଥାର ନିର୍ଦ୍ଦେଶକ ଓ ସଦସ୍ୟମାନେ ଏହି!-->…